ଓଜନ କମାଇ ପାରିଲେ ଟାଇପ୍‌-୨ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ଦିନରେ ଡାଇବେଟିସ୍‌ ଏକ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। ପ୍ରାୟ ପ୍ରତି ଘରେ ଡାଇବେଟିସ୍‌ ରୋଗୀ ଦେଖିବାକୁ ମିଳୁଛନ୍ତି। କେବଳ ବୟସ୍କ ନୁହେଁ, ପିଲାମାନେ ମଧ୍ୟ ଏହି ସମସ୍ୟାରେ ପଡ଼ୁଛନ୍ତି। ଥରେ ଡାଇବେଟିସ୍‌ ହୋଇଗଲେ ଏହା ଆଉ ସହଜରେ ଯାଇ ନଥାଏ। କେବଳ ନିୟନ୍ତ୍ରଣ ହିଁ ଏହି ରୋଗକୁ ମୁକାବିଲା କରିବାର ଏକମାତ୍ର ଉପାୟ। ଟେକ୍ନୋଲଜିର ଉନ୍ନତି ଓ ଇଣ୍ଟରନେଟ୍‌ ଯୋଗୁ ଏହି ରୋଗ ବିଷୟରେ ଲୋକେ ବହୁତ କିଛି […]

diabetesmanagement

diabetesmanagement

Jitendra Garnayak
  • Published: Thursday, 13 September 2018
  • Updated: 13 September 2018, 03:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ଦିନରେ ଡାଇବେଟିସ୍‌ ଏକ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। ପ୍ରାୟ ପ୍ରତି ଘରେ ଡାଇବେଟିସ୍‌ ରୋଗୀ ଦେଖିବାକୁ ମିଳୁଛନ୍ତି। କେବଳ ବୟସ୍କ ନୁହେଁ, ପିଲାମାନେ ମଧ୍ୟ ଏହି ସମସ୍ୟାରେ ପଡ଼ୁଛନ୍ତି।

ଥରେ ଡାଇବେଟିସ୍‌ ହୋଇଗଲେ ଏହା ଆଉ ସହଜରେ ଯାଇ ନଥାଏ। କେବଳ ନିୟନ୍ତ୍ରଣ ହିଁ ଏହି ରୋଗକୁ ମୁକାବିଲା କରିବାର ଏକମାତ୍ର ଉପାୟ।

ଟେକ୍ନୋଲଜିର ଉନ୍ନତି ଓ ଇଣ୍ଟରନେଟ୍‌ ଯୋଗୁ ଏହି ରୋଗ ବିଷୟରେ ଲୋକେ ବହୁତ କିଛି ଜାଣିବାକୁ ପାଉଛନ୍ତି। ଏହାର କାରଣ ଓ ନିୟନ୍ତ୍ରଣ ସମ୍ପର୍କରେ ଜାଣି ସଚେତନ ହେବାକୁ ଚେଷ୍ଟା କରୁଛନ୍ତି। ଜୀବନଶୈଳୀ କିମ୍ବା ଖାଇବାରେ ପରିବର୍ତ୍ତନ କରି ଆପଣ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିପାରିବେ।

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି, ଶରୀରର ଓଜନ କମାଇବା ଦ୍ୱାରା type 2 ଡାଇବେଟିସ୍‌ କମିବାର ସମ୍ଭାବନା ବଢ଼ିଯାଇଥାଏ। ଯଦି ଜଣେ ବ୍ୟକ୍ତି ୬ ବର୍ଷରୁ ଅଧିକ type 2 ଡାଇବେଟିସ୍‌ରେ ଆକ୍ରାନ୍ତ ଥିବେ, ନିଜ ଶରୀରର ଓଜନ କମାଇବା ଦ୍ୱାରା ଭଲ ହୋଇପାରିବେ।

ନ୍ୟୁ କାସଲ୍‌ ଏବଂ ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନୂଆ ଅଧ୍ୟୟନ କରାଯାଇ କୁହାଯାଇଛି, ଓଜନ କମାଇଲେ ଡାଇବେଟିସ୍‌କୁ ରୋକାଯାଇପାରିବ। ଏହା ଏତେ ପରିମାଣରେ ନିୟନ୍ତ୍ରଣ ହୋଇଯିବ ଯେ ଆପଣଙ୍କୁ ଔଷଧ ନେବାକୁ ପଡ଼ିବ ନାହିଁ। ଏହାସହ ଆପଣଙ୍କ ଜୀବନ ପ୍ରତି ଥିବା ବିପଦ ମଧ୍ୟ ଟଳିଯିବ।

diabetesସର୍ଭେ ଅନୁସାରେ, ୧୫ କେଜିରୁ ଅଧିକ ଓଜନ କମାଇଥିବା ୧୦ ଜଣରେ ୯ ଜଣ ଲୋକ type 2 ଡାଇବେଟିସ୍‌ରୁ ମୁକ୍ତି ପାଇପାରିଛନ୍ତି।

ଅତ୍ୟଧିକ ଓଜନ ଯୋଗୁ ପେଟରେ ଫ୍ୟାଟ୍‌ ଜମି ରହିଥାଏ। ଏହା ଲିଭର୍‌ ଓ ପାନକ୍ରିୟାସକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ହାର୍ଟ, କିଡନୀ ବେମାରୀ ସହ ଅନ୍ଧତ୍ୱ ସମସ୍ୟା ମଧ୍ୟ ଦେଖାଦେଇଥାଏ। ତେବେ ଓଜନ କମାଇବା ଦ୍ୱାରା ଆମ ଅଙ୍ଗଗୁଡିକ ଠିକ୍‌ ଭାବେ କାମ କରିଥାଏ। ଅଙ୍ଗ ଠିକ୍‌ ଭାବେ କାମ କଲେ ଆମେ ସୁସ୍ଥ ରହିଥାଉ।

ନିଜ ଖାଦ୍ୟ ବା ଡାଏଟକୁ ଜଗନ୍ତୁ
୧. ପ୍ରତିଦିନ ୮୨୫ରୁ ୮୫୩ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରନ୍ତୁ।
୨. ଡାକ୍ତରଙ୍କ ପରାମର୍ଶରେ ଡାଏଟ ଗ୍ରହଣ କରନ୍ତୁ। ହୁଏତ ବନ୍ଦ ହୋଇଥିବା ଖାଦ୍ୟକୁ ପୁଣି ଖାଇବାକୁ ଡାକ୍ତର ପରାମର୍ଶ ଦେଇପାରନ୍ତି।
୩. ଡାଏଟ ବାଲାନ୍ସଡ ହେବା ଦରକାର।
୪. ଡାଏଟ୍‌ ସହ ଶାରୀରିକ ପରିଶ୍ରମ କରିବା ଦରକାର।
୫. ବଜାରରେ ମିଳୁଥିବା ପ୍ୟାକେଟ୍‌ ଖାଦ୍ୟରୁ ଦୂରେଇ ରୁହନ୍ତୁ।
୬. କାର୍ବୋହାଇଡ୍ରେଟ୍‌ ଥିବା ଖାଦ୍ୟ କମ ନିଅନ୍ତୁ।
୭. ପ୍ରତିଦିନ ଖାଇବା ମେନୁରେ ସବୁଜ ଖାଦ୍ୟ ରଖନ୍ତୁ।
୮. ଅଧିକ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ।

ସତର୍କ ରୁହନ୍ତୁ
ହଠାତ ୧୦ରୁ ୧୫ କେଜି ଓଜନ କମାଇ ଦେଇ ଡାଇବେଟିସ୍‌ ନିୟନ୍ତ୍ରଣ କରିବାକୁ କେବେ ବି ଚେଷ୍ଟା କରନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ଓଜନ ସ୍ଥିର କରନ୍ତୁ ଓ ସମୟ ଅନୁସାରେ ଏହା କମାଇବାକୁ ଚେଷ୍ଟା କରନ୍ତୁ। କେବଳ ଡାକ୍ତରଙ୍କ ପରାମର୍ଶରେ ଏଭଳି କରିବା ନିରାପଦ ।
ହଠାତ ଖାଇବା ବଦଳାଇବା ସହଜ ନୁହେଁ। ତେବେ ଡାଏଟିଙ୍ଗ ବେଳେ ନଜର ରଖିବା ଉଚିତ୍‌ ଯେପରି ଶରୀର ପାଇଁ ଆବଶ୍ୟକ ନ୍ୟୁଟ୍ରିସନ୍‌ର ମାତ୍ର ନ କମେ। ଏହାସହ ରକ୍ତଚାପ ସ୍ତର ଠିକ୍‌ ରହୁଛି କି ନାହିଁ ନିୟମିତ ବ୍ୟବଧାନରେ ପରୀକ୍ଷା କରାଯିବା ଉଚିତ

[caption id="attachment_275309" align="aligncenter" width="750"]breakfast photo credit- Archana's Kitchen[/caption]

ବ୍ରେକଫାଷ୍ଟ୍‌ କେବେ ବି ବନ୍ଦ କରନ୍ତୁ ନାହିଁ
ଡାଏଟିଙ୍ଗ କରୁଥିବା ଲୋକେ ମୁଖ୍ୟତଃ ସକାଳ ଜଳଖିଆ (ବ୍ରେକ୍‌ଫାଷ୍ଟ) ଖାଇବା ବନ୍ଦ କରିଦେଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଓଜନ କମିଯିବ ବୋଲି ଭାବିଥାନ୍ତି। ହେଲେ କେବେ ବି ବ୍ରେକ୍‌ଫାଷ୍ଟ ନେବା ବନ୍ଦ କରନ୍ତୁ ନାହିଁ। ତେବେ ଏକାବେଳେ ଅଧିକା ନଖାଇ ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଆନ୍ତୁ। ଏହାଦ୍ୱାରା ଶରୀରରେ ପୋଷଣର ମାତ୍ରା ସନ୍ତୁଳିତ ହୋଇ ରହିଥାଏ।

ଅଧିକ ଖାଆନ୍ତୁନି
ଏକା ବେଳେ ଅଧିକ ଖାଆନ୍ତୁ ନାହିଁ। ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଇବା ଉଚିତ୍‌। ଅଧିକ ଫାଇବର ଥିବା ଖାଦ୍ୟ ମେନୁରେ ରଖନ୍ତୁ। ଏଥିରେ ସବୁଜ ସାଲାଡ ଓ ସୁପ୍‌ ରହିଲେ ଭଲ ।

ଶାରୀରିକ ପରିଶ୍ରମ
ନିଜ ଶରୀର ଅନୁସାରେ ଶାରୀରିକ ପରିଶ୍ରମ କରନ୍ତୁ। ଯୋଗ, ଜିମ୍ କ୍ଲାସ୍‌, ଡ୍ୟାନ୍ସ କିମ୍ବା ସୁଇମିଂ କରିପାରିବେ। ଏମିତି ଶାରୀରିକ ପରିଶ୍ରମ କରନ୍ତୁ ଯାହା ଆପଣଙ୍କୁ ଚିନ୍ତାମୁକ୍ତ କରିବା ସହ ଫିଟ୍‌ ରଖିବ। ଏହାସହ ଅଳ୍ପ ପ୍ରୋଟିନ୍‌ ନିଅନ୍ତୁ। ଏହାଦ୍ୱାରା ଆପଣଙ୍କ ରକ୍ତରେ ସୁଗାରର ସ୍ତର ଠିକ୍‌ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story