କାହିଁକି ହୋଇଥାଏ ଗାଲରେ ଡିମ୍ପଲ୍‌? ବିଜ୍ଞାନରେ ରହିଛି ଏପରି ମତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଏପରି ଅନେକ ଝିଅଙ୍କୁ ଦେଖିଥିବେ, ଯେଉଁମାନେ ହସିଲେ ତାଙ୍କ ଗାଲ ଏବଂ ଓଠରେ ଡିମ୍ପଲ୍‌ ଦେଖାଯାଇଥାଏ । ଗାଲରେ ଡିମ୍ପଲ୍ ଆସିଲେ, ଚେହେରାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଡିମ୍ପଲ୍ ଯୁବପିଢିଙ୍କୁ କିମିଆ କରେ। ସେଲିବ୍ରିଟିଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟଙ୍କ ଗାଲରେ ମଧ୍ୟ ଡିମ୍ପଲ୍‌ ପଡ଼ୁଥିବା ଆପଣ ଦେଖିଥିବେ।  ତେବେ ଯେଉଁମାନଙ୍କ ଗାଲରେ ଡିମ୍ପଲ୍‌ ପଡ଼ିଥାଏ, ତାଙ୍କ ହସ ପଛରେ ସାରା ଦୁନିଆ ପାଗଳ […]

b-10-1

b-10-1

Puspanjali Panda
  • Published: Saturday, 23 February 2019
  • Updated: 23 February 2019, 12:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଏପରି ଅନେକ ଝିଅଙ୍କୁ ଦେଖିଥିବେ, ଯେଉଁମାନେ ହସିଲେ ତାଙ୍କ ଗାଲ ଏବଂ ଓଠରେ ଡିମ୍ପଲ୍‌ ଦେଖାଯାଇଥାଏ । ଗାଲରେ ଡିମ୍ପଲ୍ ଆସିଲେ, ଚେହେରାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଡିମ୍ପଲ୍ ଯୁବପିଢିଙ୍କୁ କିମିଆ କରେ। ସେଲିବ୍ରିଟିଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟଙ୍କ ଗାଲରେ ମଧ୍ୟ ଡିମ୍ପଲ୍‌ ପଡ଼ୁଥିବା ଆପଣ ଦେଖିଥିବେ। 

ତେବେ ଯେଉଁମାନଙ୍କ ଗାଲରେ ଡିମ୍ପଲ୍‌ ପଡ଼ିଥାଏ, ତାଙ୍କ ହସ ପଛରେ ସାରା ଦୁନିଆ ପାଗଳ ହୋଇଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି ଗାଲରେ ଡିମ୍ପଲ୍‌ ପଡ଼ିବାର କାରଣ କ'ଣ?ଡାକ୍ତରଙ୍କ ମତରେ ଗାଲ ଓ ଥୋଡ଼ିରେ ଡିମ୍ପଲ୍‌ ପଡ଼ିବା ଏକ ରୋଗର ଲକ୍ଷଣ। ଏବେ ଆପଣ ଚିନ୍ତା କରୁଥିବେ, ଯେଉଁ ଡିମ୍ପଲ୍‌ ପାଇଁ ସାରା ଦୁନିଆ ପାଗଳ, ତାହା ଏକ ରୋଗ କେମିତି ହୋଇପାରେ?

 ଡିମ୍ପଲ୍‌କୁ ନେଇ କ'ଣ କୁହେ ବିଜ୍ଞାନ ?
କିଛି ଝିଅଙ୍କର ତ୍ୱଚାର ମାଂସପେଶୀ କୌଣସି କାରଣରୁ ଛୋଟ ରହିଯାଇଥାଏ ଏବଂ ହସିବା ସମୟରେ ଏହା ଟାଣି ହୋଇ ଡିମ୍ପଲ୍‌ରେ ପରିଣତ ହୋଇଥାଏ। ସେହି ଛୋଟ ମାଂସପେଶୀର ଅଭାବକୁ ପୂରଣ କରିବା ପାଇଁ ଝିଅଙ୍କ ଗାଲରେ ଡିମ୍ପଲ୍‌ ଆକାର ସୃଷ୍ଟି ହୋଇଥାଏ।

ତେବେ ବିଜ୍ଞାନରେ ଆହୁରି ମଧ୍ୟ ମତ ରହିଛି ଯେ, ମା’ ପେଟରେ ଥିବା ସମୟରେ ଛୁଆ ଗାଲରେ ଡିମ୍ପଲ୍‌ ରହିଥାଏ। ମା’ ପେଟରେ ଥିବା ସମୟରେ କୌଣସି କାରଣରୁ ଛୁଆର ସବ୍‌କ୍ୟୁଟାନିଅସ୍‌ କନେକ୍ଟିଭିଟି ଟିସୁ (Subcutaneous connective tissue) ରେ ପରିବର୍ତ୍ତନ ଆସିଥାଏ ଏବଂ ଯାହା ଯୋଗୁ ଛୁଆ ଗାଲରେ ହିଁ ଡିମ୍ପଲ୍‌ ସୃଷ୍ଟି ହୋଇଥାଏ।

କିଛି ଲୋକଙ୍କ ସହିତ ଏପରି ହୋଇଥାଏ ଯେ, ପିଲାଦିନେ ତାଙ୍କ ମୁହଁରେ ଡିମ୍ପଲ୍‌ ପଡ଼ିଥାଏ କିନ୍ତୁ ବଡ଼ ହେଲା ପରେ ସେହି ଡିମ୍ପଲ୍‌ ଦେଖା ଯାଇନଥାଏ। ଏହାର କାରଣ ପିଲାଦିନେ ଛୁଆ ଗାଲରେ ଥିବା ବେବି ଫ୍ୟାଟ୍‌ ଶେଷ ହୋଇଗଲା ପରେ ବଡ଼ ହେବା ପରେ ଡିମ୍ପଲ୍‌ ମଧ୍ୟ ପଡ଼ିନଥାଏ।

ତେବେ ଡିମ୍ପଲକୁ ବିଜ୍ଞାନରେ ‘ଜେଲାସିନ୍’ ବୋଲି କୁହାଯାଇଥାଏ। ଏହା ଶରୀରର ଯେ କୌଣସି ସ୍ଥାନରେ ମଧ୍ୟ ଦେଖାଯାଇଥାଏ। ଯେପରିକି କାନ୍ଧ ଓ  ମୁହଁର ଥୋଡ଼ି ମଧ୍ୟ ଡିମ୍ପଲ୍‌ ପଡ଼ିଥାଏ।

ଗାଲରେ ଡିମ୍ପଲ୍‌ ପଡ଼ିବା ପରେ ସବୁଠାରୁ ଅଧିକ ଡିମ୍ପଲ୍‌ ଓଠରେ ନିମ୍ନଭାଗରେ ପଡ଼ିଥାଏ। ତେବେ ଓଠରେ ଡିମ୍ପଲ୍‌ ହେବା ଆନୁବଂଶିକ ଯୋଗୁ ହୋଇଥାଏ। ଏଥିରେ ମାଂସପେଶୀଜନିତ କୌଣସି ସମସ୍ୟା ରହିନଥାଏ।

ମା’ ପେଟରେ ଥିବା ସମୟରେ ପିଲାର ବାମ ଓ ଡ଼ାହାମ ପଟ ଥୋଡ଼ିର ହାଡ଼ ପରସ୍ପର ନ ମିଶି ପାରିଲେ ଥୋଡ଼ିରେ ଡିମ୍ପଲ୍‌ ରହିଥାଏ। ତେବେ ବିଜ୍ଞାନରେ ଏହାକୁ ଆନୁବଂଶିକ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story