ଖାଦ୍ୟରେ ରାଗ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଷେଇ କରିବା ମଧ୍ୟ ଏକ କଳା। ଖାଦ୍ୟରେ ପ୍ରସ୍ତୁତି ବେଳେ ଯେକୌଣସି ସାମଗ୍ରୀର ଅନୁପାତ ଠିକ୍ ନ ରହିଲେ ପାଗ ଓ ସ୍ୱାଦ ବିଗିଡ଼ି ଯାଏ। ଏଭଳି ଏକ ସାମଗ୍ରୀ ହେଉଛି ଲଙ୍କା। ଲଙ୍କାର ପରିମାଣ ଯଦି ଅଧିକ ହୋଇଯାଏ, ତା’ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡ଼େ। ଆଉ ଯେଉଁମାନେ ଆଦୌ ରାଗ ଖାଆନ୍ତି ନାହିଁ, ସେମାନେ ଦ୍ୱିତୀୟ ଥର ସେଥିରେ ହାତ ମାରନ୍ତି ନାହିଁ। ତେବେ ଭୁଲ୍‌ରେ ତରକାରିରେ ଅଧିକ ଲଙ୍କା ପଡ଼ିଗଲେ […]

chilli

chilli

Chinmayee Roy
  • Published: Sunday, 04 August 2019
  • Updated: 04 August 2019, 03:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଷେଇ କରିବା ମଧ୍ୟ ଏକ କଳା। ଖାଦ୍ୟରେ ପ୍ରସ୍ତୁତି ବେଳେ ଯେକୌଣସି ସାମଗ୍ରୀର ଅନୁପାତ ଠିକ୍ ନ ରହିଲେ ପାଗ ଓ ସ୍ୱାଦ ବିଗିଡ଼ି ଯାଏ। ଏଭଳି ଏକ ସାମଗ୍ରୀ ହେଉଛି ଲଙ୍କା। ଲଙ୍କାର ପରିମାଣ ଯଦି ଅଧିକ ହୋଇଯାଏ, ତା’ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡ଼େ। ଆଉ ଯେଉଁମାନେ ଆଦୌ ରାଗ ଖାଆନ୍ତି ନାହିଁ, ସେମାନେ ଦ୍ୱିତୀୟ ଥର ସେଥିରେ ହାତ ମାରନ୍ତି ନାହିଁ। ତେବେ ଭୁଲ୍‌ରେ ତରକାରିରେ ଅଧିକ ଲଙ୍କା ପଡ଼ିଗଲେ ବି ରାଗ କମାଇବାର ଉପାୟ ଅଛି। ଯଦି ଆପଣ ସେ ଉପାୟଗୁଡ଼ିକ ବିଷୟରେ ଅବଗତ ନାହାନ୍ତି, ତା’ହେଲେ ଜାଣି ନିଅନ୍ତୁ।

୧) ତରକାରିରେ ରାଗ କମ୍‌ କରିବା ପାଇଁ ଆପଣ ସେଥିରେ ଟମାଟୋପ୍ୟୁରି ପକାଇପାରିବେ। ପ୍ରଥମେ କଡ଼େଇରେ ଟିକେ ତେଲ ଗମର କରି ଏଥିରେ ଟମାଟୋପ୍ୟୁରି ପକାଇ ଫୁଟାଇ ଦିଅନ୍ତୁ।  ତା’ପରେ ଏହାକୁ ତରକାରିରେ ମିଶାଇ ଦିଅନ୍ତୁ। ଦେଖିବେ ତରକାରିର ସ୍ୱାଦ କିଛି ମାତ୍ରାରେ ଠିକ୍‌ ହୋଇଯିବ ଓ ବେଶି ରାଗ ଲାଗିବ ନାହିଁ।

୨) ଯଦି ଆପଣ ତରକାରିରେ ରାଗ କମ୍‌ କରି ଟିକେ ରିଚ୍‌ ଟେଷ୍ଟ୍‌ ଆଣିବାକୁ ଚାହୁଁଛନ୍ତି, ତା’ହେଲେ ସେଥିରେ ଟିକେ ମଲାଇ ବା ସର ମିଶାଇ ଦିଅନ୍ତୁ। ଆପଣ ଫ୍ରେଶ୍‌ କ୍ରିମ୍‌ କିମ୍ବା ଦହି ମଧ୍ୟ ମିଶାଇ ପାରିବେ।

୩) ଆପଣ ବେସନ ସାହାଯ୍ୟରେ ବି ଖାଦ୍ୟରେ ରାଗ କମାଇପାରିବେ। ହେଲେ ମନେ ରଖନ୍ତୁ, କଞ୍ଚା ବେସନ ପକାଇବେ ନାହିଁ। ଖାଦ୍ୟରେ ପକାଇବା ପୂର୍ବରୁ ବେସନକୁ ଚିକେ ଭାଜି ଦିଅନ୍ତୁ।

୪) ଆଳୁ ମଧ୍ୟ ଖାଦ୍ୟରେ ରାଗର ମାତ୍ରା କମ୍‌ କରିବାରେ ସାହାଯ୍ୟ କରେ। ଏଥିପାଇଁ ଆଳୁକୁ ସିଝାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ତରକାରିରେ ଭଲ ଭାବେ ମିଶାଇ ଦିଅନ୍ତୁ। ଦେଖିବେ ରାଗର ମାତ୍ରା କମ୍‌ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story