ଏସବୁ ଲକ୍ଷଣ ଦେଖାଦେଉଛି କି ? ସାବଧାନ୍‌ ହୋଇପାରେ ମୁଖ କ୍ୟାନ୍‌ସର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣତଃ ଆମେ ସମସ୍ତେ ଜାଣୁ ଯେ, ଦାନ୍ତକୁ ସଫା ନ ରଖିବା, ଧୂମପାନ ଓ ତମାଖୁ ଖାଇବା କାରଣରୁ ମୁଖ କ୍ୟାନସର୍ ହୋଇଥାଏ। ହେଲେ ଆପଣ ଜାଣନ୍ତି କି ପାଟିରେ କ୍ୟାନସର ହେବା ପଛରେ କେବଳ ତମାଖୁ ହିଁ କାରଣ ହୋଇ ନ ଥାଏ। ଭୁଲ୍‌ ଖାଦ୍ୟପେୟ ଅର୍ଥାତ୍‌ ଅଧିକ ତେଲ ସମଲା ଯୁକ୍ତ ଖାଦ୍ୟ, କେମିକାଲ୍‌ ମିଶ୍ରିତ ଖାଦ୍ୟଦ୍ରବ୍ୟ ଓ ଚକଲେଟ୍‌ ଖାଇ ମୁହଁ ନ ଧୋଇଲେ ମଧ୍ୟ କ୍ୟାନସର ହୋଇପାରେ। ଅନେକ […]

cancer

cancer

Chinmayee Roy
  • Published: Sunday, 23 December 2018
  • Updated: 23 December 2018, 06:41 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣତଃ ଆମେ ସମସ୍ତେ ଜାଣୁ ଯେ, ଦାନ୍ତକୁ ସଫା ନ ରଖିବା, ଧୂମପାନ ଓ ତମାଖୁ ଖାଇବା କାରଣରୁ ମୁଖ କ୍ୟାନସର୍ ହୋଇଥାଏ। ହେଲେ ଆପଣ ଜାଣନ୍ତି କି ପାଟିରେ କ୍ୟାନସର ହେବା ପଛରେ କେବଳ ତମାଖୁ ହିଁ କାରଣ ହୋଇ ନ ଥାଏ। ଭୁଲ୍‌ ଖାଦ୍ୟପେୟ ଅର୍ଥାତ୍‌ ଅଧିକ ତେଲ ସମଲା ଯୁକ୍ତ ଖାଦ୍ୟ, କେମିକାଲ୍‌ ମିଶ୍ରିତ ଖାଦ୍ୟଦ୍ରବ୍ୟ ଓ ଚକଲେଟ୍‌ ଖାଇ ମୁହଁ ନ ଧୋଇଲେ ମଧ୍ୟ କ୍ୟାନସର ହୋଇପାରେ।

ଅନେକ ଲୋକ ଏସାମାନ୍ୟ ଇନ୍‌ଫେକ୍ସନ୍‌ ଭାବି ଅବହେଳା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ମୁହଁରେ କ୍ୟାନସର୍ ହୋଇଥିଲେ କିଛି ଲକ୍ଷଣ ଦେଖାଦେଇଥାଏ। ଯଦି ଆମେ ଏଗୁଡ଼ିକୁ ଠିକ୍‌ ସମୟରେ ଚିହ୍ନି ପାରିବା ଓ ଏହାର ଚିକିତ୍ସା କରାଇ ନେବା, ତେବେ ବୋଧ ହୁଏ ଆପଣଙ୍କ ଜୀବନ ବଞ୍ଚିଯାଇପାରେ। କାରଣ ପ୍ରଥମ ଷ୍ଟେଜରେ ହିଁ ମୁଖ କର୍କଟ ଚିକିତ୍ସା ସମ୍ଭବ। ଏହା ଯଦି ବଢିଯାଏ ତେବେ ଏହାର ଚିକିତ୍ସା ଆଉ ସମ୍ଭବ ହୋଇ ନ ଥାଏ। ଫଳରେ ମୃତ୍ୟୁ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ମୁଖ କର୍କଟର କିଛି ଲକ୍ଷଣ ସମ୍ପର୍କରେ।

  • ପାଟି ଭିତରେ ଲାଲ୍ ଓ ଧଳା ରଙ୍ଗର ଚିହ୍ନ ହେବା ମୁଖ କ୍ୟାନସର ଲକ୍ଷଣ। ଏପରି ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

  • ପେଟଗରମ ହେଲେ ମୁହଁରେ ଛାଲି ପଡ଼ିବା ସାଧାରଣ କଥା। କିନ୍ତୁ ଯଦି ଔଷଧ କିମ୍ବା ଘରୋଇ ଉପଚାର କରିବା ପରେ ମଧ୍ୟ ଏହା ଭଲ ନ ହୁଏ, ତେବେ ଏହା ମୁଖ କ୍ୟାନସ୍‌ର ହୋଇପାରେ
  • ବୟସ ପୁର୍ବରୁ ଦାନ୍ତ ଢିଲା ହୋଇ ଭାଙ୍ଗିବାକୁ ଲାଗିବା ମଧ୍ୟ ମୁଖ କ୍ୟାନସର ଲକ୍ଷଣ।
  • ପାଟି ଭିତର, ଗଳା ଓ ଓଠ ପାଖା ପାଖି ସ୍ଥାନରେ ଗଣ୍ଠି ଭଳି କଠିନ ଲାଗିବା।
  • ବିନା କାରଣରେ ପାଟିରୁ ରକ୍ତ ବୋହିବା
  • ପାଟିରୁ ଦୁର୍ଗନ୍ଧ ବାହାରିବା
  • ଅତ୍ୟଧିକ ଲାଳ ବୋହିବା
  • ପାଟି କମ୍ ଖୋଲିବା
  • ଖାଦ୍ୟ ଚୋବାଇବା ବା ଗିଲିବାରେ ସମସ୍ୟା ହେବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story