ଡିନର୍‌ ପାର୍ଟିରେ ଖାଦ୍ୟ ପରେ ପରଷନ୍ତୁ ମ୍ୟାଙ୍ଗୋ କଷ୍ଟାର୍ଡ

ଆବଶ୍ୟକ ସାମଗ୍ରୀ: ଆମ୍ବ, କ୍ଷୀର, ଫ୍ରେଶ୍‌ କ୍ରୀମ୍‌, ଚିନି ଓ କଷ୍ଟାର୍ଡ ପାଉଡର। ପ୍ରସ୍ତୁତି ପ୍ରଣାଳୀ: କଷ୍ଟାର୍ଡ ତିଆରି କରିବା ପାଇଁ ଆମ୍ବର ଚୋପା ଛଡ଼ାଇ ଖଣ୍ଡ ଖଣ୍ଡ କାଟି ଗ୍ରାଇଣ୍ଡିଂ କରି ଗାଢ଼ା ପେଷ୍ଟ୍‌ ତିଆରି କରନ୍ତୁ। କଷ୍ଟାର୍ଡ ମିକ୍ସଚର ତିଆରି କରିବା ଲାଗି କଷ୍ଟାର୍ଡ ପାଉଡରକୁ ଅଧ କପ୍‌ ଉଷୁମ କ୍ଷୀର ସହିତ ଭଲ ଭାବେ ମିଶାନ୍ତୁ। ଏବେ ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟିଗଲା ପରେ ଏଥିରେ […]

mango

mango

Chinmayee Roy
  • Published: Tuesday, 13 August 2019
  • Updated: 13 August 2019, 01:41 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଆମ୍ବ, କ୍ଷୀର, ଫ୍ରେଶ୍‌ କ୍ରୀମ୍‌, ଚିନି ଓ କଷ୍ଟାର୍ଡ ପାଉଡର।

ପ୍ରସ୍ତୁତି ପ୍ରଣାଳୀ: କଷ୍ଟାର୍ଡ ତିଆରି କରିବା ପାଇଁ ଆମ୍ବର ଚୋପା ଛଡ଼ାଇ ଖଣ୍ଡ ଖଣ୍ଡ କାଟି ଗ୍ରାଇଣ୍ଡିଂ କରି ଗାଢ଼ା ପେଷ୍ଟ୍‌ ତିଆରି କରନ୍ତୁ। କଷ୍ଟାର୍ଡ ମିକ୍ସଚର ତିଆରି କରିବା ଲାଗି କଷ୍ଟାର୍ଡ ପାଉଡରକୁ ଅଧ କପ୍‌ ଉଷୁମ କ୍ଷୀର ସହିତ ଭଲ ଭାବେ ମିଶାନ୍ତୁ।

ଏବେ ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟିଗଲା ପରେ ଏଥିରେ କଷ୍ଟାର୍ଡ ମିଶ୍ରଣ ଢାଳନ୍ତୁ ଓ ହାଲୁକା ଭାବେ ଗୋଳାନ୍ତୁ, ଯେପରି ଏହା ଲାଗି ନଯିବ। ସେଥିପାଇଁ ଏହାକୁ ଲଗାତର ଘାଣ୍ଟନ୍ତୁ ଓ ଚିନି ପକାଇ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣରେ ଗ୍ରାଇଣ୍ଡିଂ ହୋଇଥିବା ଆମ୍ବରସ ଓ ଫ୍ରେଶ୍‌ କ୍ରୀମ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ପାଖାପାଖି ୧ ମିନିଟ୍‌ ଯାଏ ଗୋଳାନ୍ତୁ। ପ୍ରତ୍ସୁତ ହୋଇଗଲା ଆପଣଙ୍କର ‘ମ୍ୟାଙ୍ଗୋ କଷ୍ଟାର୍ଡ’।  ଥଣ୍ଡା ହେବା ପାଇଁ ଫ୍ରିଜ୍‌ରରେ ଏହାକୁ ୬ରୁ ୭ ଘଣ୍ଟା ଯାଏ ରଖନ୍ତୁ। ତା’ପରେ କ୍ରୀମ୍‌ରେ ସଜାଇ ଥଣ୍ଡା ଥଣ୍ଡା ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story