ରାଜମାରେ ରହିଛି ଅନେକ ଔଷଧୀୟ ଗୁଣ: ଖାଆନ୍ତୁ ଓ ଫିଟ୍‌ ରୁହନ୍ତୁ

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ରାଜମା ଶରୀର ଲାଗି ବଡ଼ ଉପକାରୀ। ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍ ଓ ଫାଇବର ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ରକ୍ତଚାପ ସାମାନ୍ୟ ରହେ। ପ୍ରୋଟିନ୍, ଫାଇବର ଓ ଆଇରନ୍‌ ପରି ପୋଷକତତ୍ତ୍ୱରେ ଭରପୂର ଥିବା ରାଜମା ଅନେକ ରୋଗରୁ ମୁକ୍ତି ଦିଏ। ଆପଣ ଶାକାହାରୀ ହୋଇଥିଲେ ରାଜମାକୁ ନିଶ୍ଚିତ ନିଜ ଡାଏଟ୍‌ରେ ସାମିଲ କରନ୍ତୁ। ଆସନ୍ତୁ ଜାଣିବା ରାଜମା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ। – […]

rajma

rajma

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 09:51 PM IST

Sports

Latest News

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ରାଜମା ଶରୀର ଲାଗି ବଡ଼ ଉପକାରୀ। ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍ ଓ ଫାଇବର ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ରକ୍ତଚାପ ସାମାନ୍ୟ ରହେ। ପ୍ରୋଟିନ୍, ଫାଇବର ଓ ଆଇରନ୍‌ ପରି ପୋଷକତତ୍ତ୍ୱରେ ଭରପୂର ଥିବା ରାଜମା ଅନେକ ରୋଗରୁ ମୁକ୍ତି ଦିଏ। ଆପଣ ଶାକାହାରୀ ହୋଇଥିଲେ ରାଜମାକୁ ନିଶ୍ଚିତ ନିଜ ଡାଏଟ୍‌ରେ ସାମିଲ କରନ୍ତୁ। ଆସନ୍ତୁ ଜାଣିବା ରାଜମା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ।

- ରାଜମାରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

- ରାଜମା କୋଲେଷ୍ଟ୍ରଲ ସ୍ତରକୁ କମ୍‌ ରଖିବାରେ ସାହାଯ୍ୟ କରେ। ଏଥିରେ ଥିବା ସୋଲ୍ୟୁବଲ୍‌ ଫାଇବର ଏହି କାମ କରିଥାଏ।

- ରାଜମା ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ। ରାଜମାକୁ ଶିଝାଇ ସାଲାଡ୍ ଭାବେ ଆପଣ ଏହାକୁ ଖାଇପାରିବେ।

- ଆଇରନ୍‌ରେ ଭରପୂର ଥିବା ରାଜମା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଏହା ଅମ୍ଲଜାନର ସଞ୍ଚାଳନକୁ ବଢ଼ାଏ ।

- ରାଜମା ଖାଇବା ଦ୍ୱାରା ମସ୍ତିଷ୍କ ଭଲ ରହେ। ଏହା ନର୍ଭସ ସିଷ୍ଟମ୍‌କୁ ଠିକ୍‌ ଭାବେ କାମ୍ କରିବାରେ ସାହାଯ୍ୟ କରିଥାଏ। ଏଥିରେ  ଥିବା ଭିଟାମିନ ବି ମସ୍ତିଷ୍କକୁ ପୋଷଣ ଯୋଗାଏ, ଯାହା କୋଷିକା ଗୁଡ଼ିକ ପାଇଁ ବହୁତ ଜରୁରୀ।

ଆହୁରି ମଧ୍ୟ ପଢନ୍ତୁ: କେବେ ପିଇଛନ୍ତି ପାଳଙ୍ଗ ଜୁସ୍ ? ଆଜିଠୁ ଆରମ୍ଭ କରି ଦିଅନ୍ତୁ  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story