ମନ ମୁତାବକ ଚାକିରି ମିଳୁନି? ଥରେ ପରଖି ନିଅନ୍ତୁ ଘରର ବାସ୍ତୁ

ଭଲ ଚାକିରି ଖଣ୍ଡେ ପାଇବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ବେଳେ ବେଳେ ପରିଶ୍ରମ କରିବା ସତ୍ତ୍ୱେ ଭଲ ଚାକିରି ଖଣ୍ଡେ ମିଳେ ନାହିଁ। ଏଥତ୍ପାଇଁ ମନ ବହୁତ ଖରାପ ହୋଇଯାଏ। ତେବେ କୁହାଯାଏ ବେଳେ ବେଳେ ଘରର ବାସ୍ତୁ ଦୋଷ ଆପଣଙ୍କ ପରିଶ୍ରମ ଆଗରେ ପାଚେରି ହୋଇ ଛିଡ଼ା ହୁଏ। ତେଣୁ ଚାକିରିଟିଏ ପାଇବାରେ ଅସୁବିଧା ହୁଏ। ସୁରୁଖୁରୁରେ ମନମୁତାବକ ଚାକିରିଟିଏ ପାଇବା ପାଇଁ ଘରର ବାସ୍ତୁ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ୧. […]

study

study

Rakesh Mallick
  • Published: Monday, 17 July 2017
  • Updated: 17 July 2017, 01:42 PM IST

Sports

Latest News

ଭଲ ଚାକିରି ଖଣ୍ଡେ ପାଇବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ବେଳେ ବେଳେ ପରିଶ୍ରମ କରିବା ସତ୍ତ୍ୱେ ଭଲ ଚାକିରି ଖଣ୍ଡେ ମିଳେ ନାହିଁ। ଏଥତ୍ପାଇଁ ମନ ବହୁତ ଖରାପ ହୋଇଯାଏ। ତେବେ କୁହାଯାଏ ବେଳେ ବେଳେ ଘରର ବାସ୍ତୁ ଦୋଷ ଆପଣଙ୍କ ପରିଶ୍ରମ ଆଗରେ ପାଚେରି ହୋଇ ଛିଡ଼ା ହୁଏ। ତେଣୁ ଚାକିରିଟିଏ ପାଇବାରେ ଅସୁବିଧା ହୁଏ। ସୁରୁଖୁରୁରେ ମନମୁତାବକ ଚାକିରିଟିଏ ପାଇବା ପାଇଁ ଘରର ବାସ୍ତୁ ଉପରେ ଟିକେ ଧ୍ୟାନ ଦିଅନ୍ତୁ।

୧. ଘରର ପଶ୍ଚିମ କିମ୍ବା ଐଶାନ୍ୟ କୋଣରେ ଷ୍ଟଡି ରୁମ୍ ନିର୍ମାଣ କରନ୍ତୁ। ଘରର ଆଗ୍ନେୟ କୋଣରେ ବସି ପାଠ ପଢନ୍ତୁ ନାହିଁ। ଏହି କୋଣରେ ବସି ପାଠ ପଢିବା ଦ୍ୱାରା ଏକାଗ୍ରତା ଭଙ୍ଗ ହୁଏ।

୨.  ଧ୍ୟାନ ରଖନ୍ତୁ ପଢ଼ିବା ସମୟରେ  ଯେପରି ଆପଣଙ୍କ ପିଠି କବାଟ ଆଡ଼କୁ ନ ରୁହେ। ପଢିବା ସମୟରେ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଉଚିତ।

୩.  ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଷ୍ଟଡି ରୁମକୁ ହଳଦିଆ,କ୍ରିମ୍ କିମ୍ବା ହାଲକା ଉଜ୍ଜଳ ରଙ୍ଗ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ଏକାଗ୍ରତା ବଢିବ।

୪. ଷ୍ଟଡି ରୁମ୍‌ରେ ଦୌଡୁ ଥିବା ଘୋଡ଼ା କିମ୍ବା ପ୍ରେରଣା ଯୋଗାଉଥିବା ଚିତ୍ର  ଲଗାନ୍ତୁ।  ଏହା ମନର ଏକାଗ୍ରତା ବଢାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story