‘ମନିପ୍ଲାଣ୍ଟ’ କେବଳ ଧନ ବଢ଼ାଏ ନାହିଁ, କମ୍‌ ମଧ୍ୟ କରି ଦିଏ, କେମିତି...? ପଢ଼ନ୍ତୁ ଏ ରିପୋର୍ଟ

ମନିପ୍ଲାଣ୍ଟକୁ କୁହାଯାଏ ଧନର ଗଛ। କୁହାଯାଏ ଏହାକୁ ରଖିବା ଦ୍ୱାରା ଘରେ ଧନ ବଢ଼ିଥାଏ।  କିନ୍ତୁ ଆପଣ ଜାଣନ୍ତି କି ଏହାକୁ ଠିକ୍ ଦିଗରେ ଓ ଠିକଣା ଢଙ୍ଗରେ ନ ରଖିଲେ ଆର୍ଥିକ କ୍ଷତି  ଘଟିପାରେ। ତେବେ ଜାଣନ୍ତୁ ଏହାକୁ ରଖିବେ କେମିତି… ୧- ମନିପ୍ଲାଣ୍ଟକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହି ଦିଗରେ ରଖିବା ଦ୍ୱାରା ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ୨- ଘରେ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଧନ ବଢ଼ିବା ସହ […]

plant

plant

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 01:27 PM IST

Sports

Latest News

ମନିପ୍ଲାଣ୍ଟକୁ କୁହାଯାଏ ଧନର ଗଛ। କୁହାଯାଏ ଏହାକୁ ରଖିବା ଦ୍ୱାରା ଘରେ ଧନ ବଢ଼ିଥାଏ।  କିନ୍ତୁ ଆପଣ ଜାଣନ୍ତି କି ଏହାକୁ ଠିକ୍ ଦିଗରେ ଓ ଠିକଣା ଢଙ୍ଗରେ ନ ରଖିଲେ ଆର୍ଥିକ କ୍ଷତି  ଘଟିପାରେ। ତେବେ ଜାଣନ୍ତୁ ଏହାକୁ ରଖିବେ କେମିତି...

୧- ମନିପ୍ଲାଣ୍ଟକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହି ଦିଗରେ ରଖିବା ଦ୍ୱାରା ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୨- ଘରେ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଧନ ବଢ଼ିବା ସହ ସଂପର୍କରେ ମଧୁରତା ବଢ଼ିଥାଏ।  ଏହାକୁ ପୂର୍ବ-ପଶ୍ଚିମ ଦିଗରେ ଲଗାଇଲେ ଦାମ୍ପତ୍ୟ ଜୀବନରେ ଦୁଃଖ ବଢ଼ିଥାଏ।

୩- ଘରେ ମନିପ୍ଲାଣ୍ଟକୁ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ ହୋଇଥାଏ। ଏହି ଦିଗର ଦେବତା ଶ୍ରୀ ଗଣେଶ। ତେଣୁ ଏହି ଦିଗରେ ମନିପ୍ଲାଣ୍ଟ ରଖିବା ଦ୍ୱାରା ସୁଖସମୃଦ୍ଧି ବଢ଼େ।

୪- ମନିପ୍ଲାଣ୍ଟରୁ ପତ୍ର ଝଡ଼ିବା କିମ୍ବା ଶୁଖିବା ଅଶୁଭ ହୋଇଥାଏ। ପ୍ରତିଦିନ ଗଛରେ ପାଣି ଦେବା ଉଚିତ୍। ଶୁଖିଯାଇଥିବା ଓ ଧଳା ହୋଇଯାଇଥିବା ପତ୍ରକୁ କାଟି ଦେବା ଉଚିତ।

୫- ଘର ବାହାରେ ନ ଲଗାଇ ଏହାକୁ ଘର ଭିତରେ ଲଗାଇବା ଦ୍ୱାରା ଶୁଭ ଫଳ ମିଳିଥାଏ। ଏହି ଗଛକୁ ବୋତଲ କିମ୍ବା କୁଣ୍ଡରେ ଲଗାଇପାରିବେ।

ସୌଜନ୍ୟ-ନବ୍‌ଭାରତ ଟାଇମ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story