କେଉଁ ପରିସ୍ଥିତିରେ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ନକରାତ୍ମକ ଶକ୍ତି

ନକରାତ୍ମକ ଶକ୍ତି ତଥା ଭୂତପ୍ରେତକୁ ନେଇ ଅନେକ ସମୟରେ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କିଏ କରନ୍ତି ନାହିଁ। କୁହାଯାଏ ନକରାତ୍ମକ ଶକ୍ତି ବା ଆତ୍ମା ଜୀବିତ ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରତ୍ୱ ବଜା ରଖିଥାନ୍ତି। ହେଲେ ବେଳେ ବେଳେ ଆମେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଯାହା ନକରାତ୍ମକ ଶକ୍ତିଙ୍କୁ ଆମ ଆଡକୁ ଆକର୍ଷିତ କରିଥାଏ। ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ନକରାତ୍ମକ ଶକ୍ତି ଆମ ଆଡ଼କୁ […]

,,,,

,,,,

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 10:54 AM IST

Sports

Latest News

ନକରାତ୍ମକ ଶକ୍ତି ତଥା ଭୂତପ୍ରେତକୁ ନେଇ ଅନେକ ସମୟରେ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କିଏ କରନ୍ତି ନାହିଁ। କୁହାଯାଏ ନକରାତ୍ମକ ଶକ୍ତି ବା ଆତ୍ମା ଜୀବିତ ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରତ୍ୱ ବଜା ରଖିଥାନ୍ତି। ହେଲେ ବେଳେ ବେଳେ ଆମେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଯାହା ନକରାତ୍ମକ ଶକ୍ତିଙ୍କୁ ଆମ ଆଡକୁ ଆକର୍ଷିତ କରିଥାଏ। ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ନକରାତ୍ମକ ଶକ୍ତି ଆମ ଆଡ଼କୁ ଆକର୍ଷିତ ହୋଇଥାନ୍ତି।

୧. ସୂର୍ଯ୍ୟ ଅସ୍ତ ହେବା ପରେ ଝିଅମାନେ ବାଳ ମୁକୁଳା ରଖିବା ଉଚିତ ନୁହେଁ। ବିଶେଷ କରି ଅମାବାସ୍ୟା ରାତିରେ ବିଲକୁଲ ନୁହେଁ। ଏପରି କଲେ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

୨. ରାତିରେ ସୁଗନ୍ଧ ଅତର ପକାନ୍ତୁ ନାହିଁ। ଏହାର ବାସ୍ନାରେ ନକରାତ୍ମକ ଶକ୍ତି ଆପଣଙ୍କ ଆଡକୁ ଆକର୍ଷିତ ହୋଇପାରନ୍ତି। ତନ୍ତ୍ର ସାଧନାରେ ସବୁ ବେଳେ ବେଶି ସୁଗନ୍ଧ ଅତର ବ୍ୟବହାର କରାଯାଇଥାଏ। କାରଣ ସୁଗନ୍ଧ ଏପରି ଶକ୍ତିଙ୍କୁ ଆକର୍ଷିତ କରିଥାଏ ଶାସ୍ତ୍ରରେ ଉଲ୍ଲେଖ ରହିଛି।

୩. ଯଦି କେବେ କୌଣସି ଶବ ସଂସ୍କାର କାର୍ଯ୍ୟରେ ଯୋଗଦେଥିବେ ତେବେ ଜାଣିଥିବେ ବୟସ୍କମାନେ କୁହନ୍ତି ଫେରିବା ବେଳେ ପଛକୁ ନ ଅନାବାକୁ। ବୟସ୍କମାନେ ଏପରି କହିବାର କାରଣ ରହିଛି। ଶବ ସଂସ୍କାର ପରେ ଲୋକେ ଫେରୁଥିବା ବେଳେ ଯଦି ପଛକୁ ବୁଲି ଚାହାନ୍ତି ମୃତବ୍ୟକ୍ତିଙ୍କ ଆତ୍ମା ତାଙ୍କ ସହ ଆସିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି।

୪. ଗଭବର୍ତ୍ତୀ ମହିଳାଙ୍କ ପ୍ରତି ନକରାତ୍ମକ ଶକ୍ତି ଅଧିକ ଆକର୍ଷିତ ହୋଇଥାନ୍ତି। ନୂଆ ଶରୀର ପାଇବା ପାଇଁ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି ବୋଲି କୁହାଯାଏ। ସେଥିପାଇଁ ରାତି ୧୦ ଟା ପରେ ଗଭବର୍ତ୍ତୀ ମହିଳା ବାହାରେ ବୁଲିବା ଉଚିତ ନୁହେଁ ବୋଲି ଭୂତପ୍ରେତଙ୍କ ଉପରେ ଗବେଷଣ କରୁଥିବା ଗବେଷକମାନେ କୁହନ୍ତି।

...........

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story