ଆଜି ଉତକ୍ଷେପଣ ହେବ ଜିଏସଏଲଭି-୬ ରକେଟ

ଶ୍ରୀହରିକୋଟା: ଆଜି ଭାରତୀୟ ମହାକାଶ ଗବେଷଣା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଅପରାହ୍ନ ୪ଟା ୫୨ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଜିଏସଏଲଭି-୬ ରକେଟ୍ । ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରାୟୋଜେନିକ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଯାହା ମାଧ୍ୟମରେ ଜିସ୍ୟାଟ୍-୬ ଉପଗ୍ରହ ମହାକାଶକୁ ଛଡ଼ାଯିବ। ଏହା ଏକ ଯୋଗାଯୋଗ ଉପଗ୍ରହ। ଏଥିରେ ଇସ୍ରୋ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ଆଣ୍ଟେନା ମଧ୍ୟ ବ୍ୟବହୃତ ହୋଇଛି। ଏହା […]

jslv

jslv

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 05:21 AM IST

ଶ୍ରୀହରିକୋଟା: ଆଜି ଭାରତୀୟ ମହାକାଶ ଗବେଷଣା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଅପରାହ୍ନ ୪ଟା ୫୨ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଜିଏସଏଲଭି-୬ ରକେଟ୍ । ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରାୟୋଜେନିକ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଯାହା ମାଧ୍ୟମରେ ଜିସ୍ୟାଟ୍-୬ ଉପଗ୍ରହ ମହାକାଶକୁ ଛଡ଼ାଯିବ। ଏହା ଏକ ଯୋଗାଯୋଗ ଉପଗ୍ରହ। ଏଥିରେ ଇସ୍ରୋ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ଆଣ୍ଟେନା ମଧ୍ୟ ବ୍ୟବହୃତ ହୋଇଛି। ଏହା ମୋବାଇଲରେ ଡାଇରେକ୍ଟ ଭଏସ ଓ ଡାଟା ଲିଙ୍କକୁ ସକ୍ଷମ କରାଇବାରେ ସହାୟକ ହୋଇପାରିବ। ଦୂରଦୂରାନ୍ତ ଅଞ୍ଚଳରେ ଯୋଗାଯୋଗ ସେବା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ। ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ବା ଇସ୍ରୋର ସ୍ୱଦେଶୀ କ୍ରାୟୋଜେନିକ ଜ୍ଞାନକୌଶଳକୁ ଶକ୍ତିଶାଳୀ କରିବା ମିଶନର ଏହା ହେଉଛି ଏକ ଅଂଶବିଶେଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story