ଛୋଟ ଅଭ୍ୟାସ ବଡ଼ ପ୍ରଭାବ: ପଢନ୍ତୁ ଜୀବନ ବଦଳିଯିବ

ସଫଳ ଓ ଧନୀ ହେବା ସମସ୍ତଙ୍କ ହାତ ମୁଠାରେ ନଥାଏ। ଏଥିପାଇଁ କଠିନ ପରିଶ୍ରମ ସହ ଜୀବନରେ କିଛି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ। ସେଥିପାଇଁ ସଫଳ ବ୍ୟକ୍ତି  ଜୀବନରେ ଏମିତି କିଛି ସ୍ୱତନ୍ତ୍ର ନିୟମ ରଖିଥାନ୍ତି  ଯାହା ତାଙ୍କୁ ସଫଳତା ନିକଟକୁ ଟାଣି ନେଇଥାଏ। ତେବେ ସେହି ନିୟମକୁ ଯଦି ଆପଣ ଆପଣଙ୍କର ଦୈନଦିନ ରୁଟିନରେ ଲଗାଇବେ ତେବେ ସଫଳତା ଆପଣଙ୍କର ପାଦ ଛୁଇଁବ। ଭବିଷ୍ୟତ ପାଇଁ ଯୋଜନା କରନ୍ତୁ ଏବଂ ଏହି ଯୋଜନାକୁ […]

crushing-the-competition.jpg

crushing-the-competition.jpg

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 08:37 PM IST

Sports

Latest News

ସଫଳ ଓ ଧନୀ ହେବା ସମସ୍ତଙ୍କ ହାତ ମୁଠାରେ ନଥାଏ। ଏଥିପାଇଁ କଠିନ ପରିଶ୍ରମ ସହ ଜୀବନରେ କିଛି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ। ସେଥିପାଇଁ ସଫଳ ବ୍ୟକ୍ତି  ଜୀବନରେ ଏମିତି କିଛି ସ୍ୱତନ୍ତ୍ର ନିୟମ ରଖିଥାନ୍ତି  ଯାହା ତାଙ୍କୁ ସଫଳତା ନିକଟକୁ ଟାଣି ନେଇଥାଏ। ତେବେ ସେହି ନିୟମକୁ ଯଦି ଆପଣ ଆପଣଙ୍କର ଦୈନଦିନ ରୁଟିନରେ ଲଗାଇବେ ତେବେ ସଫଳତା ଆପଣଙ୍କର ପାଦ ଛୁଇଁବ।

ଭବିଷ୍ୟତ ପାଇଁ ଯୋଜନା କରନ୍ତୁ ଏବଂ ଏହି ଯୋଜନାକୁ ଲେଖି ରଖନ୍ତୁ

ସଫଳତା ପ୍ରଥମ ପାହାଚ ହେଉଛି ଯୋଜନା କରିବା ଯେତେ ଭଲ ଯୋଜନା ସେତେ ସହଜ ହୋଇଯାଏ ସଫଳତା। ସଫଳ ବ୍ୟକ୍ତି ନିଜ ଯୋଜନାକୁ ଡାଏରୀରେ ଲେଖିବା ଅଭ୍ୟାସ ରଖନ୍ତି ଏବଂ ସବୁ ଭୁଲ ଓ  ଠିକ୍ ରୁ ଶିଖି ଆଗକୁ ବଢିଥାନ୍ତି।

ବ୍ୟାୟାମ

ବ୍ୟାୟାମକୁ ନିଜ ରୁଟିନରେ ସାମିଲ କରନ୍ତୁ। ଶରୀରକୁ ସୁସ୍ଥ ରଖିବା ସହ ମନକୁ ସତେଜ ମଧ୍ୟ ରଖିଥାଏ। ସଫଳତା ପାଇବା ପାଇଁ ସାହାଯ୍ୟ  କରିଥାଏ।

ବ୍ରେକଫାଷ୍ଟ ଉପରେ ଧ୍ୟାନ ଦିଅନ୍ତୁ

ସ୍ୱାସ୍ଥକର ଏବଂ ପୁଷ୍ଟିକର ଖାଦ୍ୟକୁ ନିଜ ରୁଟିନରେ ସାମିଲ କରନ୍ତୁ। ବ୍ରେକଫାଷ୍ଟ କରିବାକୁ ଭୁଲନ୍ତୁ  ନାହିଁ। ଏହା ଶରୀରକୁ ପୋଷଣ ଦେବା ସହ କାମ କରିବାକୁ ଶକ୍ତି ଦେଇଥାଏ।

ରୁଟିନ କରନ୍ତୁ

ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠି ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ।  ଏହା ସଫଳ ହେବାର ଏକ ଗୁରୁତ୍ୱ ମନ୍ତ୍ର। ସମୟରେ ଶେଇବା ଓ ଉଠିବା ଆପଣଙ୍କୁ  ସବୁ କାମ ସମୟ ଭିତରେ କରିବା ପାଇଁ ଶିଖାଇଥାଏ

ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ

ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। କ୍ରୋଧ ଓ ଅଭିମାନ ସମସ୍ତଙ୍କ ଜୀବନରେ ଥାଏ। ଏସବୁ ଭୁଲି ଯାହା ପାଖରେ ଅଛି ସେଥିପାଇଁ  ଭଗବାନଙ୍କୁ  ଧନ୍ୟବାଦ ଜଣାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story