ଆସିଲା ଶ୍ରାବଣ: ମହାଦେବଙ୍କୁ ଖୁସି କରିବାକୁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଆଜିଠାରୁ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ଆରମ୍ଭ ହୋଇଛି। ଶିବ ପୁରାଣ ଅନୁସାରେ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ କ୍ଷୀର, ବେଲପତ୍ର ଓ ଘିଅ ସମର୍ପଣ କରିବା ଦ୍ୱାରା ସମସ୍ତ ମନକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ୧. ସାଧାରଣତଃ ଆମେ ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ ଲାଗି କରିଥାଉ। କିନ୍ତୁ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ ଜଳ ଚଢ଼ାଇବା ଦ୍ୱାରା ଭଗବାନ ଶିବଙ୍କ ବିଶେଷ କୃପା ମିଳିଥାଏ। ୨. ଶିବଲିଙ୍ଗ […]

shiva

shiva

Rakesh Mallick
  • Published: Monday, 10 July 2017
  • Updated: 10 July 2017, 09:04 AM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ଆରମ୍ଭ ହୋଇଛି। ଶିବ ପୁରାଣ ଅନୁସାରେ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ କ୍ଷୀର, ବେଲପତ୍ର ଓ ଘିଅ ସମର୍ପଣ କରିବା ଦ୍ୱାରା ସମସ୍ତ ମନକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

୧. ସାଧାରଣତଃ ଆମେ ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ ଲାଗି କରିଥାଉ। କିନ୍ତୁ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ ଜଳ ଚଢ଼ାଇବା ଦ୍ୱାରା ଭଗବାନ ଶିବଙ୍କ ବିଶେଷ କୃପା ମିଳିଥାଏ।

୨. ଶିବଲିଙ୍ଗ ଉପରେ କ୍ଷୀର ସମର୍ପଣ କରିବାର ବିଶେଷ ପରମ୍ପରା ରହିଛି। କ୍ଷୀର ସମର୍ପଣ କରିବା ଦ୍ୱାରା ବିଭିନ୍ନ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ।

୩. ବେଲପତ୍ର ମହାଦେବଙ୍କ ଅତି ପ୍ରିୟ। ଏହି ପବିତ୍ର ଦିନରେ ବେଲପତ୍ର ଚଢ଼ାଇବା ଦ୍ୱାରା ସମସ୍ତ ମନକାମନା ପୂରଣ ହୋଇଥାଏ।

୪. ସେହିପରି ଶିବଲିଙ୍ଗ ଉପରେ ଘିଅ ଚଢ଼ାଇବା ଦ୍ୱାରା ଶାରୀରିକ ଦୁର୍ବଳତା କମିବା ସହ  ଶରୀର ସୁସ୍ଥ ହୋଇଥାଏ। ତେଣୁ ଶ୍ରାବଣ ମାସରେ ଘିଅ ଚଢ଼ା ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story