ଧୁ ଧୁ ଖରାରେ କେମିତି ଦିଶିବେ ସୁନ୍ଦର: ତ୍ୱଚା ଓ କେଶ ପାଇଁ ପଢନ୍ତୁ ଟିପ୍‌ସ

  ଖରାଦିନେ କେଶ ଝଡ଼ିବା, ତ୍ୱଚାରେ ଦାଗ ଓ ସ୍କିନ୍‌ ଖରାପ ହୋଇଯିବା ଭଳି ଅନେକ ପ୍ରକାର ଲକ୍ଷଣ ଦେଖାଦିଏ। ଫଳରେ ଖରାରେ ବାହାରକୁ ବାହାରିବା ପୂର୍ବରୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବା ସହ ଏଥିପ୍ରତି ସଚେତନ ହେବାକୁ  ମଧ୍ୟ ପଡିଥାଏ। ଆସନ୍ତୁ ଜାଣିବା କିପରି ନେବେ ତ୍ୱଚା ଓ କେଶର ଯତ୍ନ।   ତରଭୁଜ– ଅନ୍ୟ ଫଳ ପରି ତରଭୁଜ ତ୍ୱଚା ପାଇଁ ବହୁତ ଫାଇଦା ଦେଇଥାଏ। ତରଭୁଜରେ ଆଣ୍ଟିଅକ୍ସିଡେଣ୍ଟ ରହିଛି, ଯାହାକି ତ୍ୱଚାକୁ ତାଜା […]

fruits759

fruits759

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 05:40 PM IST

Sports

Latest News

ଖରାଦିନେ କେଶ ଝଡ଼ିବା, ତ୍ୱଚାରେ ଦାଗ ଓ ସ୍କିନ୍‌ ଖରାପ ହୋଇଯିବା ଭଳି ଅନେକ ପ୍ରକାର ଲକ୍ଷଣ ଦେଖାଦିଏ। ଫଳରେ ଖରାରେ ବାହାରକୁ ବାହାରିବା ପୂର୍ବରୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବା ସହ ଏଥିପ୍ରତି ସଚେତନ ହେବାକୁ  ମଧ୍ୟ ପଡିଥାଏ। ଆସନ୍ତୁ ଜାଣିବା କିପରି ନେବେ ତ୍ୱଚା ଓ କେଶର ଯତ୍ନ।

ତରଭୁଜ- ଅନ୍ୟ ଫଳ ପରି ତରଭୁଜ ତ୍ୱଚା ପାଇଁ ବହୁତ ଫାଇଦା ଦେଇଥାଏ। ତରଭୁଜରେ ଆଣ୍ଟିଅକ୍ସିଡେଣ୍ଟ ରହିଛି, ଯାହାକି ତ୍ୱଚାକୁ ତାଜା ରଖିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ତ୍ୱଚା ସୁସ୍ଥ ଓ ଚିକ୍କଣ ଦେଖା ଦେଇଥାଏ। ଏହାକୁ ଖାଇବା ସହ ତ୍ୱଚା ଓ କେଶରେ ଲଗାଇଲେ ଅନେକ ସୁଫଳ ମିଳିଥାଏ।

 ଅମୃତ ଭଣ୍ଡା- ତ୍ୱଚା ଦେଖାଶୁଣା କଥା ଆସିଲେ ଅମୃତଭଣ୍ଡାକୁ ସମସ୍ତେ ବ୍ୟବହାର କରନ୍ତି। ତ୍ୱଚା ପାଇଁ ସବୁଠୁ ହିତକର ଫଳ ମଧ୍ୟରୁ ଏହା ଗୋଟିଏ। ଏଥିରେ ଭିଟାମିନ ସି ଥିବାରୁ ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ। ଏଥିରେ ବିଟା କରୋଟିନ ଓଲାଇକୋପିନ୍ ଭଳି କରୋଟିନଅଇସ୍ ଥିବାରୁ ଏହା ତ୍ୱଚାର ଉପସ୍ଥିତିକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

ସପୁରୀ-ଏହା ଏକ କମ କ୍ୟାଲୋରିଯୁକ୍ତ ଫଳ। ଏହା ତ୍ୱଚାରେ ଥିବା କ୍ଷତିକାରକ ଓ ମୃତ କୋସିକାକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଯାହାପାଇଁ ଏକ ସୁସ୍ଥ ଓ ସ୍ୱଚ୍ଛରଙ୍ଗର ଆବିର୍ଭାବ ହୋଇଥାଏ। ଏହାକୁ ଖାଦ୍ୟରେ ନେବା ଦ୍ୱାରା ବୟସ ବଢିବା ସହ ତ୍ୱଚାରେ କୌଣସି ଅସୁବିଧା ଦେଖାଦେଇ ନ ଥାଏ।

ଅଙ୍ଗୁରୁ-ଏହା ଅତ୍ୟନ୍ତ ହିତକର ଫଳ। ଏଥିରେ ଭିଟାମିନ ସି ଥିବାରୁ ଶରୀର ପାଇଁ ଏହା ଫଳପ୍ରଜ ହୋଇଥାଏ ।ଏହାକୁ ଖାଇବା ଦ୍ୱାରା ତ୍ୱଚା ତାଜା ଓ ଚମତ୍କାର ଦେଖା ଯାଇଥାଏ।

ପାଣି-ଏକ ସୁସ୍ଥ ଶରୀର ପାଇଁ ପାଣି ନିତ୍ୟାନ୍ତ ଅବଶ୍ୟକ। ଦିନକୁ ପ୍ରାୟ 10 ରୁ 12 ଲିଟର ପାଣି ପିଇବା ଆବଶ୍ୟକ। ଏହା ତ୍ୱଚା ଓ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ନାଇଟ କ୍ରିମ- ନାଇଟ କ୍ରିମ ମଶ୍ଚରାଇଜର ପାଇଁ ସବୁଠୁ ଭଲ କାମ କରେ। ନିଜ ତ୍ୱଚା ଅନୁସାରେ କ୍ରିମ୍ ବ୍ୟବହାର କରନ୍ତୁ ଲାଭ ପାଇବେ।

ଫ୍ରୁଟ୍‌ ସାଲାଡ- ଫ୍ରୁଟ୍‌ ସାଲାଡ୍ ଶରୀର ଓ ତ୍ୱଚା ପାଇଁ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ। ଏହାଦ୍ୱାରା  ତ୍ୱଚା ଚିକ୍କଣ ଓ ସୁସ୍ଥ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story