ଏସିଡିଟି ସମସ୍ୟାରୁ ମୁକ୍ତି ପାଇବାର ଚାରୋଟି ଘରୋଇ ଉପଚାର

ଠିକ୍ ସମୟରେ ନଖାଇବା ଅବା ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଯାଏ। ଏସିଡିଟି ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଏସିଡିଟିରେ ପୀଡ଼ିତ। ଏସିଡିଟି ହେଲେ ମୁଣ୍ଡ ଓଜନିଆ ଲାଗେ। ଛାତି ଜଳେ ଓ ପେଟରେ ଯନ୍ତ୍ରଣା ହୁଏ। ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଥିଲେ ହେଁ ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଏହାର କୁପରିଣାମ ଭୋଗି ପାରନ୍ତି। ଏସିଡିଟି ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉ। ତେବେ […]

zeeraa

zeeraa

Rakesh Mallick
  • Published: Monday, 21 August 2017
  • Updated: 13 September 2017, 01:02 PM IST

ଠିକ୍ ସମୟରେ ନଖାଇବା ଅବା ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଯାଏ। ଏସିଡିଟି ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଏସିଡିଟିରେ ପୀଡ଼ିତ। ଏସିଡିଟି ହେଲେ ମୁଣ୍ଡ ଓଜନିଆ ଲାଗେ। ଛାତି ଜଳେ ଓ ପେଟରେ ଯନ୍ତ୍ରଣା ହୁଏ। ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଥିଲେ ହେଁ ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଏହାର କୁପରିଣାମ ଭୋଗି ପାରନ୍ତି।

ଏସିଡିଟି ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉ। ତେବେ ଏସିଡିଟିର କିଛି ଘରୋଇ ଉପଚାର ରହିଛି। ଏହା ଦ୍ୱାରା ଏସିଡିଟିରୁ ଆରାମ ମିଳେ।

ଜୁଆଣି

ଦୁଇ ଚାମଚ ଜୁଆଣିକୁ ଗୋଟିଏ କପ୍‌ ପାଣିରେ ଭଲ ଭାବେ ସିଝେଇ ଦିଅନ୍ତୁ। ପାଣି ଅଧା ହୋଇଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏହି ପାଣିକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଏହାକୁ ଛାଣି ପିଇ ଦିଅନ୍ତୁ। ଏଥିରେ ଆପଣ ଟିକେ ଲୁଣ ପକେଇ ପାରିବେ।

amala

ଅଁଳା

ଯଦି ଆପଣ ଏସିଡିଟି ସମସ୍ୟା ଯୋଗୁ ଚିନ୍ତାରେ ଅଛନ୍ତି, ତା’ହେଲେ ଅଁଳା ଖାଇବା ଆରମ୍ଭ କରି ଦିଅନ୍ତୁ। ଆପଣ ଚାହିଁଲେ ଅଁଳାକୁ ଶୁଖାଇ ତାର ପାଉଡର କରି ଖାଇପାରିବେ। ବଜାରରେ ମଧ୍ୟ ଅଁଳା ଗୁଣ୍ଡ ମିଳୁଛି। ଆପଣ ତାକୁ ବି ଆଣି ଖାଇପାରିବେ।

ତୁଳସୀପତ୍ର

ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ଅନେକ ମହତ୍ତ୍ୱ ରହିଛି। ତୁଳସୀ ପତ୍ରରେ ଭରି ରହିଛି ଔଷଧୀୟ ଗୁଣ। ତେଣୁ ଆୟୁର୍ବେଦରେ ଏହାର ଗୁରୁତ୍ୱ ଅନେକ। ଏହା ଥଣ୍ଡା, କାଶ ଆଦିରୁ ଆମକୁ ରକ୍ଷା କରେ। ତେବେ ଏସିଡିଟି ଦୂର କରିବାର କ୍ଷମତା ବି ତୁଳସୀ ପତ୍ରରେ ରହିଛି।

ଜିରା ଓ କଳା ଲୁଣ

ପେଟରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ଏସିଡିଟିରୁ ମୁକ୍ତି ଦିଏ ଜିରା। ଗ୍ୟାସ୍‌ ହେଲେ କିଛି କଞ୍ଚା ଜିରାକୁ ଚୋବାଇ ଚୋବାଇ ଖାଇବା ପରେ ପାଣି ପିଇ ଦେଲେ ଆରାମ ମିଳେ। ଜିରାକୁ ଗୁଣ୍ଡ କରି ସେଥିରେ କଳା ଲୁଣ ପକାଇ ଖାଇଲେ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳେ।

ଦହି ଓ ହଳଦି

ଏସିଡିଟି ହେଲେ ଦହିରେ ହଳଦି ମିଶାଇ ଖାଆନ୍ତୁ। ବହୁତ ଫାଇଦା ମିଳିଥାଏ। ଏହା ଛଡ଼ା ପେଟ କାଟିଲେ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥିଲେ ଦହିରେ ହଳଦି ମିଶାଇ ଖାଆନ୍ତୁ। ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story