କେଉଁ ହାତ କୁଣ୍ଡେଇ ହେଉଛି? ରହିଛି ଧନପ୍ରାପ୍ତି ଯୋଗ

ସାଧାରଣତଃ କୁହାଯାଏ ହାତ କୁଣ୍ଡେଇ ହେଲେ ଟଙ୍କା ମିଳେ। ଖାଲି ସେତିକି ନୁହେଁ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ବି ଧନପ୍ରାପ୍ତି ହେବ ବୋଲି କୁହାଯାଏ। ସତର କ’ଣ ଶରୀରର ଯେକୌଣସି ସ୍ଥାନ କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ? ହସ୍ତରେଖା ବିଜ୍ଞାନ ଅନୁସାରେ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ଅର୍ଥ ପ୍ରାପ୍ତିର ଯୋଗ ନ ଥାଏ। ତେବେ ଏଥିରେ ଶୁଭ ଓ ଅଶୁଭ ସଙ୍କେତ ଥାଏ। ତା’ହେଲେ ଜାଣନ୍ତୁ କେବେ ହୁଏ ଧନଲାଭ: ହାତ […]

itching

itching

Rakesh Mallick
  • Published: Sunday, 30 July 2017
  • Updated: 30 July 2017, 09:31 AM IST

Sports

Latest News

ସାଧାରଣତଃ କୁହାଯାଏ ହାତ କୁଣ୍ଡେଇ ହେଲେ ଟଙ୍କା ମିଳେ। ଖାଲି ସେତିକି ନୁହେଁ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ବି ଧନପ୍ରାପ୍ତି ହେବ ବୋଲି କୁହାଯାଏ। ସତର କ’ଣ ଶରୀରର ଯେକୌଣସି ସ୍ଥାନ କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ? ହସ୍ତରେଖା ବିଜ୍ଞାନ ଅନୁସାରେ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ଅର୍ଥ ପ୍ରାପ୍ତିର ଯୋଗ ନ ଥାଏ। ତେବେ ଏଥିରେ ଶୁଭ ଓ ଅଶୁଭ ସଙ୍କେତ ଥାଏ। ତା’ହେଲେ ଜାଣନ୍ତୁ କେବେ ହୁଏ ଧନଲାଭ:

  • ହାତ କୁଣ୍ଡେଇ ହେଲେ ଧନ ଆସେ ବୋଲି କୁହାଯାଏ। ତେବେ ଡାହାଣ ହାତ କୁଣ୍ଡେଇ ହେଲେ ଧନ ମିଳେ।
  • ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ତାଙ୍କ ଛାତି କୁଣ୍ଡା‌ଉ ଥିବାର ଦେଖନ୍ତି ତା’ହେଲେ ତାଙ୍କୁ ପୈତୃକ ଧନପ୍ରାପ୍ତି ହୋଇପାରେ।
  • ଯଦି କେହି ସ୍ୱପ୍ନରେ ଆଖି କୁଣ୍ଡେଇ ହେଉଥିବା ଦେଖନ୍ତି ତା’ହେଲେ କୌଣସି କାମ ଜରିଆରେ ତାଙ୍କ ପାଖକୁ ଅର୍ଥ ଆସେ।
  • ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଯଦି ଗାଈଟି ଆପଣଙ୍କୁ ଅତିକ୍ରମ କରେ ତା’ହେଲେ କେହି ନା କେହି ଆପଣଙ୍କୁ ଟଙ୍କା ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story