୩୦୦ ପ୍ରକାର ରୋଗର ମହୌଷଧି ଏହି ଦେଶୀ ପରିବା

ସଜନା ଗଛର ସବୁ ଅଂଶରେ ଭିଟାମିନ୍ ଭରପୁର ହୋଇ ରହିଛି। ଆୟୁର୍ବେଦ ଅନୁସାରେ ସଜନା ଛୁଇଁରେ ଏପରି ଓ୍ୟଷଧୀୟ ଗୁଣ ରହିଛି ଯାହା ୩୦୦ ପ୍ରକାର ରୋଗ ନିବାକରଣରେ ସାହାଯ୍ୟ କରିଥାଏ।  ଏହି ପରିବାକୁ ନିଜ ଡାଏଟରେ ସାମିଲ କରିବା ପୂର୍ବରୁ ଜାଣନ୍ତୁ ଏହାର ଉପକାରିତା ସଂପର୍କରେ। ୧. ସଜନା ଛୁଇଁରେ ଭିଟାମିନ ପ୍ରଚୁର ରହିଥାଏ ଥଣ୍ଡା ଯୋଗୁ ନାକ ବନ୍ଦ ହୋଇଯାଇ‍ଥିଲେ ସଜନାକୁ ପାଣିରେ ସିଝାଇ  ସେହି ଉଷୁମ ପାଣିରେ ବାମ୍ଫ ନେଲେ ନାକ ଖୋଲିଯାଇଥାଏ […]

drum-stick-

drum-stick-

Rakesh Mallick
  • Published: Tuesday, 11 July 2017
  • Updated: 12 July 2017, 01:52 PM IST

Sports

Latest News

ସଜନା ଗଛର ସବୁ ଅଂଶରେ ଭିଟାମିନ୍ ଭରପୁର ହୋଇ ରହିଛି। ଆୟୁର୍ବେଦ ଅନୁସାରେ ସଜନା ଛୁଇଁରେ ଏପରି ଓ୍ୟଷଧୀୟ ଗୁଣ ରହିଛି ଯାହା ୩୦୦ ପ୍ରକାର ରୋଗ ନିବାକରଣରେ ସାହାଯ୍ୟ କରିଥାଏ।  ଏହି ପରିବାକୁ ନିଜ ଡାଏଟରେ ସାମିଲ କରିବା ପୂର୍ବରୁ ଜାଣନ୍ତୁ ଏହାର ଉପକାରିତା ସଂପର୍କରେ।

୧. ସଜନା ଛୁଇଁରେ ଭିଟାମିନ ପ୍ରଚୁର ରହିଥାଏ ଥଣ୍ଡା ଯୋଗୁ ନାକ ବନ୍ଦ ହୋଇଯାଇ‍ଥିଲେ ସଜନାକୁ ପାଣିରେ ସିଝାଇ  ସେହି ଉଷୁମ ପାଣିରେ ବାମ୍ଫ ନେଲେ ନାକ ଖୋଲିଯାଇଥାଏ

୨. ସଜନାରେ କ୍ୟାଲସିୟମ୍ ମାତ୍ରା ଅଧତ୍କ ଥିବାରୁ ଏହା ହାଡ ମଜବୁତ ରଖିଥାଏ । ଏହା ସହ ଏଥିରେ ଆଇରନ୍ ,ମ୍ୟାଗ୍ନେସିୟମ୍ ଏବଂ ସିଲିୟମ୍ ମଧ୍ୟ ରହିଛି ।

୩. ସଜନା ପତ୍ର ରସ ପିଇଲେ ଗର୍ଭବତୀ ମହିଳାଙ୍କର ପ୍ରସବଜନିତ ସମସ୍ୟା ଦୂର ହୋଇଥାଏ ।

୪. ସଜନାରେ ଭିଟାମିନ୍-ଏ ଥିବାରୁ ଏହାକୁ ସୈ।ନ୍ଦର୍ଯ୍ୟ  ବୃଦ୍ଧି ପାଇଁ ବ୍ୟବହାର କରାଯାଏ ସଜନା ଛୁଁଇକୁ ନିୟମିତ ଖାଇଲେ ବାର୍ଦ୍ଧକ୍ୟ ଆସିନଥାଏ । ଏହାକୁ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ଭଲ ରହିଥାଏ ।

୫. ସଜନା ଛୁଇଁକୁ ସୁପ୍ କରି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ଶରୀରର ରକ୍ତ ଶୁଦ୍ଧ ହୋଇଥାଏ ଓ ବ୍ରଣ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story