ସମୟ ଦେଖି ଖାଆନ୍ତୁ ଏ ଦ୍ରବ୍ୟ: ନ ହେଲେ ହିନସ୍ତା ହେବେ

ବହୁତ ସମୟରେ ଆମେ ଏମିତି କିଛି କାର୍ଯ୍ୟ କରି ଥାଉ କିମ୍ବା ଖାଦ୍ୟ ଖାଇ ଥାଉ ଯାହା ଆମ ପାଇଁ ଭବିଷ୍ୟତରେ ଅଶୁଭ ଫଳ ଦେଇଥାଏ। ଏପରି କାର୍ଯ୍ୟ ଓ ଖାଇବାକୁ ବାସ୍ତୁଶାସ୍ତ୍ରରେ ନିଷିଦ୍ଧ କରାଯାଇଛି। ହେଲେ ଏ ବିଷୟରେ ବହୁତ କମ ଜଣା ଥିବାରୁ ଅଣାତରେ ଲୋକେ ଭୁଲ କରି ବସନ୍ତି ଓ ସମସ୍ୟାରେ ପଡ଼ିଥାନ୍ତି। ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଓ କାର୍ଯ୍ୟ ସମ୍ପର୍କରେ ଯାହା ଆପଣଙ୍କୁ ସମସ୍ୟାରେ ପକାଇ ପାରେ। ୧. […]

yakult-curd

yakult-curd

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 08:41 AM IST

Sports

Latest News

ବହୁତ ସମୟରେ ଆମେ ଏମିତି କିଛି କାର୍ଯ୍ୟ କରି ଥାଉ କିମ୍ବା ଖାଦ୍ୟ ଖାଇ ଥାଉ ଯାହା ଆମ ପାଇଁ ଭବିଷ୍ୟତରେ ଅଶୁଭ ଫଳ ଦେଇଥାଏ। ଏପରି କାର୍ଯ୍ୟ ଓ ଖାଇବାକୁ ବାସ୍ତୁଶାସ୍ତ୍ରରେ ନିଷିଦ୍ଧ କରାଯାଇଛି। ହେଲେ ଏ ବିଷୟରେ ବହୁତ କମ ଜଣା ଥିବାରୁ ଅଣାତରେ ଲୋକେ ଭୁଲ କରି ବସନ୍ତି ଓ ସମସ୍ୟାରେ ପଡ଼ିଥାନ୍ତି। ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଓ କାର୍ଯ୍ୟ ସମ୍ପର୍କରେ ଯାହା ଆପଣଙ୍କୁ ସମସ୍ୟାରେ ପକାଇ ପାରେ।

Indian_Salad୧. ଅଧିକାଂଶ ଲୋକ ରାତିରେ ଦୁଧ, ଦହି ଓ ପିଆଜ ଖାଇଥାନ୍ତି। ହେଲେ ସୂର୍ଯ୍ୟାସ୍ତ ପରେ ଏସବୁ ଦ୍ରବ୍ୟ ଖାଇବାକୁ ନିଷିଦ୍ଧ କରାଯାଇଛି। ତେଣୁ ସୂର୍ଯ୍ୟାସ୍ତ ପରେ ଏହି ୩ଟି ଦ୍ରବ୍ୟ ଖାଆନ୍ତୁ ନାହିଁ କି କାହାକୁ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ଏହାକୁ ପାଳନ ନ କରିବେ ଘରୁ ସୁଖଶାନ୍ତି ଚାଲିଯିବାର ସମ୍ଭାବନା ରହିଛି।

୨. ମାସକୁ ଥରେ ଅତି କମରେ ଘରେ ଖିରି ବନାନ୍ତୁ। ଖିରି ମିଶିରିରେ ବନାଯିବା ଜରୁରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ଏକୁଟିଆ ନ ଖାଇ ପରିବାରର ସବୁ ସଦସ୍ୟଙ୍କ ସହ ବସି ଖାଆନ୍ତୁ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ଓ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଯଦି ଆପଣଙ୍କ ଘରେ ଖିରି କରୁନାହାନ୍ତି ତେବେ ଆଜିଠାରୁ କରନ୍ତୁ। ନ ହେଲେ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ଘର ଉଜୁଡି ଯିବାର ସମ୍ଭାବନା ରହିଛି।

onion-benefits୩. କୌଣସି ଫଳ ଖାଇବା ପରେ ଏହାର ଚୋପାକୁ ଘରେ ଏଣେତେଣେ ଫିଙ୍ଗି ଦେଇଥାନ୍ତି। ନିୟମ ଅନୁସାରେ ଏହାକୁ ଘର ବାହାରେ ଫିଙ୍ଗାଯିବା କଥା। ଆହୁରି ଭଲ ହେବ ଏହାକୁ କୌଣସି ସ୍ଥାନରେ ନ ଫିଙ୍ଗି ଗାଈ କିମ୍ବା ଅନ୍ୟ କୌଣସି ପଶୁକୁ ଖାଇବାକୁ ଦେଇ ଦିଅନ୍ତୁ। ଏପରି କଲେ ଆପଣଙ୍କ ଭାଗ୍ୟ ଖୋଲିଯିବା ସହ ତୁରନ୍ତ ଲାଭ ମିଳିବ।

୪. ପ୍ରତିଦିନ ଆପଣ ଘରେ ପୋଛା ଲଗାଉ ଥିବେ। ହେଲେ ଘରେ କେମିତି ପୋଛା ଲଗାଇବେ ଏହା ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ଅନୁସାରେ ଘରେ ସପ୍ତାହକୁ ଥରେ ରକ୍‌ ସଲ୍ଟରେ ପୋଛା ଲଗାନ୍ତୁ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହ ସୁଖଶାନ୍ତି ଆସିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story