୧୪ ଜୁଲାଇ, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ମିଳୁ ନ ଥିବା ଅର୍ଥ ହାସଲ କରିବେ। ନିବେଶ ଓ ଚାକିରିରେ ଲାଭ ମିଳିବ। ଆଜି ଦିନଟି ବ୍ୟସ୍ତତା ମଧ୍ୟରେ କଟିବ ଓ ପରିଶ୍ରମ ବଢ଼ିବ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ। ବୃଷ: ନୂଆ ଯୋଜନା କରିବେ। ବ୍ୟବସାୟରେ ସୁଧାର ଆସିବ। ମାନ, ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବିଭିନ୍ନ କ୍ଷେତ୍ରରେ ହାତକୁ ନେଇଥିବା କାମରେ ଲାଭ ମିଳିବାର ସମ୍ଭାବନା ରହିଛି। ‘ଓଁ […]

Rasi-1

Rasi-1

Rakesh Mallick
  • Published: Friday, 14 July 2017
  • Updated: 14 July 2017, 08:40 AM IST

Sports

Latest News

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ମିଳୁ ନ ଥିବା ଅର୍ଥ ହାସଲ କରିବେ। ନିବେଶ ଓ ଚାକିରିରେ ଲାଭ ମିଳିବ। ଆଜି ଦିନଟି ବ୍ୟସ୍ତତା ମଧ୍ୟରେ କଟିବ ଓ ପରିଶ୍ରମ ବଢ଼ିବ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ।

ବୃଷ: ନୂଆ ଯୋଜନା କରିବେ। ବ୍ୟବସାୟରେ ସୁଧାର ଆସିବ। ମାନ, ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବିଭିନ୍ନ କ୍ଷେତ୍ରରେ ହାତକୁ ନେଇଥିବା କାମରେ ଲାଭ ମିଳିବାର ସମ୍ଭାବନା ରହିଛି। ‘ଓଁ ହ୍ରୀଂ ସୂର୍ଯ୍ୟାୟ ନମ୍‌’ ଜପ କରନ୍ତୁ।

ମିଥୁନ: ଧର୍ମସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଧନପ୍ରାପ୍ତିର ସମ୍ଭାବନା ରହିଛି। ‘ଓଁ ହ୍ରୀଂ ସୂର୍ଯ୍ୟାୟ ନମ୍‌’ ଜପ କରନ୍ତୁ ଲାଭ ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ହଠାତ୍‌ କ୍ଷତିରେ ପଡ଼ି ପାରନ୍ତି। ଅବହେଳା ମହଙ୍ଗା ପଡିପାରେ। ବିବାଦରୁ ଦୂରରେ ରୁହନ୍ତୁ। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହୁନ୍ତୁ। ‘ଓଁ ସୋଂ ସୋମାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା ଦୂର ହେବ।

ସିଂହ: ଘରେ ଓ ବାହାରେ ଶାନ୍ତି ରହିବ। ନିଜ କଥାରେ ନିୟନ୍ତ୍ରଣ ରଖନ୍ତୁ, କ୍ଷତିରେ ପଡ଼ିପାରନ୍ତି। ରାଜକୀୟ ଯୋଗର ସମ୍ଭାବନା ରହିଛି। ଘନିଷ୍ଠ ବନ୍ଧୁଙ୍କ ପାଖରୁ ସହଯୋଗ ପାଇବେ। ‘ଓଁ ଅଂ ଅଙ୍ଗାରକାୟ ନମ୍‌’ ଜପ କରନ୍ତୁ ଲାଭ ମିଳିବ।

କନ୍ୟା: ଜମିବାଡି ବିବାଦର ସମାଧନ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଭାଗ୍ୟରେ ପରିବର୍ତ୍ତନ ଘଟିବ। ତେବେ ଦେହ ଅସୁସ୍ଥ ରହିବ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ ବିପଦ ଟଳିବ।

ତୁଳା: ଯାତ୍ରାରେ ଆରାମଦାୟକ ରହିବ। ରଚନାତ୍କକ କାମରେ ସଫଳତା ମିଳିବ। ମନପସନ୍ଦ ଖାଦ୍ୟ ଖାଇବାକୁ ସୁଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ‘ଓଁ ବୃଂ ବୃହସ୍ପତୟେ ନମ୍‌’ ଜପ କରନ୍ତୁ ଲାଭ ମିଳିବ।

ବିଚ୍ଛା: ପରିଶ୍ରମର ଫଳ ଅଧିକ ମିଳିବ ନାହିଁ। ଦୁଃଖଦ ସମ୍ବାଦ ପାଇ ଅଶାନ୍ତିରେ ରହିବେ। ବିବାଦରେ ପସନ୍ତୁ ନାହିଁ। ତରବର ହୋଇ କୌଣସି କାମ କରନ୍ତୁ ନାହିଁ। ‘ଓଁ ଚଂ ଚନ୍ଦ୍ରମସେ ନମ୍‌’ ଜପ କରନ୍ତୁ ଲାଭ ମିଳିବ।

ଧନୁ: ବ୍ୟବସାୟ ଠିକ୍‌ଠାକ୍‌ ଚାଳିବ। କୌଣସି କାମ ପାଇଁ ପ୍ରୟାସ କଲେ ସଫଳତା ପାଇବେ। ଶତ୍ରୁ ସକ୍ରିୟ ରହିବେ। ବିବାଦରେ ପସନ୍ତୁ ନାହିଁ, କ୍ଷତିରେ ପଡ଼ି ପାରନ୍ତି। ‘ଓଁ ବୁଂ ବୁଦ୍ଧାୟ ନମ୍‌’ ଜପ କରନ୍ତୁ ସମସ୍ୟା ଦୂର ହେବ।

ମକର: ଆଜି ସୁ-ସମ୍ବାଦ ପାଇବେ। ବ୍ୟବସାୟରେ ଲାଭ ମିଳିବ। ଦୂରଯାତ୍ରା ସଫଳ ହେବ। ବିବାଦରେ ପସନ୍ତୁ ନାହିଁ କି କୌଣସି କାମ ହାତକୁ ନେବାରେ ତରବର ହୁଅନ୍ତୁ ନାହିଁ। ‘ଓଁ କେଂ କେତୱେ ନମ୍‌’ ଜପ କରନ୍ତୁ ମନକୁ ଶାନ୍ତି ମିଳିବ ଓ ସମସ୍ୟା ଦୂର ହେବ।

କୁମ୍ଭ: ହଠାତ୍‌ ଲାଭ ମିଳିବାର ସମ୍ଭାବନା ରହିଛି। ବେକାରୀ ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ।

ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ଖରାପ ସାଙ୍ଗଙ୍କ ପାଖରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ। ଚୋରି କିମ୍ବା ବିବଦାରେ ଫସି କ୍ଷତିରେ ପଡିପାରନ୍ତି। ନେଣଦେଣ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ‘ଓଁ ସୋଂ ସୋମାୟ ନମ୍‌’ ଜପ କରନ୍ତୁ ବିପଦ ଟଳିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story