ଜପନ୍ତୁ ହନୁମାନଙ୍କର ଏହି ୧୨ ନାମ: ପଢ଼ନ୍ତୁ କ’ଣ ମିଳିବ ଲାଭ

ପବନ ପୁତ୍ର ହନୁମାନଙ୍କର ଅଛି ୧୨ଟି ନାଁ। ତାଙ୍କର ୧୨ଟି ନାମର ଜପ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏମିତି ତ ହନୁମାନଙ୍କର ବହୁତ ନାମ ଅଛି। ତେବେ ଆନନ୍ଦ ରାମାୟଣରେ  ତାଙ୍କର ବିଶେଷ ୧୨ଟି ନାମ ବିଷୟରେ ଉଲ୍ଲେଖ କରାଯାଇଛି। ସେହି ନାମ ଗୁଡ଼ିକ ହେଉଛି- ହନୁମାନ, ଅଞ୍ଜନୀପୁତ୍ର, ବାୟୁପୁତ୍ର, ମହାବଳ, ରାମେଷ୍ଟ, ଫାଲଗୁନ୍‌ସଖା, ପିଙ୍ଗାକ୍ଷ, ଅମିତବିକ୍ରମ, ଉଦଧିକ୍ରମଣ, ସୀତାଶୋକବିନାଶନ, ଲକ୍ଷ୍ମଣପ୍ରାଣଦାତା ଓ ଦଶଗ୍ରୀବଦର୍ପହ। ସବୁ ନାମର ଅଲଗା ଅଲଗା ବିଶେଷତ୍ୱ […]

hanuman

hanuman

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 10:42 AM IST

Sports

Latest News

ପବନ ପୁତ୍ର ହନୁମାନଙ୍କର ଅଛି ୧୨ଟି ନାଁ। ତାଙ୍କର ୧୨ଟି ନାମର ଜପ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏମିତି ତ ହନୁମାନଙ୍କର ବହୁତ ନାମ ଅଛି। ତେବେ ଆନନ୍ଦ ରାମାୟଣରେ  ତାଙ୍କର ବିଶେଷ ୧୨ଟି ନାମ ବିଷୟରେ ଉଲ୍ଲେଖ କରାଯାଇଛି। ସେହି ନାମ ଗୁଡ଼ିକ ହେଉଛି- ହନୁମାନ, ଅଞ୍ଜନୀପୁତ୍ର, ବାୟୁପୁତ୍ର, ମହାବଳ, ରାମେଷ୍ଟ, ଫାଲଗୁନ୍‌ସଖା, ପିଙ୍ଗାକ୍ଷ, ଅମିତବିକ୍ରମ, ଉଦଧିକ୍ରମଣ, ସୀତାଶୋକବିନାଶନ, ଲକ୍ଷ୍ମଣପ୍ରାଣଦାତା ଓ ଦଶଗ୍ରୀବଦର୍ପହ। ସବୁ ନାମର ଅଲଗା ଅଲଗା ବିଶେଷତ୍ୱ  ଓ ଅଲଗା ଅଲଗା ପ୍ରୟୋଗ ରହିଛି। ଏହି ନାମଗୁଡ଼ିକୁ ମିଶାଇକି ଏକ ସଙ୍ଗେ ଜପ କଲେ ବିଶେଷ ପ୍ରକାରର ଲାଭ ମିଳେ?

  • ସକାଳେ,ରାତିରେ ଶୋଇବା ପୂର୍ବରୁ, କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅବା କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଏହି ନାମ ଗୁଡ଼ିକୁ ଜପ କରନ୍ତୁ।
  • ଏକ ହଳଦିଆ କାଗଜରେ ଲାଲ ରଙ୍ଗରେ ଏହି ନାମ ଗୁଡ଼ିକୁ ଲେଖି ଘରର ମୁଖ୍ୟ ଦ୍ୱାର ବା ପୂଜା ସ୍ଥାନରେ ଲଗାଇ ପାରିବେ।
  • ଏହି ନାମଗୁଡ଼ିକୁ ଭୋଜପତ୍ରରେ ଅଷ୍ଟଗନ୍ଧରେ ଲେଖି ଲକେଟ୍ ଭଳି ବେକରେ ପିନ୍ଧି ପାରିବେ।
  • ଏହି ନାମଗୁଡ଼ିକୁ ଜପିଲେ ଦଶ ଦିଗ ଓ ଆକାଶ, ପାତାଳରୁ ରକ୍ଷା ମିଳେ।
  • ସକାଳେ ଏହି ନାମଗୁଡ଼ିକୁ ଜପ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ।
  • ରାତିରେ ଏହି ୧୨ ନାମ ଜପ କଲେ ବିରୋଧୀ ପରାସ୍ତ ହୋଇଥାଆନ୍ତି। ଶତ୍ରୁ ଶାନ୍ତ ପଡ଼ି ଯାଆନ୍ତି।
  • ମନୋବାଞ୍ଛା ପୂରଣ କରିବା ପାଇଁ ପ୍ରତି ଦିନ ସକାଳେ ନଅ ଥର ଏହି ୧୨ ନାମକୁ ଜପ କରନ୍ତୁ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story