ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଏଥର ରାଖୀ ପୂର୍ଣ୍ଣିମାରେ ଗ୍ରହଣ ଲଗୁଛି। ଏହା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହା ସମ୍ପୂର୍ଣ୍ଣ ଭାରତକୁ ଦୃଶ୍ୟମାନ ହେବ। ଭାରତ ସମେତ ଏହା ପାକିସ୍ତାନ, ଆଫଗାନିସ୍ତାନ, ଚୀନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ସାଉଦି ଆରବକୁ ମଧ୍ୟ ଦେଖାଯିବ। ଏହି ଗ୍ରହଣର ଅଧିକ ପ୍ରଭାବ ମକର ରାଶି ଉପରେ ପଡ଼ିବ। ଏହି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣର ପ୍ରଭାବ ରାଖୀ ପୂର୍ଣ୍ଣିମା ଉପରେ ପଡିବ ନାହିଁ। ଗ୍ରହଣର ସ୍ପର୍ଶ ରାତି ୧୦ଟା ୨୯ରୁ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଦିନ ୧ଟା ୨୯ରୁ ଏହାର ବିଧିମାନ୍ୟ ରହିବ।
କେଉଁ ରାଶି ଉପରେ ଗ୍ରହଣର ପ୍ରଭାବ କେମିତି ?
ଶୁଭ- ମେଷ , ସିଂହ, ମୀନ, ବିଛା,
ମଧ୍ୟମ- ବୃଷ, କର୍କଟ, କନ୍ୟା, ଧନୁ
ଅଶୁଭ- ମିଥୁନ, ତୁଳା, ମକର, କୁମ୍ଭ
ଉପଚାର- ସନାତନ ଧର୍ମ ଅନୁଯାୟୀ ଗ୍ରହଣରେ ଇଷ୍ଟ ଦେବତାଙ୍କ ପୂଜା କରିବା ଉଚିତ। ଦାନ ଓ କୀର୍ତ୍ତନ ଆଦି କରିବା ଉଚିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...