Advertisment

ଲିପ୍‌ଷ୍ଟିକ୍‌ କଲର୍‌ରୁ ଜାଣନ୍ତୁ ଝିଅଙ୍କ ମନର କଥା

ଝିଅମାନଙ୍କ ମନରେ ସବୁବେଳେ କିଛି ନା କିଛି ଚାଲିଥାଏ। ଝିଅମାନଙ୍କ ହୃଦୟରେ ସର୍ବଦା ଅନେକ କଥା  ମଧ୍ୟ ଲୁଚି ରହିଥାଏ। ପୁଅମାନେ ଅନେକ ଚେଷ୍ଟା କରି ମଧ୍ୟ ଝିଅଙ୍କ ହୁଦୟର କଥା ଜାଣିପାରନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣ ଝିଅଙ୍କ ହୃଦୟର ହାଲ ଜାଣିପାରିବେ। ଆଉ ସେହି ଉପାୟଟି ହେଲା ଝିଅଙ୍କ ଲିପଷ୍ଟିକର କଲର। ହଟ୍ ରେଡ୍ ଝିଅମାନେ ଯେତେବେଳେ ଅନେକ ଖୁସି ଥାନ୍ତି ସେତେବେଳେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଲିପ୍‌ଷ୍ଟିକ୍‌ କଲର୍‌ରୁ ଜାଣନ୍ତୁ ଝିଅଙ୍କ ମନର କଥା

ଝିଅମାନଙ୍କ ମନରେ ସବୁବେଳେ କିଛି ନା କିଛି ଚାଲିଥାଏ। ଝିଅମାନଙ୍କ ହୃଦୟରେ ସର୍ବଦା ଅନେକ କଥା  ମଧ୍ୟ ଲୁଚି ରହିଥାଏ। ପୁଅମାନେ ଅନେକ ଚେଷ୍ଟା କରି ମଧ୍ୟ ଝିଅଙ୍କ ହୁଦୟର କଥା ଜାଣିପାରନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣ ଝିଅଙ୍କ ହୃଦୟର ହାଲ ଜାଣିପାରିବେ। ଆଉ ସେହି ଉପାୟଟି ହେଲା ଝିଅଙ୍କ ଲିପଷ୍ଟିକର କଲର।

Advertisment

ହଟ୍ ରେଡ୍publive-image

ଝିଅମାନେ ଯେତେବେଳେ ଅନେକ ଖୁସି ଥାନ୍ତି ସେତେବେଳେ ସେମାନଙ୍କୁ ଅନେକ ଭଲ ଭାବେ ସଜ ହେବାକୁ ମନ ହୋଇଥାଏ। ସେତେବେଳେ ସେମାନେ ରେଡ ଲିପଷ୍ଟିକ୍ ଲଗାନ୍ତି। ତେଣୁ ଯଦି ଜଣେ ମହିଳା ରେଡ ଲିପଷ୍ଟିକ୍ ଲଗାଇଛି ତେବେ ସେ ବହୁତ ଖୁସି ଅଛି ବୋଲି ଜାଣନ୍ତୁ।

ବେବି ପିଙ୍କ୍publive-image

ବେବି ପିଙ୍କ୍ କଲର ଲଗାଇବା ଝିଅମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ସେମାନେ ଅତି କୋମଳ ହୃଦୟର ହୋଇଥାନ୍ତି। ଏମାନେ କାହାରି ମନରେ କଷ୍ଟ ଦେବାକୁ ଭଲପାଆନ୍ତି ନାହିଁ।

Advertisment

ଓ୍ୱାଇନ କଲରpublive-image

ଏହି କଲର ଲିପଷ୍ଟିକ, ଝିଅମାନେ ଖୁବ କମ୍ ଲଗାନ୍ତି। ହେଲେ ଯେଉଁମାନେ ଏହି କଲର ଲିପଷ୍ଟିକ୍ ଲଗାନ୍ତି ସେମାନେ ଅନେକ ବୋଲ୍ଡ ହୋଇଥାନ୍ତି। ସେମାନେ ସମସ୍ତଙ୍କ ନଜର ନିଜ ଆଡକୁ ଆକର୍ଷିତ କରିବାକୁ ଚାହାଁନ୍ତି।

ଅରେଞ୍ଜ କଲରpublive-image

ଅରେଞ୍ଜ କଲର ସବୁଠୁ ହଟକେ କଲର। ଏହି କଲର ଲଗାଉଥିବା ଝିଅମାନେ ନିଜକୁ ସମସ୍ତଙ୍କ ଠାରୁ ଅଲଗା ମାନିଥାନ୍ତି। ଏହି ରଙ୍ଗର ଲିପଷ୍ଟିକ ସେମାନେ ସେତେବେଳେ ବ୍ୟବହାର କରନ୍ତି ଯେତେବେଳେ ସେମାନେ ନିଜକୁ ସମସ୍ତଙ୍କ ଠାରୁ ଅଲଗା ଦେଖାଇବାକୁ ଚାହାଁନ୍ତି।

ଭାଓଲେଟ୍ କଲରpublive-image

ଏହି କଲର ଲଗାଉଥିବା ଝିଅମାନେ ଖୁବ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏମାନେ କାହା ଆୟରେ ରହିବାକୁ ଭଲ ପାଆନ୍ତି ନାହିଁ। ଏମାନେ ନିଜର ସ୍ୱାଧୀନତାକୁ ବେଶ ଭଲପାଆନ୍ତି।

ବ୍ରାଉନ କଲରpublive-image

ଏହି କଲର ଲିପଷ୍ଟିକ୍ ଲଗାଉଥିବା ଝିଅମାନେ ଖୁବ ସରଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ଖୁବ କମ୍ ବନ୍ଧୁ ଥାନ୍ତି। କାରଣ ଏମାନେ ସମସ୍ତଙ୍କ ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ।