ଖାଦ୍ୟ ବାଛିବା ପୂର୍ବରୁ ତର୍ଜମା ଲୋଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : କ୍ଷୀର ସହ ଲୁଣ ଖାଇବା ମନା। ଅଣ୍ଡା ବା ମାଛ ଖାଇ ସାରିବା ପରେ କ୍ଷୀର ପିଇବା ମନା । ଏପରି କିଛି କଥା ଆମେ ଛୋଟ ବେଳୁ ଶୁଣି ଆସୁଛୁ। ତେଣୁ ବଡ ହେଲା ପରେ ବି ଏହା ଆମ ମୁଣ୍ଡରେ ବସା ବାନ୍ଧି ରହି ଯାଇଛି । ହେଲେ ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଏହା କେତେ ଠିକ୍‌ ଆଉ କେତେ ଭୁଲ ସେ ବିଷୟରେ […]

Untitled-1.......

Untitled-1.......

Niharika Rout
  • Published: Tuesday, 05 March 2019
  • Updated: 05 March 2019, 07:57 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : କ୍ଷୀର ସହ ଲୁଣ ଖାଇବା ମନା। ଅଣ୍ଡା ବା ମାଛ ଖାଇ ସାରିବା ପରେ କ୍ଷୀର ପିଇବା ମନା । ଏପରି କିଛି କଥା ଆମେ ଛୋଟ ବେଳୁ ଶୁଣି ଆସୁଛୁ। ତେଣୁ ବଡ ହେଲା ପରେ ବି ଏହା ଆମ ମୁଣ୍ଡରେ ବସା ବାନ୍ଧି ରହି ଯାଇଛି । ହେଲେ ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଏହା କେତେ ଠିକ୍‌ ଆଉ କେତେ ଭୁଲ ସେ ବିଷୟରେ ତର୍ଜମା ଆବଶ୍ୟକ।

ଅନ୍ୟପଟେ ସ୍ୱାସ୍ଥ୍ୟ ସଚେତନ ଯୁବପୀଢି ହେଲ୍‌ଦି ଇଟିଙ୍ଗ ବିଷୟରେ ଜାଣିବା ପାଇଁ ସବୁବେଳେ ବିଭିନ୍ନ ସାଇଟ୍‌ ଉପରେ ନଜର ରଖିଥାନ୍ତି ଯେଉଁଥିରେ କିଛି ନା କିଛି ରିସର୍ଚ୍ଚର ଫଳାଫଳ ଆସେ। ବେଳେବେଳେ ଏହି ଫଳାଫଳ ଏବଂ ଆମେ ପୂର୍ବରୁ ଶୁଣି ଆସିଥିବା କଥା ମଧ୍ୟରେ ଭିନ୍ନତା ଦେଖାଯାଏ। ଆଉ ସେଇଠି ସୃଷ୍ଟି ହୁଏ ଦ୍ୱନ୍ଦ୍ୱ।  କଣ ଠିକ୍‌ ଆଉ କଣ ଭୁଲ୍‌ ତାହା ସ୍ଥିର କରିବା କଷ୍ଟକର ହୋଇ ପଡ଼େ।

ତେବେ ଆସନ୍ତୁ, ଏମିତି କିଛି ଦ୍ୱନ୍ଦ୍ୱର ସମାଧାନ ବିଷୟରେ ଜାଣିବା....

-  ମାଇକ୍ରୋୱେଭରେ ଖାଦ୍ୟ ଗରମ କଲେ ଶରୀର ଅସୁସ୍ଥ ହୁଏ ବୋଲି ଆମର ଧାରଣା ରହିଛି। ହେଲେ ଖାଦ୍ୟ ଉପରେ ପାଣି ଛିଞ୍ଚି ତା ଉପରେ ଢାଙ୍କୁଣି ଘୋଡ଼ାଇ ଗରମ କଲେ କିଛି କ୍ଷତି ହୁଏ ନାହିଁ ବୋଲି ରିସର୍ଚ୍ଚରୁ ଜଣାପଡିଛି। ଏହାଦ୍ୱାରା ପନିପରିବାରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ଠିକ୍‌ ପୂର୍ବ ପରି ରହିଥାଏ।

-କୁହାଯାଏ ଅର୍ଗାନିକ୍ ଫୁଡ ସ୍ୱାସ୍ଥ୍ୟପ୍ରଦ। ହେଲେ ଏହା ଆମର ଭୁଲ ଧାରଣା।  ଆବଶ୍ୟକତାଠାରୁ ଅଧିକ ଅର୍ଗାନିକ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ଲେଖା ଅଛି।

- ନିଜକୁ ଫିଟ୍‌ ରଖିବାକୁ ରେସ୍ତୋରାଁରେ ଖାଉଥିବା ବେଳେ ଆମେ ସ୍ପାଇସି ଖାଦ୍ୟ ଅପେକ୍ଷା ସାଲାଡକୁ ବେଶି ପସନ୍ଦ କରିଥାଉ।  ଏହି ସାଲାଡ ଯେ ଆମ ପାଇଁ ବେଶି ଲାଭପ୍ରଦ ନୁହେଁ ଏକଥା ଯୁବପୀଢି ମାନିବାକୁ ନାରାଜ । ହେଲେ ଜାଣିରଖନ୍ତୁ, ଏଥିରୁ ବ୍ୟବହାର ହେଉଥିବା ମିୟୋନିଜ୍‌ ଏବଂ ଟଫିଙ୍ଗ୍ସରେ ପ୍ରବଳ କ୍ୟାଲୋରି ଥାଏ ।

-ଆମର ଧାରଣା ସବୁଜ ପନିପରିବା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ହେଲେ ଆମର ଏପରି ଧାରଣା ଠିକ ନୁହେଁ। ଏପରି କେତେକ ପରିବା ଅଛି ଯାହା ଖାଇଲେ ଆମର ଓଜନ ବୃଦ୍ଧି ପାଇଥାଏ।

ତେଣୁ କୌଣସି ଖାଦ୍ୟକୁ ନେଇ ଯଦି ଦ୍ୱନ୍ଦ୍ୱ ଉପୁଜେ ତେବେ  ପ୍ରଥମେ ଏହାକୁ  ଯାଞ୍ଚ କରି ପରେ ବିଶ୍ୱାସ କରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story