ଆବଶ୍ୟକ ସାମଗ୍ରୀ: ବ୍ରେଡ୍, ବଟର୍, କଟା ପିଆଜ, ସିଝା ଆଳୁ, କଟା ଟମାଟୋ, ଫେଣ୍ଟା ଯାଇଥିବା ଦହି, ପୁଦିନା ଏବଂ ମିଠା ଚଟଣି, କଟା ଧନିଆ ପତ୍ର, ଲୁଣ, ଚାଟ୍ ମସଲା, ଲଙ୍କା ଗୁଣ୍ଡ ଓ ଛଣା ସେଉ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍ଗୁଡ଼ିକୁ ନିଜ ପସନ୍ଦର ଆକାରରେ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ଅଳ୍ପ ବଟର ଦେଇ କୁରୁକୁରା ହେଲା ଯାଏ ନନ୍ଷ୍ଟିକ୍ ପ୍ୟାନ୍ରେ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ବ୍ରେଡ୍କୁ ଏକ ପ୍ଲେଟ୍କୁ ବାହାର କରନ୍ତୁ। ସିଝା ଆଳୁକୁ ଦର ଚକଟା କରନ୍ତୁ। ଫ୍ରାଏ ବ୍ରେଡ୍ ଉପରେ ଆଳୁ, ପିଆଜ ଏବଂ ଟମାଟୋ ରଖନ୍ତୁ। ଏହା ଉପରେ ଦହି, ଲୁଣ, ଚଟଣି ଏବଂ ସବୁ ପ୍ରକାରର ମସଲା ପକାନ୍ତୁ। ଶେଷରେ କଟା ଧନିଆ ପତ୍ର ଓ ଛଣା ସେଉ ଦେଇ ଏହାକୁ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍ ଦହି ଚାଟ୍’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...