ଏହି ତିନୋଟି ମନ୍ତ୍ର ଉଚ୍ଚାରଣ କରି ତୁଳସୀପତ୍ର ଛିଣ୍ଡାଇଲେ ଲାଗେନି ଦୋଷ

ଧାର୍ମିକ ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପକ୍ଷୟ ହୁଏ ବୋଲି କୁହାଯାଏ। ସେହିପରି ତୁଳସୀଙ୍କୁ ପୂଜା କଲେ ମୋକ୍ଷ ମିଳେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ନିହାତି ଜରୁରୀ ହୋଇଥାଏ। ତୁଳସୀ ପତ୍ରରେ ପୂଜା କଲେ ବ୍ରତ, ଯଜ୍ଞ, ଜପ, ହୋମ କରିବାର ପୂଣ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ବୋଲି କୁହାଯାଏ। କାରଣ […]

tulasi,,

tulasi,,

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 08:54 AM IST

Sports

Latest News

ଧାର୍ମିକ ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପକ୍ଷୟ ହୁଏ ବୋଲି କୁହାଯାଏ। ସେହିପରି ତୁଳସୀଙ୍କୁ ପୂଜା କଲେ ମୋକ୍ଷ ମିଳେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ନିହାତି ଜରୁରୀ ହୋଇଥାଏ।

ତୁଳସୀ ପତ୍ରରେ ପୂଜା କଲେ ବ୍ରତ, ଯଜ୍ଞ, ଜପ, ହୋମ କରିବାର ପୂଣ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ବୋଲି କୁହାଯାଏ। କାରଣ ତୁଳସୀକୁ ଅତ୍ୟନ୍ତ ପବିତ୍ର ଭାବେ ଗଣନା କରାଯାଏ। କିନ୍ତୁ ଏହି ଦୋଷ କାଟିବା ପାଇଁ ବି ଉପାୟ ଅଛି। କିଛି ମନ୍ତ୍ର ଅଛି ଯାହାକୁ ଜପ କରି ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ନାହିଁ। ଆସନ୍ତୁ ଜାଣିବା କ’ଣ ସେହି ମନ୍ତ୍ର:

୧- ଓଁ ସୁଭଦ୍ରାୟ ନମଃ

୨- ଓଁ ସୁପ୍ରଭାୟ ନମଃ

୩-ମାତସ୍ତୁଳସୀ ଗୋବିନ୍ଦ  ହୃଦୟାନନ୍ଦ କାରିଣୀ

ନାରାୟଣସ୍ୟ ପୂଜାର୍ଥଂ ଚିନୋମି ତ୍ୱାଂ ନମୋସ୍ତୁତେ

ସୌଜନ୍ୟ-ୱେବ୍‌ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story