ଗର୍ଭବତୀ ହେବାର ଉପଯୁକ୍ତ ବୟସ କେତେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନର କ୍ୟାରିୟର ମନସ୍କ ଯୁବପିଢୀ ବିବାହକୁ ନେଇ ବେଶି ତତ୍ପରତା ଦେଖାଉନାହାନ୍ତି। ପିଲାଙ୍କ ଖୁସିକୁ ଦୃଷ୍ଟିରେ ରଖି ବାପାମା’ ମଧ୍ୟ ସେମାନଙ୍କ ବିବାହକୁ ବେଶି ଗୁରୁତ୍ୱ ଦେଉ ନାହାନ୍ତି। ତେବେ ମହିଳାଙ୍କ କ୍ଷେତ୍ରରେ ବିଳମ୍ୱରେ ବିବାହ ଭବିଷ୍ୟତରେ ବହୁ ସମସ୍ୟାକୁ ଡାକି ଆଣିପାରେ। ଯେପରିକି ମହିଳାମାନେ ମା’ ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ। ଏହି ସମୟ ଅତିକ୍ରମ କଲେ ଗର୍ଭପାତ ହେବାର ଆଶଙ୍କା ବଢ଼ିଯାଇଥାଏ। ଆସନ୍ତୁ ଜାଣିବା, ଜଣେ ମହିଳା […]

mmmm

mmmm

Puspanjali Panda
  • Published: Sunday, 08 September 2019
  • Updated: 08 September 2019, 01:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନର କ୍ୟାରିୟର ମନସ୍କ ଯୁବପିଢୀ ବିବାହକୁ ନେଇ ବେଶି ତତ୍ପରତା ଦେଖାଉନାହାନ୍ତି। ପିଲାଙ୍କ ଖୁସିକୁ ଦୃଷ୍ଟିରେ ରଖି ବାପାମା’ ମଧ୍ୟ ସେମାନଙ୍କ ବିବାହକୁ ବେଶି ଗୁରୁତ୍ୱ ଦେଉ ନାହାନ୍ତି। ତେବେ ମହିଳାଙ୍କ କ୍ଷେତ୍ରରେ ବିଳମ୍ୱରେ ବିବାହ ଭବିଷ୍ୟତରେ ବହୁ ସମସ୍ୟାକୁ ଡାକି ଆଣିପାରେ। ଯେପରିକି ମହିଳାମାନେ ମା’ ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ। ଏହି ସମୟ ଅତିକ୍ରମ କଲେ ଗର୍ଭପାତ ହେବାର ଆଶଙ୍କା ବଢ଼ିଯାଇଥାଏ।

ଆସନ୍ତୁ ଜାଣିବା, ଜଣେ ମହିଳା ପାଇଁ ମା’ ହେବାର ଉପଯୁକ୍ତ ବସୟ କ’ଣ ରହିବା ଉଚିତ।

-୨୦ ରୁ ୩୦ ବର୍ଷ ପର୍ଯ୍ୟନ୍ତ ସମୟସୀମାକୁ ମା’ ହେବା ନିମନ୍ତ ଉପଯୁକ୍ତ ସମୟ ବୋଲି କୁହାଯାଏ। ଏହି  ବର୍ଗର ମହିଳା ଗର୍ଭାବସ୍ଥା ସହିତ ଜଡ଼ିତ ସମସ୍ତ ସମସ୍ୟାକୁ ସାମ୍ନା କରିପାରିଥାନ୍ତି। ଅନ୍ୟ ସମୟ ଅପେକ୍ଷା ଏହି ସମୟରେ ମହିଳାଙ୍କ ଗର୍ଭାଶୟରେ ଗର୍ଭଧାରଣ କ୍ଷମତା ଅଧିକ ରହିଥାଏ।

-ସେହିପରି ୩୦ରୁ ୩୯ ବୟସ ବର୍ଗର ମହିଳାଙ୍କ ଗର୍ଭାବସ୍ଥା ସମୟରେ ଅନେକ ସମସ୍ୟା ଦେଖା ଦେଇଥାଏ। ଯାହା ପେଟରେ ବଢୁଥିବା ପିଲା ଉପରେ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଏହି ବୟସରେ ଗର୍ଭପାତ ହେବାର ଆଶଙ୍କା ଅଧିକ ରହିଥାଏ।

-ଏକ ଗବେଷଣା ଜଣାଯାଇଛି ଯେ ୪୦ରୁ ୪୯ ବର୍ଷ ବୟସରେ ମହିଳା ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁ ପ୍ରତି ବିପଦ ଦେଖାଦେଇଥାଏ। ଯେପରିକି ସମୟ ପୂର୍ବରୁ ଶିଶୁ ଜନ୍ମ ହେବା, ଶିଶୁର ଓଜନ କମ୍‌ ହେବା, ଜନ୍ମରୁ ହିଁ ରୋଗଗ୍ରସ୍ତ ହେବା ପରି ଲକ୍ଷଣ ଦେଖା ଦେଇଥାଏ।

ଏପରିକି ଜନ୍ମ ସମୟରେ ଅନେକ ଶିଶୁଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଏହି ବୟସରେ ମହିଳାମାନେ ଡାଇବେଟିସ୍‌ ଓ ରକ୍ତଚାପରେ ପୀଡ଼ିତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭପାତ ହେବାର ଆଶଙ୍କା ଦୁଇଗୁଣା ବଢ଼ିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story