ଧାର୍ମିକ ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପକ୍ଷୟ ହୁଏ ବୋଲି କୁହାଯାଏ। ସେହିପରି ତୁଳସୀଙ୍କୁ ପୂଜା କଲେ ମୋକ୍ଷ ମିଳେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ନିହାତି ଜରୁରୀ ହୋଇଥାଏ।
ତୁଳସୀ ପତ୍ରରେ ପୂଜା କଲେ ବ୍ରତ, ଯଜ୍ଞ, ଜପ, ହୋମ କରିବାର ପୂଣ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ବୋଲି କୁହାଯାଏ। କାରଣ ତୁଳସୀକୁ ଅତ୍ୟନ୍ତ ପବିତ୍ର ଭାବେ ଗଣନା କରାଯାଏ। କିନ୍ତୁ ଏହି ଦୋଷ କାଟିବା ପାଇଁ ବି ଉପାୟ ଅଛି। କିଛି ମନ୍ତ୍ର ଅଛି ଯାହାକୁ ଜପ କରି ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ନାହିଁ। ଆସନ୍ତୁ ଜାଣିବା କ’ଣ ସେହି ମନ୍ତ୍ର:
୧- ଓଁ ସୁଭଦ୍ରାୟ ନମଃ
୨- ଓଁ ସୁପ୍ରଭାୟ ନମଃ
୩-ମାତସ୍ତୁଳସୀ ଗୋବିନ୍ଦ ହୃଦୟାନନ୍ଦ କାରିଣୀ
ନାରାୟଣସ୍ୟ ପୂଜାର୍ଥଂ ଚିନୋମି ତ୍ୱାଂ ନମୋସ୍ତୁତେ
ସୌଜନ୍ୟ-ୱେବ୍ ଦୁନିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।