ଆଗ୍ରା: ମଧ୍ୟାହ୍ନ ଭୋଜନରେ ଦୁଗ୍ଧ ପିଇ ୮୦ ଶିଶୁ ଗୁରୁତର

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଓଣ୍ଟାଗିରି ଗାଁରେ ବୁଧବାର ମଧ୍ୟହ୍ନ ଭୋଜନରେ ଦିଆଯାଉଥିବା ଦୁଗ୍ଧ ପିଇ ୮୦ ଛାତ୍ରଛାତ୍ରୀ ଗୁରୁତର ହୋଇପଡିଛନ୍ତି। ଆହତଙ୍କ ମଧ୍ୟରୁ ୬୦ଜଣ ଶିଶୁଙ୍କୁ ଖେରାଗଡ ମେଡିକାଲ କଲେଜ ଓ ଅନ୍ୟ ୨୦ଜଣ ଶିଶୁଙ୍କୁ ଆଗ୍ରା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥମାନେ ୧ରୁ ୫ ଶ୍ରେଣୀରେ ଛାତ୍ରୀଛାତ୍ର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏସଏନ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏ […]

Mid-deal-

Mid-deal-

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 05:57 PM IST

Sports

Latest News

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଓଣ୍ଟାଗିରି ଗାଁରେ ବୁଧବାର ମଧ୍ୟହ୍ନ ଭୋଜନରେ ଦିଆଯାଉଥିବା ଦୁଗ୍ଧ ପିଇ ୮୦ ଛାତ୍ରଛାତ୍ରୀ ଗୁରୁତର ହୋଇପଡିଛନ୍ତି। ଆହତଙ୍କ ମଧ୍ୟରୁ ୬୦ଜଣ ଶିଶୁଙ୍କୁ ଖେରାଗଡ ମେଡିକାଲ କଲେଜ ଓ ଅନ୍ୟ ୨୦ଜଣ ଶିଶୁଙ୍କୁ ଆଗ୍ରା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥମାନେ ୧ରୁ ୫ ଶ୍ରେଣୀରେ ଛାତ୍ରୀଛାତ୍ର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏସଏନ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ପୋଲିସ ରୋଷେୟା ଓ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପ୍ରତି ବୁଧବାର ପରି ଆଜି ମଧ୍ୟ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଦୁଗ୍ଧ ପ୍ରଦାନ କରାଯାଇଥିଲା । ତେବେ କେଉଁ କାରଣରୁ ଦୁଗ୍ଧ ବିଷାକ୍ତ ହୋଇଛି ସେ ନେଇ ତଦନ୍ତ ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାସହ ଖାଦ୍ୟ ଓ ଦୁଗ୍ଧ ନମୁନାକୁ ଯାଞ୍ଚ ପାଇଁ ପଠାଇଯାଇଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story