ଛୋଟପିଲାଙ୍କର ଆଙ୍ଗୁଳିକୁ ପାଟିରେ ପୁରାଇବାର ଏକ ବଦ ଅଭ୍ୟାସ ରହିଥାଏ। ଆଉ ମା ବାପା ତାଙ୍କ ପିଲାର ଏହି ବଦଅଭ୍ୟାସ ଉପରେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। ପିଲା ବଡ ହେବାପରେ ଏହି ଅଭ୍ୟାସ ଚାଲିଯିବ ବୋଲି ସେ ଭାବନ୍ତି। କିନ୍ତୁ ଏହି ଅଭ୍ୟସକୁ ପ୍ରଥମରୁ ନଛଡାଇଲେ ପରେ ଏହା ପିଲାପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆଙ୍ଗୁଳି ଚୁଚୁମିବା ଦ୍ୱାରା ସାଧାରଣତଃ ଦାନ୍ତ ବାହାରକୁ ବାହାରିଯାଇଥାଏ। ଏହା ଦ୍ୱାରା ପିଲାର ଦାନ୍ତ ଅଙ୍କାବଙ୍କା ହୋଇଯାଇଥାଏ ଓ ଦାନ୍ତ ଦାନ୍ତ ମଧ୍ୟରେ ଫାଙ୍କା ଆସିଯାଇଥାଏ। ଯାହା ଦ୍ୱାରା ଖାଦ୍ୟଗ୍ରହଣ କରିବା ସମୟରେ ଅସୁବିଧା ଦେଖାଦେଇଥାଏ। ଏଥିସହ ହାତ ପାଟିରେ ପୁରାଇବା ଦ୍ୱାରା ପିଲାକୁ ଇନ୍ଫେକେସନ ହୋଇଥାଏ ଓ ନିଶ୍ୱାସ ନେବାର ମଧ୍ୟ ସମସ୍ୟା ଦେଖାଦେଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...