ନୂଆ ଚୁଟି ଉଠିବାରେ ସାହାଯ୍ୟ କରେ ଏଇ ପରିବା

ବନ୍ଧାକୋବି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହାକୁ ଖାଇଲେ ପେଟ ସଫା ରହେ। ଏଥିରେ କ୍ଲୋରିନ ଏବଂ ସଲଫର ଭଳି ଜରୁରୀ ମିନେରାଲ୍ ପ୍ରଚୁର ମାତ୍ରାରେ ଭରି ରହିଛି। କିଛି ମାତ୍ରାରେ ଓଜନ କମ୍‌ କରିବାକୁ ଚାହୁଁଥିଲେ ବନ୍ଧାକୋବି ଜୁସ୍‌ ପିଅନ୍ତୁ। ଏହା ହଜମ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ଥିବାରୁ ପେଟ ସହ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ବନ୍ଧାକୋବି ଖାଇଲେ […]

hair1

hair1

Rakesh Mallick
  • Published: Wednesday, 15 November 2017
  • Updated: 16 November 2017, 09:53 PM IST

Sports

Latest News

ବନ୍ଧାକୋବି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହାକୁ ଖାଇଲେ ପେଟ ସଫା ରହେ। ଏଥିରେ କ୍ଲୋରିନ ଏବଂ ସଲଫର ଭଳି ଜରୁରୀ ମିନେରାଲ୍ ପ୍ରଚୁର ମାତ୍ରାରେ ଭରି ରହିଛି। କିଛି ମାତ୍ରାରେ ଓଜନ କମ୍‌ କରିବାକୁ ଚାହୁଁଥିଲେ ବନ୍ଧାକୋବି ଜୁସ୍‌ ପିଅନ୍ତୁ। ଏହା ହଜମ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ଥିବାରୁ ପେଟ ସହ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ବନ୍ଧାକୋବି ଖାଇଲେ ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳେ।

- ବନ୍ଧାକୋବି ଖାଇବା ଦ୍ୱାରା ଅଲସର ସମସ୍ୟା ଦୂର ହୋଇଥାଏ।

- ବନ୍ଧାକୋବିରେ ଥିବା  ଫଲିକ ଏସିଡ୍‌ ଏନିମିଆ ରୋଗରୁ ରକ୍ଷା କରିଥାଏ। ଏହି ଫଲିକ ଏସିଡ୍‌ ନୂତନ ରକ୍ତ କୋଷିକା ନିର୍ମାଣ କରିଥାଏ।

- ବନ୍ଧାକୋବି ଖାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହେବା ସହ ବ୍ରଣ, ବ୍ଲାକହେଡସ୍‌ ପରି ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟା ଦୂର କରେ।

kobi-ବନ୍ଧାକୋବିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ତ୍ୱଚାରେ କୋମଳତା ଆଣିବା ସହ ଏଥିରେ ପଡୁଥିବା ଭାଙ୍ଗ ଦୂର କରିଥାଏ।

- ବନ୍ଧାକୋବିରେ ଥିବା ପୋଟାସିୟମ୍ ଶରୀରକୁ ସଫା ରଖେ।

ଆହୁରି ମଧ୍ୟ ପଢନ୍ତୁ: ପାଉଁଜି କେବଳ ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ ସ୍ୱାସ୍ଥ୍ୟ ପାଇଁ ବି ହିତକର, ଜାଣନ୍ତୁ କେମିତି

- ଏଥିରେ ଥିବା ଭିଟାମିନ 'ଏ' ଓ 'ଇ' ଚେହେରାର ମୃତ କୋଷିକାକୁ ବାହାର କରି ତ୍ୱଚାକୁ ଗୋରା ଓ ଆକର୍ଷଣୀୟ କରି ଗଢ଼ି ତୋଳିଥାଏ।

- ବନ୍ଧାକୋବି ଜୁସ୍‌ରେ ଥିବା ଭିଟାମିନ ଇ ଓ ସିଲିକନ୍‌ ନୂଆ ଚୁଟି ଉଠିବାରେ ସାହାଯ୍ୟ କରେ। ଏହାକୁ ନିୟମିତ ବ୍ୟବହାର କଲେ କେଶ କଳା ଓ ଘନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story