ଅତିଷ୍ଠ କରୁଛି କି ଘିମିର ସମସ୍ୟା ? ଆପଣାନ୍ତୁ କିଛି ଘରୋଇ ଉପଚାର...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଖରା ଦିନେ ଅଧିକ ଝାଳ ବାହାରି ଶରୀରରେ ଘିମିର ପରି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ବାରମ୍ୱାର କୁଣ୍ଡାଇ ହେବା ସହ ଅସ୍ୱସ୍ତିକର ଅନୁଭବ ହୁଏ । ଏପରି ସମସ୍ୟାରୁ ମୁକ୍ତି ନିମନ୍ତେ ବିଭିନ୍ନ ପାଉଡ଼ର, କ୍ରିମ୍‌ ବ୍ୟବହାର ସତ୍ତ୍ୱେ ବିଶେଷ କିଛି ସୁଫଳ ମିଳି ନ ଥାଏ। ଘିମିର ହେଲେ କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଦରଜ ହେବା ଆଦି ସମସ୍ୟା ଦେଖାଦେଇଥାଏ।  ଏହା ସାଧାରଣତଃ ପେଟ, ପିଠି ଓ ହାତରେ ହୋଇଥାଏ। ଏଥିରୁ […]

ghamira-1...

ghamira-1...

Niharika Rout
  • Published: Friday, 19 April 2019
  • Updated: 20 April 2019, 07:50 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଖରା ଦିନେ ଅଧିକ ଝାଳ ବାହାରି ଶରୀରରେ ଘିମିର ପରି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ବାରମ୍ୱାର କୁଣ୍ଡାଇ ହେବା ସହ ଅସ୍ୱସ୍ତିକର ଅନୁଭବ ହୁଏ । ଏପରି ସମସ୍ୟାରୁ ମୁକ୍ତି ନିମନ୍ତେ ବିଭିନ୍ନ ପାଉଡ଼ର, କ୍ରିମ୍‌ ବ୍ୟବହାର ସତ୍ତ୍ୱେ ବିଶେଷ କିଛି ସୁଫଳ ମିଳି ନ ଥାଏ।

ଘିମିର ହେଲେ କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଦରଜ ହେବା ଆଦି ସମସ୍ୟା ଦେଖାଦେଇଥାଏ।  ଏହା ସାଧାରଣତଃ ପେଟ, ପିଠି ଓ ହାତରେ ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ଲୋକେ ବିଭିନ୍ନ ସ୍କିନ୍‌ ଉତ୍ପାଦ ବ୍ୟବହାର କରିଥାନ୍ତି।  କିନ୍ତୁ ବହୁ ସମୟରେ ଏହାର ପାର୍ଶ୍ୱ  ପ୍ରତିକ୍ରିୟା ଦେଖାଦେବା ସହ ଘିମିର ଭଲ ହେବା ପରିବର୍ତ୍ତେ ବଢି ଯାଇଥାଏ। ହେଲେ ଥରେ ଘରୋଇ ଉପଚାର କରି ଏହାର ଫରକ ଅନୁଭବ କରନ୍ତୁ।

କଞ୍ଚା ଆଳୁ :  କଞ୍ଚା ଆଳୁ ରସରେ ଗୁଲାପ ଜଳ ମିଶାଇ ଘମିର ହୋଇଥିବା ସ୍ଥାନରେ ଳଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟା ସପ୍ତାହରେ ୩ ଥର କରନ୍ତୁ।

 ଚନ୍ଦନ ପାଉଡ଼ର : ଏକ ପାତ୍ରରେ ଏକ ଚାମଚ ଚନ୍ଦନ ପାଉଡ଼ର ନିଅନ୍ତୁ।  ସେଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରି ଦିଅନ୍ତୁ। ଏହାକୁ ଘିମିର ହୋଇଥିବା ସ୍ଥାନରେ ଲଗାଇ  ୨୦ରୁ ୨୫  ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ତାହାକୁ ଧୋଇ ଦିଅନ୍ତୁ। ଏହାକୁ ମଧ୍ୟ ସପ୍ତାହରେ ୩ ଥର କରି ଆପଣ ଘିମିର ସସମ୍ୟାରୁ ମୁକ୍ତି ପାଇପାରିବେ।

ବେକିଂ ସୋଡ଼ା : ବେକିଂ ସୋଡ଼ାରେ ପାଣି ମିଶାଇ ଏହାର ଏକ ପେଷ୍ଟ ତିଆରି କରି ଦିଅନ୍ତୁ। ଏହାପରେ ଏହି ପେଷ୍ଟକୁ ଘିମିର ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ସପ୍ତାହରେ ୪ ଥର ଏହିପରି କରନ୍ତୁ। ଏହାପରେ ଫରକ ଆପଣ ନିଜେ ଅନୁଭବ କରି ପାରିବେ।

ମୁଲତାନି ମାଟି : ଏକ ପାତ୍ରରେ ୩ରୁ ୪ ଚାମଚ ମୁଲତାନି ମାଟି ନିଅନ୍ତୁ । ସେଥିରେ ଗୋଲାପ ଜଳ ମିଶାଇ ଏକ ଗାଢା ପେଷ୍ଟ ତିଆରି କରନ୍ତୁ।  ଏହାପରେ ଏହି ପେଷ୍ଟକୁ ଘିମିର ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହି ପଦ୍ଧତି ମଧ୍ୟ ସପ୍ତାହରେ ୪ ଥର ଆପଣାଇ ପାରିବେ।

ନିମ ପତ୍ର : ନିମ୍ବ ପତ୍ରର ଏକ ଭଲ ପେଷ୍ଟ ତିଆରି କରି ଦିଅନ୍ତୁ। ଏହାପରେ ଶରୀରରେ ତାହାକୁ ଲଗାଇ ୨୦ ମିନିଟ୍‌ ଲଗାଇ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୫ ଥର ଏପରି କରନ୍ତୁ। ଫରକ ଆପଣ ନିଜେ ହିଁ ଅନୁଭବ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story