କାଶ ହେଉଛି କି? ଏହାର ୮ଟି ଆୟୁର୍ବେଦିକ ଉପଚାର ବିଷୟରେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କାଶ ଦୁଇ ପ୍ରକାରର। ଗୋଟିଏ ହେଉଛି ଆକ୍ୟୁଟ୍ ଏବଂ ଅନ୍ୟଟି କ୍ରନିକ୍‌। ଭିନ୍ନ ଭିନ୍ନ କାରଣରୁ କାଶ ହୋଇଥାଏ। ସେହି ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। କାଶ ହେବାର କାରଣ: ଅନେକ ସମୟରେ ଶ୍ୱାସନଳୀ ସଂକ୍ରମଣ ହେଲେ କାଶ ହୁଏ।  ନିମୋନିଆ ହେଲେ କାଶ ହୁଏ।  ଜ୍ୱର ହେଲେ ବି କାଶ ହୁଏ। ଦୀର୍ଘ ଦିନ ଦରି କାଶ ହେଉଥିଲେ, ତା’ର କାରଣ ଅଲଗା ରହିଛି। ଦୂଷିତ ପରିବେଶ, ଧୂମପାନ, […]

cough1

cough1

Jitendra Garnayak
  • Published: Monday, 10 September 2018
  • Updated: 10 September 2018, 06:49 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କାଶ ଦୁଇ ପ୍ରକାରର। ଗୋଟିଏ ହେଉଛି ଆକ୍ୟୁଟ୍ ଏବଂ ଅନ୍ୟଟି କ୍ରନିକ୍‌।

ଭିନ୍ନ ଭିନ୍ନ କାରଣରୁ କାଶ ହୋଇଥାଏ। ସେହି ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।

କାଶ ହେବାର କାରଣ:

ଅନେକ ସମୟରେ ଶ୍ୱାସନଳୀ ସଂକ୍ରମଣ ହେଲେ କାଶ ହୁଏ।  ନିମୋନିଆ ହେଲେ କାଶ ହୁଏ।  ଜ୍ୱର ହେଲେ ବି କାଶ ହୁଏ। ଦୀର୍ଘ ଦିନ ଦରି କାଶ ହେଉଥିଲେ, ତା’ର କାରଣ ଅଲଗା ରହିଛି। ଦୂଷିତ ପରିବେଶ, ଧୂମପାନ, ଶ୍ୱାସରୋଗ, ଓ Gastroesophageal reflux disease ପ୍ରମୁଖ ଏହାର କାରଣ ହୋଇପାରେ।

ଯଦି ଆପଣ ଏହି କାଶଜନିତ ସମସ୍ୟା ଭୋଗ କରୁଛନ୍ତି, ତା’ହେଲେ ୮ଟି ଆୟୁର୍ବେଦିକ ଉପଚାର ବିଷୟରେ ଜାଣନ୍ତୁ। ଏହା ସାହାଯ୍ୟରେ ଆପଣ କାଶରୁ ରକ୍ଷା ପାଇପାରିବେ।

cough23୧. ଆୟୁର୍ବେଦିକ ଔଷଧ ସିତୋପଲାଦି ଚୂର୍ଣ୍ଣକୁ ମହୁରେ ମିଶାଇ ଖାଆନ୍ତୁ। କାଶ ହେବା ବନ୍ଦ ହେବ। ଏହା ବ୍ୟତୀତ ତାଲସାଦି ଚୂର୍ଣ୍ଣ ଦିନକୁ ଦୁଇରୁ ତିନି ଥର ଖା'ନ୍ତୁ, କାଶ କମ୍‌ ହୋଇଯିବ।

୨. ହଳଦୀ, ଗୁଡ଼ ଏବଂ ଫିଟିକିରି ଚୂର୍ଣ୍ଣକୁ ମିଶାଇ ଗୁଳା କରନ୍ତୁ ଓ ଏହାକୁ ଖା'ନ୍ତୁ।

୩. ତୁଳସୀ, ଗୋଲମରିଚ ଏବଂ ଅଦା ପଡ଼ିଥିବା ଚା' କାଶ ପାଇଁ ଉପକାରୀ।

୪. ଉଷୁମ ପାଣିରେ କୁଳି କରନ୍ତୁ, କାଶରୁ ଆରାମ ପାଇବେ।

୫. ଶୁଖିଲା କାଶ ହେଉଥିଲେ, ଗୋଲମରିଚକୁ ଗୁଣ୍ଡ କରି ଘିଅରେ ଭାଜି ଖା'ନ୍ତୁ।

୬. ହେଙ୍ଗୁ, ତ୍ରିଫଳା, ମିଶ୍ରି ଏବଂ ଲେମ୍ୱୁକୁ ମିଶାଇ ରସ ପ୍ରସ୍ତୁତ କରନ୍ତୁ ଓ ପିଅନ୍ତୁ।

୭. ତ୍ରିଫଳା ଏବଂ ମହୁ ସମାନ ପରିମାଣର ମିଶାଇ ପିଅନ୍ତୁ।

୮. ପାନ ପତ୍ର ଏବଂ ଜୁଆଣିକୁ ପାଣିରେ ଫୁଟାଇ ଦିଅନ୍ତୁ। ତା’ପରେ ଏହି ଫୁଟା ପାଣିରେ କଳା ଲୁଣ ଏବଂ ମହୁ ମିଶାନ୍ତୁ। ଏହାକୁ ପିଇବା ଦ୍ୱାରା ଆପଣ କାଶଜନିତ ସମସ୍ୟାରୁ ରକ୍ଷା ପାଇ ପାରିବେ।

ବି.ଦ୍ର: ଏହି ଉପଚାରଗୁଡ଼ିକୁ ଆପଣାଇବା ପୂର୍ବରୁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story