ଧନୀ ହେବା ପାଇଁ ଆପଣାନ୍ତୁ ୫ ଉପାୟ

ଯେତେ ରୋଜଗାର କଲେ ବି ପାଖରେ  ଟଙ୍କା ରହୁନାହିଁ। ଆର୍ଥିକ ପୀଡ଼ାରେ ଆପଣ ସର୍ବଦା ଚିନ୍ତିତ କିମ୍ବା ଦୁଃଖିତ ରହୁଛନ୍ତି ।  ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଛୋଟ ଛୋଟ ନିୟମ ରହିଛି ଯାହାକୁ ଆପଣେଇଲେ ଏହି ସମସ୍ୟାର ସମାଧାନ କରିପାରିବେ । ୧- ଆପଣ ପର୍ସରେ ଏକ ଛୋଟ ଦର୍ପଣ କିମ୍ବା ଆଇନା ଲଗାଇଦିଅନ୍ତୁ ଯେପରି ପର୍ସରେ ରଖିଥିବା ଟଙ୍କାର ଛାଇ ଆଇନା ଉପରେ ପଡୁଥିବ । ୨- ଗରମ ଓ ଥଣ୍ଡା ଜାତୀୟ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 11:12 AM IST

Sports

Latest News

ଯେତେ ରୋଜଗାର କଲେ ବି ପାଖରେ  ଟଙ୍କା ରହୁନାହିଁ। ଆର୍ଥିକ ପୀଡ଼ାରେ ଆପଣ ସର୍ବଦା ଚିନ୍ତିତ କିମ୍ବା ଦୁଃଖିତ ରହୁଛନ୍ତି ।  ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଛୋଟ ଛୋଟ ନିୟମ ରହିଛି ଯାହାକୁ ଆପଣେଇଲେ ଏହି ସମସ୍ୟାର ସମାଧାନ କରିପାରିବେ ।

୧- ଆପଣ ପର୍ସରେ ଏକ ଛୋଟ ଦର୍ପଣ କିମ୍ବା ଆଇନା ଲଗାଇଦିଅନ୍ତୁ ଯେପରି ପର୍ସରେ ରଖିଥିବା ଟଙ୍କାର ଛାଇ ଆଇନା ଉପରେ ପଡୁଥିବ ।

୨- ଗରମ ଓ ଥଣ୍ଡା ଜାତୀୟ ବସ୍ତୁକୁ ଏକାଠି ରଖନ୍ତୁ ନାହିଁ । ଫ୍ରିଜ୍‌ ଉପରେ ମାଇକ୍ରାୱେଭ ,ଓଭନ କିମ୍ବା ଟୋଷ୍ଟର କୁ ରଖନ୍ତୁ ନାହିଁ ।

୩-ଟିଭିକୁ ଡାଇନିଂ ରୁମ୍‌ରେ ରଖନ୍ତୁ ନାହିଁ ।

୪-ବେଡ ତଳେ  କିଛି ରଖନ୍ତୁ ନାହିଁ । ଅନାବଶ୍ୟକ ସାମଗ୍ରୀ  ପଲଙ୍କ ତଳୁ ବାହାର କରିଦିଅନ୍ତୁ ।

୫-ଘରକୁ ସଫା ସୁତୁରା ରଖନ୍ତୁ । ଏପରି କଲେ ଆପଣଙ୍କ ମନ ଖୁସି ରହିବ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story