ସ୍ୱାସ୍ଥ୍ୟ ପାଇଁ ଉପକାରୀ ଫୁଲକୋବି ପତ୍ର: ଜାଣନ୍ତୁ ଖାଇଲେ କ’ଣ ଲାଭ ପାଇବେ

ଫୁଲକୋବି ତରକାରୀ ସମସ୍ତଙ୍କର ପସନ୍ଦ। ଏହାକୁ ରାନ୍ଧିବା ସମୟରେ ଅଧିକାଂଶ ଲୋକେ ପତ୍ରକୁ ଫିଙ୍ଗି ଦେଇଥାନ୍ତି। ହେଲେ ଫୁଲକୋବିର ପତ୍ର ସ୍ୱାସ୍ଥ୍ୟପ୍ରତି ବହୁତ ହିତକର। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ଭିଟାମିନ ପ୍ରଚୁର ପରିମାଣରେ ରହିଛି। ଅସନ୍ତୁ ଜାଣିବା ଫୁଲକୋବି ପତ୍ରରୁ କେଉଁ ପ୍ରକାର ଲାଭ ମିଳିଥାଏ। ରହିଛି ଭରପୁର କ୍ୟାଲସିୟମ୍ ଅନ୍ୟ ପରିବା ଅପେକ୍ଷା ଏଥିରେ କ୍ୟାଲସିୟମର ପ୍ରଚୁର ରହିଛି। ଏହା ସ୍ୱାସ୍ଥ୍ୟପ୍ରତି ବହୁତ ହିତକର। ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ ଫୁଲକୋବି ପତ୍ରରେ କ୍ୟାଲସିୟମ […]

Cauliflower

Cauliflower

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 08:12 AM IST

Sports

Latest News

ଫୁଲକୋବି ତରକାରୀ ସମସ୍ତଙ୍କର ପସନ୍ଦ। ଏହାକୁ ରାନ୍ଧିବା ସମୟରେ ଅଧିକାଂଶ ଲୋକେ ପତ୍ରକୁ ଫିଙ୍ଗି ଦେଇଥାନ୍ତି। ହେଲେ ଫୁଲକୋବିର ପତ୍ର ସ୍ୱାସ୍ଥ୍ୟପ୍ରତି ବହୁତ ହିତକର। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ଭିଟାମିନ ପ୍ରଚୁର ପରିମାଣରେ ରହିଛି। ଅସନ୍ତୁ ଜାଣିବା ଫୁଲକୋବି ପତ୍ରରୁ କେଉଁ ପ୍ରକାର ଲାଭ ମିଳିଥାଏ।

ରହିଛି ଭରପୁର କ୍ୟାଲସିୟମ୍

ଅନ୍ୟ ପରିବା ଅପେକ୍ଷା ଏଥିରେ କ୍ୟାଲସିୟମର ପ୍ରଚୁର ରହିଛି। ଏହା ସ୍ୱାସ୍ଥ୍ୟପ୍ରତି ବହୁତ ହିତକର।

ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ

ଫୁଲକୋବି ପତ୍ରରେ କ୍ୟାଲସିୟମ ଥାଏ ଯାହା ହାଡ ମଜଭୁତ କରିଥାଏ। ଏହାକୁ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଫୁଲକୋବି କିଣିବା ସମୟରେ ଧ୍ୟାନ ଦିଅନ୍ତୁ

- ସତେଜ ପତ୍ର ଥିବା କୋବି ହିଁ କିଣନ୍ତୁ

-ହଳଦିଆ ପତ୍ର ଥିବା କୋବି କେବେ ବି କିଣନ୍ତୁ ନାହିଁ

-ରାନ୍ଧିବା ପୂର୍ବରୁ ଭଲ ଭାବେ ଧୋଇ ଦିଅନ୍ତୁ

ଅନ୍ୟ ପରିବା ସହ ମିଶାଇ କୋବି ପତ୍ରକୁ ରାନ୍ଧି ପାରିବେ । ଏହାସହ ସାଲାଡ ଭାବେ ମଧ୍ୟ ଏହାକୁ ଖାଇ ପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story