ଝଗଡ଼ା କଲେ ସମ୍ପର୍କ ହୁଏ ମଜଭୁତ୍‌ !

ଭୁବନେଶ୍ୱର: ପ୍ୟାର୍‌, ଇଜ୍‌ହାର, ଫିର୍‌ ଟକରାର। ଭଲ ପାଇବାରେ ପ୍ରେମ ଯେତିକି, ଝଗଡ଼ା ବି ସେତିକି। ଅନେକ ସମୟରେ ଆମ ରିଲେସନ୍‌ସିପ୍‌ରେ ପାର୍ଟନର ସହ ଝଗଡ଼ା ହୋଇଥାଏ। ଆଉ ଏହି ଝଗଡ଼ା କେବେ କେବେ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଏ। କିଛି ଲୋକ ଭାବନ୍ତି ଏମିତି ଝଗଡ଼ା ଜାରି ରହିଲେ ଦିନେ ସମ୍ପର୍କ ହିଁ ଭାଙ୍ଗିଯିବ। କିନ୍ତୁ ଏମିତି ଭାବିବା ଭୁଲ୍‌। କାରଣ ଗବେଷଣା ଠିକ୍‌ ତାର ଓଲଟା କୁହେ। ଝଗଡ଼ା ହେବାଦ୍ୱାରା ସମ୍ପର୍କ ମଜଭୁତ୍‌ ହୁଏ […]

5a982955aae6051a018b4687-75

5a982955aae6051a018b4687-75

Biswobandita Swain
  • Published: Saturday, 15 December 2018
  • Updated: 15 December 2018, 08:04 PM IST

Sports

Latest News

ଭୁବନେଶ୍ୱର: ପ୍ୟାର୍‌, ଇଜ୍‌ହାର, ଫିର୍‌ ଟକରାର। ଭଲ ପାଇବାରେ ପ୍ରେମ ଯେତିକି, ଝଗଡ଼ା ବି ସେତିକି। ଅନେକ ସମୟରେ ଆମ ରିଲେସନ୍‌ସିପ୍‌ରେ ପାର୍ଟନର ସହ ଝଗଡ଼ା ହୋଇଥାଏ। ଆଉ ଏହି ଝଗଡ଼ା କେବେ କେବେ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଏ। କିଛି ଲୋକ ଭାବନ୍ତି ଏମିତି ଝଗଡ଼ା ଜାରି ରହିଲେ ଦିନେ ସମ୍ପର୍କ ହିଁ ଭାଙ୍ଗିଯିବ। କିନ୍ତୁ ଏମିତି ଭାବିବା ଭୁଲ୍‌। କାରଣ ଗବେଷଣା ଠିକ୍‌ ତାର ଓଲଟା କୁହେ। ଝଗଡ଼ା ହେବାଦ୍ୱାରା ସମ୍ପର୍କ ମଜଭୁତ୍‌ ହୁଏ ବୋଲି ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି।

ନିକଟରେ ୧୦୦୦ ଲୋକଙ୍କୁ ନେଇ ଏକ ଗବେଷଣା ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଯେଉଁ କପଲ୍‌ ଝଗଡ଼ା କରୁଥିଲେ ସେମାନେ କମ୍‌ ଝଗଡା କରୁଥିବା କପଲ୍‌ଙ୍କଠାରୁ ୧୦ଗୁଣା ଅଧିକ ଖୁସିରେ ଅଛନ୍ତି। ଏହି ଗବେଷଣାରେ କିଛି ପାର୍ଟନରଙ୍କୁ ଝଗଡ଼ା ହେବା ଭୟରେ ପରସ୍ପରକୁ  ଅନେକ କଥା ଲୁଚାଉଥିବା  ଦେଖିବାକୁ ମିଳିଛି।

ଅନ୍ୟପଟେ ଗବେଷଣାରେ ୫ରୁ ୪ଭାଗ ଲୋକ ବୟାନ ଦେଇଛନ୍ତି ଯେ, ସମ୍ପର୍କ ଭାଙ୍ଗିବାର କାରଣ ଝଗଡା ନୁହେଁ ବରଂ ଦୂରତ୍ୱ ହୋଇଥାଏ। କୌଣସି କଥାକୁ ଝଗଡ଼ା ଭୟରେ ଲୁଚାଇବା ସମାଧାନର ବାଟ ନୁହେଁ ବୋଲି ଏହି ଗବେଷଣାର ମୁଖ୍ୟ ଲେଖକ ଜୋସେଫ୍‌ ଗ୍ରେନି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story