ଜୀବଜନ୍ତୁଙ୍କ ଲକ୍ଷଣରୁ ଜାଣନ୍ତୁ ଶୁଭ, ଅଶୁଭ

ଭାରତୀୟ ପରମ୍ପରାରେ ପ୍ରକୃତି ଓ ଜୀବଜଗତକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଏ, ଆଗକୁ କ’ଣ ଘଟିବାକୁ ଯାଉଛ ତାହାର ସଙ୍କେତ ପ୍ରକୃତି ମଣିଷକୁ ଦେଇଥାଏ। ଏପରି କିଛି ଲକ୍ଷଣ ଅଛି, ଯାହା ଆପଣଙ୍କ ଆଖପାଖରେ ଘଟୁଥିଲେ ମଧ୍ୟ ଆପଣ ଏହାକୁ ଅଣଦେଖା କରିଦେଇଥାନ୍ତି। ହେଲେ ଏହାକୁ ଟିକେ ଗୁରୁତ୍ୱର ସହ ନେଲେ ଜାଣି ହେବ ଆଗକୁ କ’ଣ ଘଟିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତୃତ ଆଲୋଚନା କରାଯାଇଛି। ଆପଣଙ୍କ ଆଖପାଖରେ ରହୁଥିବା ଜୀବଜନ୍ତୁଙ୍କ ଆବଭାବରୁ ଆପଣଙ୍କୁ […]

ants

ants

Rakesh Mallick
  • Published: Wednesday, 26 July 2017
  • Updated: 26 July 2017, 08:36 AM IST

Sports

Latest News

ଭାରତୀୟ ପରମ୍ପରାରେ ପ୍ରକୃତି ଓ ଜୀବଜଗତକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଏ, ଆଗକୁ କ’ଣ ଘଟିବାକୁ ଯାଉଛ ତାହାର ସଙ୍କେତ ପ୍ରକୃତି ମଣିଷକୁ ଦେଇଥାଏ। ଏପରି କିଛି ଲକ୍ଷଣ ଅଛି, ଯାହା ଆପଣଙ୍କ ଆଖପାଖରେ ଘଟୁଥିଲେ ମଧ୍ୟ ଆପଣ ଏହାକୁ ଅଣଦେଖା କରିଦେଇଥାନ୍ତି। ହେଲେ ଏହାକୁ ଟିକେ ଗୁରୁତ୍ୱର ସହ ନେଲେ ଜାଣି ହେବ ଆଗକୁ କ’ଣ ଘଟିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତୃତ ଆଲୋଚନା କରାଯାଇଛି। ଆପଣଙ୍କ ଆଖପାଖରେ ରହୁଥିବା ଜୀବଜନ୍ତୁଙ୍କ ଆବଭାବରୁ ଆପଣଙ୍କୁ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ସଙ୍କେତ ମିଳିପାରିବ। ଆସନ୍ତୁ ଜାଣିବା ଏପରି କିଛି ସଙ୍କେତ ବିଷୟରେ ଯାହା ଶୁଭ ଓ ଅଶୁଭ ଫଳ ଦେଇଥାଏ।

୧. ଘରେ କଳା ପିମ୍ପୁଡି ସମୂହ ବଂଶବୃଦ୍ଧି କରିବା ସହ ଏଣେତେଣେ ବୁଲିବା ଶୁଭ ସଙ୍କେତ। ଏହା ଧନବୃଦ୍ଧିର ସଙ୍କେତ ଦେଇଥାଏ। ଏହାସହ ଏହାର ଖରାପ ପ୍ରଭାବ ମଧ୍ୟ ରହିଛି। କିଛି ସ୍ଥାନରେ ଏହା ଘର ଲୋକଙ୍କ ସହ ମତଭେଦ ହେବାର ସଙ୍କେତ ଦେଇଥାଏ।

୨. ଘର ଦୂଆରେ ହାତୀ ଶୁଣ୍ଢ ଉପରକୁ କଲେ ଏହା ଉନ୍ନତି, ଧନବୃଦ୍ଧି ଓ ମଙ୍ଗଳର ସଙ୍କେତ ଦେଇଥାଏ।

୩. ଯଦି ପାରା ନିଜେ ଆସି ଆପଣଙ୍କ ଘରେ ରୁହନ୍ତି ତେବେ ଏହା ଶୁଭ ସଙ୍କେତ।

୪. କୁକୁର କାନ୍ଦିବାକୁ ଅଶୁଭ ମନା ଯାଏ। ଯଦି ଆପଣଙ୍କ ଘର ଆଡ଼କୁ କୁକୁର ମୁହଁ କରି କାନ୍ଦେ ଜାଣିବେ ଆଗକୁ କିଛି ଅଶୁଭ ଘଟିବାକୁ ଯାଉଛି।

୫. ଘରେ ବୁଢ଼ିଆଣି ଦେଖିଲେ ସଙ୍ଗେ ସଙ୍ଗେ ଘର ସଫା କରିଦିଅନ୍ତୁ। କାରଣ ଘରେ ଯଦି ବୁଢ଼ିଆଣି ରହୁଥିବ ଓ ଏହାର ଜାଲ ଥିବା ଜାଣି ନିଅନ୍ତୁ ଆଗକୁ କିଛି ଅଶୁଭ ଘଟିବାକୁ ଯାଉଛି।

୬. ଘରେ ଚୁଚୁନ୍ଦ୍ରା ଏଣେ ତେଣେ ବୁଲିବା ଶୁଭ ସଙ୍କେତ। ଏହାଦ୍ୱାରା ଘରେ ଲକ୍ଷ୍ମୀଙ୍କ ବାସ ହେବା ସହ ଧନ ବୃଦ୍ଧି ଘଟିଥାଏ।

୭. ଘରେ କଳା ମୂଷାଙ୍କ ସଂଖ୍ୟା ଅଧିକ ହୋଇଯିବା ଅଶୁଭ ଲକ୍ଷଣ। ଏହା ହଠାତ କୌଣସି ସମସ୍ୟା ଦେଖା ଦେବାକୁ ସୂଚାଇଥାଏ।

୮. ଘର ଅଗଣାରେ କୌଣସି ପକ୍ଷୀ ଆହତ ଅବସ୍ଥାରେ ପଡ଼ିଲେ ସତର୍କ ହୋଇଯାଆନ୍ତୁ। ଏହା ଦୁର୍ଘଟଣାର ସଙ୍କେତ ଦେଇଥାଏ।

୯. ଘରର ଛାତ ଉପରେ ବସି କୁଆ, ଛଞ୍ଚାଣ ଓ ପେଚା ଅଧିକ ଶବ୍ଦ କରିବା ଅଶୁଭ ସଙ୍କେତ। ହଠାତ କୌଣସି ସମସ୍ୟା ଆସିବାର ସଙ୍କେତ ଏହା ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story