ଭୁବନେଶ୍ୱର: ଆଜିଠାରୁ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ଆରମ୍ଭ ହୋଇଛି। ଶିବ ପୁରାଣ ଅନୁସାରେ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ କ୍ଷୀର, ବେଲପତ୍ର ଓ ଘିଅ ସମର୍ପଣ କରିବା ଦ୍ୱାରା ସମସ୍ତ ମନକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
୧. ସାଧାରଣତଃ ଆମେ ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ ଲାଗି କରିଥାଉ। କିନ୍ତୁ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ ଜଳ ଚଢ଼ାଇବା ଦ୍ୱାରା ଭଗବାନ ଶିବଙ୍କ ବିଶେଷ କୃପା ମିଳିଥାଏ।
୨. ଶିବଲିଙ୍ଗ ଉପରେ କ୍ଷୀର ସମର୍ପଣ କରିବାର ବିଶେଷ ପରମ୍ପରା ରହିଛି। କ୍ଷୀର ସମର୍ପଣ କରିବା ଦ୍ୱାରା ବିଭିନ୍ନ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ।
୩. ବେଲପତ୍ର ମହାଦେବଙ୍କ ଅତି ପ୍ରିୟ। ଏହି ପବିତ୍ର ଦିନରେ ବେଲପତ୍ର ଚଢ଼ାଇବା ଦ୍ୱାରା ସମସ୍ତ ମନକାମନା ପୂରଣ ହୋଇଥାଏ।
୪. ସେହିପରି ଶିବଲିଙ୍ଗ ଉପରେ ଘିଅ ଚଢ଼ାଇବା ଦ୍ୱାରା ଶାରୀରିକ ଦୁର୍ବଳତା କମିବା ସହ ଶରୀର ସୁସ୍ଥ ହୋଇଥାଏ। ତେଣୁ ଶ୍ରାବଣ ମାସରେ ଘିଅ ଚଢ଼ା ଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...