ବର୍ଷା ଦିନେ ବାହାର ଖାଦ୍ୟ ନଖାଇ ଘରେ ତିଆରି କରନ୍ତୁ ଟେଷ୍ଟି 'ବ୍ରେଡ୍ ଦହି ଚାଟ୍'

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ବଟର୍, କଟା ପିଆଜ, ସିଝା ଆଳୁ, କଟା ଟମାଟୋ, ଫେଣ୍ଟା ଯାଇଥିବା ଦହି, ପୁଦିନା ଏବଂ ମିଠା ଚଟଣି, କଟା ଧନିଆ ପତ୍ର, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ ଓ ଛଣା ସେଉ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ଗୁଡ଼ିକୁ ନିଜ ପସନ୍ଦର ଆକାରରେ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ଅଳ୍ପ ବଟର ଦେଇ କୁରୁକୁରା ହେଲା ଯାଏ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ବ୍ରେଡ୍‌କୁ […]

bread

bread

Chinmayee Roy
  • Published: Sunday, 11 August 2019
  • Updated: 11 August 2019, 09:14 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ବଟର୍, କଟା ପିଆଜ, ସିଝା ଆଳୁ, କଟା ଟମାଟୋ, ଫେଣ୍ଟା ଯାଇଥିବା ଦହି, ପୁଦିନା ଏବଂ ମିଠା ଚଟଣି, କଟା ଧନିଆ ପତ୍ର, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ ଓ ଛଣା ସେଉ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ଗୁଡ଼ିକୁ ନିଜ ପସନ୍ଦର ଆକାରରେ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ଅଳ୍ପ ବଟର ଦେଇ କୁରୁକୁରା ହେଲା ଯାଏ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ବ୍ରେଡ୍‌କୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ସିଝା ଆଳୁକୁ ଦର ଚକଟା କରନ୍ତୁ। ଫ୍ରାଏ ବ୍ରେଡ୍‌ ଉପରେ ଆଳୁ, ପିଆଜ ଏବଂ ଟମାଟୋ ରଖନ୍ତୁ। ଏହା ଉପରେ ଦହି, ଲୁଣ, ଚଟଣି ଏବଂ ସବୁ ପ୍ରକାରର ମସଲା ପକାନ୍ତୁ। ଶେଷରେ କଟା ଧନିଆ ପତ୍ର ଓ ଛଣା ସେଉ ଦେଇ ଏହାକୁ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍‌ ଦହି ଚାଟ୍‌’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story