ଗଳାବାଟରେ ଭିନ୍ନକ୍ଷମ କମିଶନର ନିଯୁକ୍ତି !

  • Published: Sunday, 08 October 2023
  • , Updated: 08 October 2023, 03:11 PM IST

ରାଜ୍ୟ ଭିନ୍ନକ୍ଷମ କମିଶନର ପଦ ୧୯ ମାସ ଧରି ଖାଲି ପଡ଼ିଲା। ଶେଷରେ ଏହି ପଦ ପୂରଣ ବଳେ ବହୁ ଦାବି ସତ୍ତ୍ବେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତ କମିଶନର ଭାବେ ନିଯୁକ୍ତି ଦିଆଗଲା ନାହିଁ, ବରଂ ଜଣେ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ସବୁ ନିୟମକୁ ମୋଡ଼ି ମକଚି ଦିଆଯିବା ଦେଖାଗଲା ।

Related story