ସାଧାରଣତଃ କୁହାଯାଏ ହାତ କୁଣ୍ଡେଇ ହେଲେ ଟଙ୍କା ମିଳେ। ଖାଲି ସେତିକି ନୁହେଁ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ବି ଧନପ୍ରାପ୍ତି ହେବ ବୋଲି କୁହାଯାଏ। ସତର କ’ଣ ଶରୀରର ଯେକୌଣସି ସ୍ଥାନ କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ? ହସ୍ତରେଖା ବିଜ୍ଞାନ ଅନୁସାରେ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ଅର୍ଥ ପ୍ରାପ୍ତିର ଯୋଗ ନ ଥାଏ। ତେବେ ଏଥିରେ ଶୁଭ ଓ ଅଶୁଭ ସଙ୍କେତ ଥାଏ। ତା’ହେଲେ ଜାଣନ୍ତୁ କେବେ ହୁଏ ଧନଲାଭ:
- ହାତ କୁଣ୍ଡେଇ ହେଲେ ଧନ ଆସେ ବୋଲି କୁହାଯାଏ। ତେବେ ଡାହାଣ ହାତ କୁଣ୍ଡେଇ ହେଲେ ଧନ ମିଳେ।
- ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ତାଙ୍କ ଛାତି କୁଣ୍ଡାଉ ଥିବାର ଦେଖନ୍ତି ତା’ହେଲେ ତାଙ୍କୁ ପୈତୃକ ଧନପ୍ରାପ୍ତି ହୋଇପାରେ।
- ଯଦି କେହି ସ୍ୱପ୍ନରେ ଆଖି କୁଣ୍ଡେଇ ହେଉଥିବା ଦେଖନ୍ତି ତା’ହେଲେ କୌଣସି କାମ ଜରିଆରେ ତାଙ୍କ ପାଖକୁ ଅର୍ଥ ଆସେ।
- ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଯଦି ଗାଈଟି ଆପଣଙ୍କୁ ଅତିକ୍ରମ କରେ ତା’ହେଲେ କେହି ନା କେହି ଆପଣଙ୍କୁ ଟଙ୍କା ଦେଇପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...