ସ୍ୱାଦରେ ଭରପୂର ‘ଚନ୍ଦ୍ରକାନ୍ତି ପିଠା’: ଘରେ ହିଁ ପ୍ରସ୍ତୁତ କରନ୍ତୁ

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର୍‌):   ଓଡ଼ିଆ ଘରେ ବାର ମାସରେ ୧୩ ପର୍ବ ହୋଇଥାଏ । ଏହି ପର୍ବରେ ଭଳିକି ଭଳି ପିଠା ପଣା ପ୍ରସ୍ତୁତ ହୋଇ ସାହିପଡ଼ିଶା, ବନ୍ଧୁବାନ୍ଧବଙ୍କୁ ବଣ୍ଟା ଯାଏ। ଏପରି ଏକ ପିଠା ହେଉଛି ଚନ୍ଦ୍ରକାନ୍ତି ପିଠା। ମୁଗ ଡାଲିରେ ପ୍ରସ୍ତୁତ ଏହି ପିଠା ନାଁ ଶୁଣିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସୁଆଦିଆ। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍‌ ସହଜ ହୋଇଥିବା ବେଳେ ଏଥିପାଇଁ ଖୁବ୍‌ କମ୍ ସାମଗ୍ରୀ ଆବଶ୍ୟକ ହୋଇଥାଏ। […]

pitha....

pitha....

Niharika Rout
  • Published: Thursday, 07 March 2019
  • Updated: 07 March 2019, 12:36 PM IST

Sports

Latest News

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର୍‌):   ଓଡ଼ିଆ ଘରେ ବାର ମାସରେ ୧୩ ପର୍ବ ହୋଇଥାଏ । ଏହି ପର୍ବରେ ଭଳିକି ଭଳି ପିଠା ପଣା ପ୍ରସ୍ତୁତ ହୋଇ ସାହିପଡ଼ିଶା, ବନ୍ଧୁବାନ୍ଧବଙ୍କୁ ବଣ୍ଟା ଯାଏ। ଏପରି ଏକ ପିଠା ହେଉଛି ଚନ୍ଦ୍ରକାନ୍ତି ପିଠା। ମୁଗ ଡାଲିରେ ପ୍ରସ୍ତୁତ ଏହି ପିଠା ନାଁ ଶୁଣିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସୁଆଦିଆ। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍‌ ସହଜ ହୋଇଥିବା ବେଳେ ଏଥିପାଇଁ ଖୁବ୍‌ କମ୍ ସାମଗ୍ରୀ ଆବଶ୍ୟକ ହୋଇଥାଏ।

ଆବଶ୍ୟକ ସାମଗ୍ରୀ: ମୁଗ ଡାଲି- ଏକ କପ୍‌, ଚାଉଳ-  ସେହି କପ୍‌ରେ ଏକ ଚତୁର୍ଥାଂଶ, ଚିନି- ସ୍ୱାଦ ଅନୁସାରେ, ଗୁଜୁରାତି- ୩ରୁ ୪ ଟି, ଦେଶୀଘିଅ- ୨ ଚାମଚ, ଛାଣିବା ପାଇଁ ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲି, ଅରୁଆ ଚାଉଳକୁ ଭଲ କରି ଧୋଇ ଦିଅନ୍ତୁ। ଏକ ଗ୍ରାଇଡିଂ ଜାର୍‌ରେ ମୁଗ ଡାଲିକୁ ଖଦଡ ଭାବେ ବାଟି ଦିଅନ୍ତୁ। ଏହାପରେ ଅରୁଆ ଚାଉଳକୁ ଅଳ୍ପ ପାଣି ଦେଇ ବାଟି ଉଭୟ ମିଶ୍ରଣକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଗ୍ୟାସ ଚୁଲାରେ ଏକ କଡ଼େଇ ବସାଇ ଦେଢ଼କପ୍‌ ପାଣି ଗରମ କରନ୍ତୁ। ସେଥିରେ କିଛି ଗୁଜୁରାତି ଗୁଣ୍ଡ,୧ ଚାମଚ ଦେଶୀ ଘିଅ, ସ୍ୱାଦ ଅନୁଯାୟୀ ଚିନି ପକାଇ ଫୁଟିବାକୁ ଛାଡି ଦିଅନ୍ତୁ।

ପାଣି ଭଲ ଭାବେ ଫୁଟି ଗଲେ, ଗ୍ୟାସ୍‌ର ଫ୍ଲେମ୍‌କୁ କମ୍‌ କରି ଦିଅନ୍ତୁ। ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ମୁଗ, ଚାଉଳ ବଟାକୁ ପକାଇ ଲଗାତର ଘାଣ୍ଟନ୍ତୁ। ସେଥିରୁ ପାଣି ମରି ଆସିବା ବେଳେ ଆଉ ଏକ ଚାମଚ ଘିଅ ଦେଇ ତାକୁ ଆହୁରି ୫ରୁ ୭ ମିନିଟ୍‌ ଘାଣ୍ଟନ୍ତୁ। ଏହା ଟିକେ ଅଠା ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ଏହାପରେ ଏକ ପ୍ଲେଟରେ ଘିଅ ମାରି ସେଥିରେ ଜନ୍ତଣୀ ଢାଳି ସମାନ କରି ଦିଅନ୍ତୁ। ଏହାକୁ ପୁରା ଥଣ୍ଡା ହେବା ଲାଗି ଛାଡ଼ି ଦିଅନ୍ତୁ।

ଏହାପରେ ଏକ ଛୁରୀରେ ଘିଅ ମାରି ଜନ୍ତଣୀକୁ ସମାନ ଭାବେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏକ କଢେଇରେ ଛାଣିବା ଲାଗି ତେଲ ଗରମ କରି ସେଥିରେ ଖଣ୍ଡଗୁଡିକୁ ପକାଇ ହାଲ୍‌କା ଆଞ୍ଚରେ ଛାଣି ହେବାକୁ ଛାଡ଼ି ଦିଅନ୍ତୁ। ଗୋଲ୍‌ଡେନ ବ୍ରାଉନ କଲର୍‌ ହେବା ପରେ ଏହାକୁ ବାହାର କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଚନ୍ଦ୍ରକାନ୍ତି ପିଠା। ନିଜେ ଖାଇବା ସହ ଅନ୍ୟଙ୍କୁ ମଧ୍ୟ ଖୁଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story