ହାର୍ଟ ଆଟାକ୍‌ ହେଲେ ସଙ୍ଗେ ସଙ୍ଗେ କ’ଣ କରିବେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍‌, ଏହାକୁ ନେଇ ହୃଦ୍‌ରୋଗ ବିଶେଷଜ୍ଞ […]

heart1

heart1

Puspanjali Panda
  • Published: Monday, 26 August 2019
  • Updated: 26 August 2019, 05:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍‌, ଏହାକୁ ନେଇ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ତ୍ରିପାଠୀ କିଛି ଟିପ୍ସ ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ ସବୁ ପରାମର୍ଶ ଦେଇଛନ୍ତି।

୧. ଯୁବାବସ୍ଥାରେ ହୃଦଘାତ ହେବାର କାରଣ କ’ଣ ?
ଭାରତରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଯୁବାବସ୍ଥାରେ ହାର୍ଟ ଆଟାକ୍‌ ହେବା ବହୁଳ ମାତ୍ରାରେ ଦେଖା ଦେଉଛି। ଏହା ସହିତ ବ୍ଲଡ୍‌ ପ୍ରେସର ସମସ୍ୟା, ଶାରୀରିକ ଆଳସ୍ୟ, ପାରିବାରିକ ଇତିହାସ ଓ ତମାଖୁ ବ୍ୟବହାର ଯୋଗୁ ଏହି ସମସ୍ୟା ଦେଖା ଦେଇଥାଏ।

୨. ହୃଦ୍‌ଘାତ ହେଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବେ ?
- ଇସିଜି ନ କରିବା ପର୍ଯ୍ୟନ୍ତ ହାର୍ଟ ଆଟାକ୍‌ ହୋଇଛି କି ନାହିଁ ଜାଣିବା କଷ୍ଟକର ହୋଇଥାଏ। କିନ୍ତୁ ଯଦି ଆପଣଙ୍କର ସନ୍ଦେହ ହେଉଛି, ତେବେ ସଙ୍ଗେ ସଙ୍ଗେ ରୋଗୀକୁ ବିଶ୍ରାମ ନେବାକୁ କୁହନ୍ତୁ।
- ପାଖରେ ଯଦି ସର୍‌ବିଡେଟ୍‌ ମେଡିସିନ୍‌ ଅଛି, ତେବେ ୫ ମିଲିଗ୍ରାମ୍‌ ଆଣି ଜିଭ ତଳେ ରଖନ୍ତୁ।
- ନଚେତ୍‌ ଡିସ୍‌ପ୍ରିନ୍‌ ବଟିକା ପାଣିରେ ଗୋଳି ରୋଗୀକୁ ଦିଅନ୍ତୁ। କିମ୍ୱା ଯଦି ସମ୍ଭବ କ୍ଲାଭେକ୍ସର ୪ଟି ବଟିକା ଏହା ସଙ୍ଗରେ ରୋଗୀକୁ ଦେଇ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରନ୍ତୁ।
- ହାର୍ଟ ଆଟାକ୍‌ ହେବାର ପ୍ରଥମ ୬ ଘଣ୍ଟା ପର୍ଯ୍ୟନ୍ତ ଯଦି ରୋଗୀର ଚିକିତ୍ସା କରା ନଯାଏ, ତେବେ ହାର୍ଟ ମସଲସ୍‌ ଦୁର୍ବଳ ହୋଇପଡ଼େ। ଦୁର୍ବଳ ହେବା ପରେ ଚିକିତ୍ସା କଲେ ଲାଭ କମ୍‌ ମିଳିଥାଏ।

୩. ହୃଦ୍‌ଘାତର ଲକ୍ଷଣ କ’ଣ ?
- ଛାତିର ମଝି ଭାଗ, ତଣ୍ଟି କିମ୍ୱା ପାଟି ହାଡ଼ରେ ଯନ୍ତ୍ରଣା ହେବା। ଝାଳ ବୋହିବା, ଅଣନିଃଶ୍ୱାସୀ ଲାଗିବା, ହାଲିଆ ଲାଗିବା, ବାମ କିମ୍ୱା ଡାହାଣ ହାତର କାନ୍ଧ ବିନ୍ଧିବା, ମୁଣ୍ଡ ବୁଲାଇ ପଡ଼ିଯିବା। ବେଳେବେଳେ ଡାଇବେଟିସ୍‌ ରୋଗ ଅଧିକ ଦିନ ଧରି ରହିଥିଲେ ମଧ୍ୟ ଏହି ଲକ୍ଷଣ ଦେଖା ଦେଇଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖା ଦେଲେ ଏହାକୁ ଗ୍ୟାସ୍‌ ନଭାବି ତୁରନ୍ତ ଚିକିତ୍ସା କରନ୍ତୁ।

୪. ହୃଦଘାତର ଚିକିତ୍ସା ପଦ୍ଧତି କ’ଣ ?
-ହାର୍ଟ ଆଟାକ୍‌ରେ ହାର୍ଟରେ ବ୍ଲକ୍‌ ହୋଇଥାଏ। କିନ୍ତୁ ସବୁ ବ୍ଲକ୍‌ର ଚିକିତ୍ସା ଆନ୍‌ଜିଓପ୍ଲାଷ୍ଟି ନୁହେଁ। ମେଡିକାଲ ଟ୍ରିଟମେଣ୍ଟରେ ଏହାକୁ ଚିକିତ୍ସା କରାଯାଇପାରିବ।

୫. ହାର୍ଟରେ କେତୋଟି ବ୍ଲକ୍‌ ଥିଲେ ଷ୍ଟେଣ୍ଟ ଲଗାଇବା ଉଚିତ୍‌ ?
-ଯେଉଁ ବ୍ୟକ୍ତିଙ୍କର ଡାଇବେଟିସ୍‌ ଅଛି ଓ ହାର୍ଟରେ ତିନୋଟି ବ୍ଲକ୍‌ ହୋଇଛି, ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ହେଉଛି ବାଇପାସ୍‌ ସର୍ଜରୀ। ସର୍ଜରୀ ନକଲେ ପୁଣି ଥରେ ହୃଦ୍‌ଘାତ ହୋଇପାରେ। ଯଦି ସର୍ଜରୀ ପାଇଁ ରାଜିନାହାନ୍ତି, ତେବେ ଆନ୍‌ଜିଓପ୍ଲାଷ୍ଟି କରିବେ।

୬. ହୃଦ୍‌ଘାତ ନହେବା ପାଇଁ କ’ଣ ପ୍ରତିଷେଧକ ବ୍ୟବସ୍ଥା କରିବା ଉଚିତ୍‌ ?
- ତମାଖୁ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ। ପାନ, ଫାଷ୍ଟ୍‌ଫୁଡ୍‌ ଓ ଧୂମପାନଠାରୁ ଦୂରେଇ ରୁହନ୍ତୁ। ସପ୍ତାହକୁ ୧୩୫ ମିନିଟ୍‌ ଚାଲନ୍ତୁ।

https://www.facebook.com/otvnews/videos/969182516746849/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story