ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନା ବିନା ରହିବା ମୁସ୍କିଲ। କିଛି ଲୋକ ଅଛନ୍ତି ପ୍ରାୟ ସମୟ ଆଇନାରେ ମୁହଁ ଦେଖିବାକୁ ପସନ୍ଦ କରନ୍ତି। ତେଣୁ ନିଜ ବେଡ୍‌ରୁମ୍‌ରେ ଆଇନାଟିକୁ ରଖିଥାନ୍ତି। ହେଲେ ଆଇନାକୁ ଶୋଇବା ଘରେ ରଖିବାର ମଧ୍ୟ କିଛି ନିୟମ ରହିଛି। ଶାସ୍ତବିତ୍‌ଙ୍କ କହିବା ଅନୁଯାୟୀ ବେଡ୍‌ରୁମରେ ଥିବା ଆଇନାକୁ ରାତିରେ ଶୋଇବା ସମୟରେ ଖୋଲା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ବିପତ୍ତି ଆସିଥାଏ। ତେଣୁ ଯେତେବେଳେ ଶୋଇବାକୁ ଯାଉଛନ୍ତି ଶୋଇବା ଘରେ ଥିବା ଆଇନାରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ। ସକାଳୁ ଉଠିବା ପରେ ପୁଣି ସେ କପଡ଼ାକୁ କାଢ଼ି ଦିଅନ୍ତୁ। ହେଲେ ଭୁଲ୍‌ରେ ବି ରାତିରେ ଆଇନାକୁ ଖୋଲା ରଖନ୍ତୁ ନାହିଁ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।