ରାତିରେ ଆଇନାକୁ ଖୋଲା ରଖୁଛନ୍ତି କି? ତେବେ ସାବଧାନ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନା ବିନା ରହିବା ମୁସ୍କିଲ। କିଛି ଲୋକ ଅଛନ୍ତି ପ୍ରାୟ ସମୟ ଆଇନାରେ ମୁହଁ ଦେଖିବାକୁ ପସନ୍ଦ କରନ୍ତି। ତେଣୁ ନିଜ ବେଡ୍&zwnj;ରୁମ୍&zwnj;ରେ ଆଇନାଟିକୁ ରଖିଥାନ୍ତି। ହେଲେ ଆଇନାକୁ ଶୋଇବା ଘରେ ରଖିବାର ମଧ୍ୟ କିଛି ନିୟମ ରହିଛି। ଶାସ୍ତବିତ୍&zwnj;ଙ୍କ କହିବା ଅନୁଯାୟୀ ବେଡ୍&zwnj;ରୁମରେ ଥିବା ଆଇନାକୁ ରାତିରେ ଶୋଇବା ସମୟରେ ଖୋଲା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ବିପତ୍ତି ଆସିଥାଏ। ତେଣୁ ଯେତେବେଳେ ଶୋଇବାକୁ ଯାଉଛନ୍ତି ଶୋଇବା ଘରେ ଥିବା ଆଇନାରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ। ସକାଳୁ ଉଠିବା ପରେ ପୁଣି ସେ କପଡ଼ାକୁ କାଢ଼ି ଦିଅନ୍ତୁ। ହେଲେ ଭୁଲ୍&zwnj;ରେ ବି ରାତିରେ ଆଇନାକୁ ଖୋଲା ରଖନ୍ତୁ ନାହିଁ।</p>

Ordigital Desk
  • Published: Friday, 03 November 2017
  • Updated: 03 November 2017, 09:04 AM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନା ବିନା ରହିବା ମୁସ୍କିଲ। କିଛି ଲୋକ ଅଛନ୍ତି ପ୍ରାୟ ସମୟ ଆଇନାରେ ମୁହଁ ଦେଖିବାକୁ ପସନ୍ଦ କରନ୍ତି। ତେଣୁ ନିଜ ବେଡ୍&zwnj;ରୁମ୍&zwnj;ରେ ଆଇନାଟିକୁ ରଖିଥାନ୍ତି। ହେଲେ ଆଇନାକୁ ଶୋଇବା ଘରେ ରଖିବାର ମଧ୍ୟ କିଛି ନିୟମ ରହିଛି। ଶାସ୍ତବିତ୍&zwnj;ଙ୍କ କହିବା ଅନୁଯାୟୀ ବେଡ୍&zwnj;ରୁମରେ ଥିବା ଆଇନାକୁ ରାତିରେ ଶୋଇବା ସମୟରେ ଖୋଲା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ବିପତ୍ତି ଆସିଥାଏ। ତେଣୁ ଯେତେବେଳେ ଶୋଇବାକୁ ଯାଉଛନ୍ତି ଶୋଇବା ଘରେ ଥିବା ଆଇନାରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ। ସକାଳୁ ଉଠିବା ପରେ ପୁଣି ସେ କପଡ଼ାକୁ କାଢ଼ି ଦିଅନ୍ତୁ। ହେଲେ ଭୁଲ୍&zwnj;ରେ ବି ରାତିରେ ଆଇନାକୁ ଖୋଲା ରଖନ୍ତୁ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos