ଅଭାବ, ଅନଟନ ଲାଗି ରହୁଛି କି? ଗୋଟିଏ ନୋଟ୍ ବଦଳାଇ ଦେଇପାରେ ଆପଣଙ୍କ ଭାଗ୍ୟ

ସବୁବେଳେ ଅଭାବ, ଅନଟନ ଲାଗି ରହୁଛି କି? ପକେଟ୍‌ରେ ପଇସା ରହୁନି କି? ତା’ହେଲେ ବାସ୍ତୁ ଅନୁସାରେ ଗୋଟି ଉପାୟ ଆପଣାନ୍ତୁ। ଉପାୟଟି ବେଶ୍ ସହଜ। ଏଥିପାଇଁ ଗୋଟିଏ ନୋଟ୍‌ର ଆବଶ୍ୟକତା ରହିଛି। ମନେ ରଖନ୍ତୁ କେବଳ ନୋଟ୍ ବ୍ୟବହାର କରିବେ, କଏନ୍‌ ନୁହେଁ। ଆସନ୍ତୁ ତା’ହେଲେ ଜାଣିବା ଉପାୟଟି କ’ଣ? ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ନୋଟ୍‌ ଗୁଡ଼ିକ ମଧ୍ୟରୁ ଗୋଟିଏ ନିଅନ୍ତୁ। ଏହାକୁ ଲାଲ ସୂତାରେ ବାନ୍ଧି ଦିଅନ୍ତୁ। ତା’ପରେ ଏହାକୁ ଠାକୁର ଘରେ […]

note

note

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 09:41 AM IST

Sports

Latest News

ସବୁବେଳେ ଅଭାବ, ଅନଟନ ଲାଗି ରହୁଛି କି? ପକେଟ୍‌ରେ ପଇସା ରହୁନି କି? ତା’ହେଲେ ବାସ୍ତୁ ଅନୁସାରେ ଗୋଟି ଉପାୟ ଆପଣାନ୍ତୁ। ଉପାୟଟି ବେଶ୍ ସହଜ। ଏଥିପାଇଁ ଗୋଟିଏ ନୋଟ୍‌ର ଆବଶ୍ୟକତା ରହିଛି। ମନେ ରଖନ୍ତୁ କେବଳ ନୋଟ୍ ବ୍ୟବହାର କରିବେ, କଏନ୍‌ ନୁହେଁ। ଆସନ୍ତୁ ତା’ହେଲେ ଜାଣିବା ଉପାୟଟି କ’ଣ?

ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ନୋଟ୍‌ ଗୁଡ଼ିକ ମଧ୍ୟରୁ ଗୋଟିଏ ନିଅନ୍ତୁ। ଏହାକୁ ଲାଲ ସୂତାରେ ବାନ୍ଧି ଦିଅନ୍ତୁ। ତା’ପରେ ଏହାକୁ ଠାକୁର ଘରେ ରାଧାକୃଷ୍ଣଙ୍କ ଫଟୋ ପଛରେ ବା ତଳେ ରଖି ଦିଅନ୍ତୁ। ନୋଟ୍‌ ରଖିବା ସମୟରେ ମନରେ ଥିବା ଇଚ୍ଛାକୁ ଭଗବାନଙ୍କ ସମ୍ମୁଖରେ କୁହନ୍ତୁ।

ଏହି ଉପାୟକୁ ୪୧ ଦିନ ପର୍ଯ୍ୟନ୍ତ ପାଳନ କରନ୍ତୁ। ତା’ସହିତ ରାଧାକୃଷ୍ଣଙ୍କୁ ମିଠା ଭୋଗ ଲଗାନ୍ତୁ।

ଏହି ଉପାୟ ଅବଲମ୍ୱନ କଲେ ଧନ ସମସ୍ୟା ସହିତ ଘରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୁଏ ବୋଲି କୁହାଯାଏ। ୪୧ ଦିନ ପୂରଣ ହୋଇଗଲା ପରେ ଉକ୍ତ ନୋଟ୍‌ଟିକୁ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ। ଭୁଲରେ ମଧ୍ୟ ଏହି ନୋଟକୁ ଆଉ ବ୍ୟବହାର କରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story