ଆବଶ୍ୟକ ସାମଗ୍ରୀ:
ଦହି, କଦଳୀ, ସେଓ, ଡାଳିମ୍ବ ମଞ୍ଜି, ଚାଟ୍ ମସଲା, ରାଇତା ମସଲା, ଜିରା ଗୁଣ୍ଡ, ଚିନି, ଗୋଲମରିଚ ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
ଫ୍ରୁଟ୍ସ ରାଇତା ତିଆରି କରିବା ପାଇଁ ପ୍ରଥମେ ଏକ ବଡ଼ ପାତ୍ରରେ ଦହି ରଖି ଏଥିରେ ଚିନି, ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ରାଇତା ମସଲା, ଚାଟ୍ ମସଲା ମିଶାଇ ଭଲ ଭାବେ ଫେଣ୍ଟନ୍ତୁ। ଦହି ପତଳା ହେବା ଯାଏ ଏହାକୁ ଫେଣ୍ଟନ୍ତୁ।
ଏହି ମିଶ୍ରଣରେ କଟା ସେଓ, ଡାଳିମ୍ବ, କଦଳୀ ଆଦି ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏଥିରେ ଆପଣ ନିଜ ମନ ପସନ୍ଦର ଯେ କୌଣସି ଫଳ ବ୍ୟବହାର କରିପାରିବେ। ଏବେ ପ୍ରସ୍ତୁତ ହୋଇଗଲା 'ଫ୍ରୁଟ୍ସ ରାଇତା'। ଏହାକୁ କିଛି ସମୟ ଫ୍ରିଜ୍ରେ ରଖି ଥଣ୍ଡା ଥଣ୍ଡା ହୋଇଗଲା ପରେ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...