କ୍ଷୀପ୍ର ବେଗରେ ଆଗେଇ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ

ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସର୍ବାଧିକ ପଥ ରହିଥିବା ବୌଦ୍ଧ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି ।

Manoj Swain
  • Published: Tuesday, 12 March 2024
  • Updated: 12 March 2024, 07:26 PM IST

Sports

Latest News

ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସର୍ବାଧିକ ପଥ ରହିଥିବା ବୌଦ୍ଧ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି । ଗମନା ଗମନରେ ଯୋଡି ହେବ ବିକାଶର ଆଉ ଏକ ଫର୍ଦ୍ଦ। ସ୍ବପ୍ନର ପ୍ରୋଜେକ୍ଟକୁ ପୁର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଲାଗି ପଡିଛନ୍ତି ଶ୍ରମିକ। ପଶ୍ଚିମ ଓଡିଶାକୁ ସିଧାସଳଖ ରାଜଧାନୀ ଭୁବନେଶ୍ୱର ସହ ଯୋଡିବା ଲକ୍ଷରେ ଇଂରେଜ ଅମଳରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପରିକଳ୍ପନା ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos