ବର୍ଷା ପାଗରେ ଗରମ ଗରମ ଚାହା ସହ 'ସ୍ୱିଟ୍ ଚିଲି ବାଦାମ'ର ମଜା ନିଅନ୍ତୁ

ଆବଶ୍ୟକ ସାମଗ୍ରୀ: ବାଦାମ, ଏଗ୍‌ ହ୍ୱାଇଟ୍, ଭୃସଙ୍ଗ ପତ୍ର, ଲୁଣ, ଚିନି, ଲଙ୍କା ଗୁଣ୍ଡ ଓ ବଟର୍। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଇକ୍ରୋୱେଭ୍‌ରେ ଭୃସଙ୍ଗ ପତ୍ରକୁ କମ୍‌ ତାପମାତ୍ରାରେ ଡ୍ରାଏ କରି ଦିଅନ୍ତୁ। ଏହା ଶୁଖିଗଲା ପରେ ଏହାକୁ  ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଲୁଣ, ଚିନି, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଏଗ୍‌ ହ୍ୱାଇଟ୍ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ […]

sweet-chilly-badam

sweet-chilly-badam

Chinmayee Roy
  • Published: Friday, 21 June 2019
  • Updated: 21 June 2019, 03:18 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ବାଦାମ, ଏଗ୍‌ ହ୍ୱାଇଟ୍, ଭୃସଙ୍ଗ ପତ୍ର, ଲୁଣ, ଚିନି, ଲଙ୍କା ଗୁଣ୍ଡ ଓ ବଟର୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଇକ୍ରୋୱେଭ୍‌ରେ ଭୃସଙ୍ଗ ପତ୍ରକୁ କମ୍‌ ତାପମାତ୍ରାରେ ଡ୍ରାଏ କରି ଦିଅନ୍ତୁ। ଏହା ଶୁଖିଗଲା ପରେ ଏହାକୁ  ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଲୁଣ, ଚିନି, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଏଗ୍‌ ହ୍ୱାଇଟ୍ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ବାଦାମ ଗୋଳାନ୍ତୁ। ଏହି କୋଟେଡ୍‌ ବାଦାମକୁ ରୋଷ୍ଟିଙ୍ଗ ଟ୍ରେରେ ଭଲ ଭାବେ ବଟର ମାରି ଚାରି ଆଡ଼କୁ ଖେଳାଇ ରଖି ଓଭାନ୍‌ରେ୧୦ ମିନିଟ୍ ବେକ୍‌ କରନ୍ତୁ। ୧୦ ମିନିଟ୍ଏ‌ ପରେ ଏହାକୁ ଓଭନରୁ କାଢ଼ି ଆଣନ୍ବେତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା 'ସ୍ୱିଟ୍ ଚିଲି ବାଦାମ'। ବର୍ଷା ପାଗରେ ଗରମ ଗରମ ଚା’ ସହିତ ଏହାର ମଜା ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story