ପକେଟ୍‌ରୁ ଗଳି ପଡ଼ିଲା କି ପଇସା? ବ୍ୟସ୍ତ ହୁଅନ୍ତୁନି, ଏହା ଶୁଭ

ଅନେକ ସମୟରେ ପକେଟରୁ ହଠାତ୍ ପଇସା ତଳେ ପଡ଼ିଯିବା ଆମକୁ ବିରକ୍ତି କରିଥାଏ। ଏମିତି କିଛି ଲୋକ ଅଛନ୍ତି ପକେଟରୁ ପଇସା ପଡିଗଲେ ଉଠାଇବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ, ପକେଟ୍‌ରୁ ହଠାତ୍ ପଇସା ତଳେ ପଡିଯିବା ଆପଣଙ୍କୁ ବିରକ୍ତି କରୁଥିଲେ ମଧ୍ୟ ଏହା ଏକ ଶୁଭ ଲକ୍ଷଣ। ପକେଟରୁ ପଇସା ପଡ଼ିଲେ କ’ଣ ଶୁଭ ହୁଏ ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କେବେ ପକେଟରୁ ପଇସା ତଳେ ପଡ଼ିବ ସେ […]

coins

coins

Rakesh Mallick
  • Published: Friday, 21 July 2017
  • Updated: 21 July 2017, 09:15 AM IST

Sports

Latest News

ଅନେକ ସମୟରେ ପକେଟରୁ ହଠାତ୍ ପଇସା ତଳେ ପଡ଼ିଯିବା ଆମକୁ ବିରକ୍ତି କରିଥାଏ। ଏମିତି କିଛି ଲୋକ ଅଛନ୍ତି ପକେଟରୁ ପଇସା ପଡିଗଲେ ଉଠାଇବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ, ପକେଟ୍‌ରୁ ହଠାତ୍ ପଇସା ତଳେ ପଡିଯିବା ଆପଣଙ୍କୁ ବିରକ୍ତି କରୁଥିଲେ ମଧ୍ୟ ଏହା ଏକ ଶୁଭ ଲକ୍ଷଣ। ପକେଟରୁ ପଇସା ପଡ଼ିଲେ କ’ଣ ଶୁଭ ହୁଏ ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କେବେ ପକେଟରୁ ପଇସା ତଳେ ପଡ଼ିବ ସେ ସମୟ ପର୍ଯ୍ୟନ୍ତ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିବେ!

ଯଦି ପକେଟରୁ ହଠାତ୍ ପଇସା ତଳେ ପଡୁଛି ତେବେ ଏହା ଆପଣଙ୍କ ପକେଟ୍‌କୁ ଗରମ କରିଦେବ। ପକେଟ୍‌ରୁ ହଠାତ୍ ପଇସା ତଳେ ପଡିବା ଧନ ଆଗମନର ସୂଚନା। ଏହାଦ୍ୱାରା ଆପଣ ଏଭଳି କିଛି କ୍ଷେତ୍ରରୁ ଧନ ପାଇବେ ଯାହା ବାବଦରେ ପୂର୍ବରୁ କେବେ ଭାବି ନଥିବେ। ତେବେ ଏହି ଧନ କେବେ ପାଇବେ ସେ ନେଇ କୌଣସି ନିର୍ଦିଷ୍ଟ ସମୟସୀମା ନାହିଁ। କିନ୍ତୁ ଏତିକି ଜାଣି ରଖନ୍ତୁ କୌଣସି ଅଜ୍ଞାତ ସ୍ରୋତରୁ ଆପଣ ଏହି ଧନ ପାଇବେ। ତେବେ ଧ୍ୟାନ ରଖନ୍ତୁ ଜାଣିଶୁଣି ନିଜ ପକେଟ୍‌ରୁ ପଇସା ତଳେ ପକାଇବା ଦ୍ୱାରା ଏଭଳି ଲାଭ ପାଇପାରିବେ ନାହିଁ। ଯଦି ଆପଣଙ୍କ ଅଜାଣତରେ ପକେଟ୍‌ରୁ ପଇସା ତଳେ ପଡ଼େ, ତା’ହେଲେ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story