କେଉଁ ଜାଗାରେ କଳାଜାଇ ଥିଲେ ଜାଣନ୍ତୁ କେମିତି ହେବ ଆପଣଙ୍କ ଭାଗ୍ୟ

ଅନେକ ଲୋକଙ୍କ ଶରୀରରେ କଳାଜାଇ ଦେଖିବାକୁ ମିଳେ। ଶରୀରର ବିଭିନ୍ନ ସ୍ଥାନରେ କଳାଜାଇ ଦେଖାଯାଏ। କାହା ଦେହରେ ଗୋଟିଏ କଳାଜାଇ ଥାଏ ତ କାହା ଦେହରେ ଏକରୁ ଅଧିକ କଳାଜାଇ ଥାଏ। କଳାଜାଇ ବେଳେ ବେଳେ ଏକ ସ୍ୱତନ୍ତ୍ର ପରିଚିତି ଦେଇଥାଏ। ଏହି କଳାଜାଇକୁ ନେଇ ଶାସ୍ତ୍ରବିତ୍‌ମାନେ ଗବେଷଣା କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ କଳାଜାଇ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ତାଙ୍କର ଭବିଷ୍ୟତ ସହିତ ଜଡ଼ିତ। କଳାଜାଇକୁ ସାଧାରଣତଃ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ’ତିଳ’ ବୋଲି […]

Mole

Mole

Rakesh Mallick
  • Published: Monday, 17 July 2017
  • Updated: 17 July 2017, 10:46 AM IST

ଅନେକ ଲୋକଙ୍କ ଶରୀରରେ କଳାଜାଇ ଦେଖିବାକୁ ମିଳେ। ଶରୀରର ବିଭିନ୍ନ ସ୍ଥାନରେ କଳାଜାଇ ଦେଖାଯାଏ। କାହା ଦେହରେ ଗୋଟିଏ କଳାଜାଇ ଥାଏ ତ କାହା ଦେହରେ ଏକରୁ ଅଧିକ କଳାଜାଇ ଥାଏ। କଳାଜାଇ ବେଳେ ବେଳେ ଏକ ସ୍ୱତନ୍ତ୍ର ପରିଚିତି ଦେଇଥାଏ। ଏହି କଳାଜାଇକୁ ନେଇ ଶାସ୍ତ୍ରବିତ୍‌ମାନେ ଗବେଷଣା କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ କଳାଜାଇ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ତାଙ୍କର ଭବିଷ୍ୟତ ସହିତ ଜଡ଼ିତ। କଳାଜାଇକୁ ସାଧାରଣତଃ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ’ତିଳ’ ବୋଲି କୁହାଯାଏ । ଶରୀରରେ କଳାଜାଇ ରହିଲେ ଶୁଭ ସଙ୍କେତ ବୋଲି କୁହାଯାଇଥାଏ। ତେବେ କଳାଜାଇ ଆପଣଙ୍କର ଉଭୟ ସଫଳତା ଓ ବିଫଳତା ସମ୍ପର୍କରେ ସୂଚନା ଦେଇଥାଏ।

୧- ଯେଉଁ ମାନଙ୍କ ଓଠର ଠିକ୍ ଉପର ଭାଗରେ କଳାଜାଇ ଥାଏ, ସେମାନଙ୍କୁ ଶୀଘ୍ର ଧନପ୍ରାପ୍ତି ହୋଇଥାଏ। ସେମାନେ ଜିଦ୍‌ଖୋର ସ୍ୱଭାବର ହୋଇଥାନ୍ତି। ସେମାନେ ସବୁବେଳେ ସଫଳତା ପଛରେ ଦୌଡୁଥାନ୍ତି।

୨- ଯେଉଁମାନଙ୍କ ନାକର ଡାହାଣ ପାଖରେ କଳାଜାଇ ଥାଏ, ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ। ତେବେ ବିଳମ୍ୱରେ ଧନ ପ୍ରାପ୍ତି ହୋଇଥାଏ। ଏହାସହିତ ସେମାନେ ସାରା ବିଶ୍ୱର ଯାତ୍ରା କରନ୍ତି।

୩- ଯେଉଁମାନଙ୍କ ତଳି ପାଦରେ କଳାଜାଇ ଥାଏ ସେମାନେ ବିଦେଶ ଯାତ୍ରା କରିପାରନ୍ତି।

୪- ଯେଉଁମାନଙ୍କ ଅଣ୍ଟାର ଦୁଇ ପାର୍ଶ୍ୱରେ କଳାଜାଇ ଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାଆନ୍ତି। ସେମାନଙ୍କୁ ସୁଖ ଓ ସମୃଦ୍ଧି ମିଳେ।

୫- ଯାହାର ଆଖିର ଡାହାଣ ଭାଗରେ କଳାଜାଇ ଥାଏ, ସେମାନଙ୍କ ଜୀବନଯାପନ ଶୈଳୀ ଖୁବ ଉନ୍ନତ। ଏହାସହିତ ସେମାନେ ଅନେକ ସ୍ଥାନକୁ ଯାତ୍ରା କରି ମଜା ଉଠାଇ ଥାନ୍ତି। ସବୁବେଳେ ସେମାନଙ୍କ ପାଖରେ ଧନ ଥାଏ।

୬- ଯେଉଁମାନଙ୍କ ଡାହାଣ ହାତ ପାପୁଲିରେ କଳାଜାଇ ଥାଏ ସେମାନେ ସଫଳତା ପାଆନ୍ତି। ଯେଉଁମାନଙ୍କ ହାତର ଉପର ଭାଗରେ କଳାଜାଇ ଥାଏ, ସେମାନେ ଖୁବଶୀଘ୍ର ଧନ ଓ ସଫଳତା ପାଇଥାନ୍ତି। ଯଦି କଳାଜାଇ ହାତର ତଳ ଭାଗରେ ଥାଏ, ତେବେ ସଫଳତା ଓ ଧନପ୍ରାପ୍ତି ପାଇଁ ଆପଣଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିବ।

୭- ଯାହାର ନାଭିର ତଳ ଭାଗରେ କଳାଜାଇ ଅଛି ସେ ଧନୀ ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ଭଲ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଖାଦ୍ୟ ଉପରେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି।

୮- ଛାତିର ଡାହାଣ ପାଖରେ କଳାଜାଇ ଥିଲେ, ଜୀବନ ଖୁସିରେ ଖୁସିରେ କଟିଥାଏ।

୯- ଯେଉଁମାନଙ୍କ ଡାହାଣ ପାଖରେ ଗାଲ ଓ କାନ ନିକଟରେ କଳାଜାଇ ଥାଏ ସେମାନଙ୍କୁ କମ୍ ବୟସରେ ଧନପ୍ରାପ୍ତି ହୋଇଥାଏ।

୧୦- ଯେଉଁମାନଙ୍କ ବାମ କିମ୍ୱା ଡାହାଣ ହାତର କାନି ଆଙ୍ଗୁଠିରେ କଳାଜାଇ ଥାଏ ସେମାନେ ସବୁବେଳେ ବିଦେଶ ଯାତ୍ରା କରନ୍ତି।

୧୧- ଯେଉଁମାନଙ୍କ ଆଖି ପତାରେ କଳାଜାଇ ଥାଏ ସେମାନେ ସଫଳତାର ଶୀର୍ଷରେ ପହଞ୍ଚି ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story