ଆଜି ପ୍ରଧାନମନ୍ତ୍ରୀ କରିବେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମହତ୍ୱାକାଂକ୍ଷୀ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଦିଲ୍ଲୀରେ ଶୁଭାରମ୍ଭ କରିବେ । ଦେଶର ସବୁ ଲୋକ ଯେଭଳି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଲାଭ ପାଇପାରିବେ ସେଇ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ବ୍ରଡବ୍ୟାଣ୍ଡ ହାଇବେ, ସମସ୍ତଙ୍କୁ ଫେ।ନ, ସର୍ବସାଧାରଣ ଇଣ୍ଟରନେଟ୍ ସୁବିଧା, ଇ-ଗଭର୍ଣ୍ଣାସ, ଇ-କ୍ରାନ୍ତି, ଇଲେକ୍ଟ୍ରୋନିକ୍ ଉତ୍ପାଦନ ବୃଦ୍ଧି ଓ ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଭଳି ୯ଟି ଯୋଜନା ଏଥିରେ କାର୍ଯ୍ୟକାରୀ ହେବ । […]

narendra-Modi-

narendra-Modi-

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 02:53 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମହତ୍ୱାକାଂକ୍ଷୀ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଦିଲ୍ଲୀରେ ଶୁଭାରମ୍ଭ କରିବେ । ଦେଶର ସବୁ ଲୋକ ଯେଭଳି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଲାଭ ପାଇପାରିବେ ସେଇ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ବ୍ରଡବ୍ୟାଣ୍ଡ ହାଇବେ, ସମସ୍ତଙ୍କୁ ଫେ।ନ, ସର୍ବସାଧାରଣ ଇଣ୍ଟରନେଟ୍ ସୁବିଧା, ଇ-ଗଭର୍ଣ୍ଣାସ, ଇ-କ୍ରାନ୍ତି, ଇଲେକ୍ଟ୍ରୋନିକ୍ ଉତ୍ପାଦନ ବୃଦ୍ଧି ଓ ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଭଳି ୯ଟି ଯୋଜନା ଏଥିରେ କାର୍ଯ୍ୟକାରୀ ହେବ । ସାତ ଦିନ ଧରି ଦେଶର ୬ ଶହ ଜିଲ୍ଲାରେ ଏ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଇଲେକଟ୍ରୋନିକ୍ସ ଓ ଇନଫରମେସନ ଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ନ୍ୟାଶନାଲ ଇ- ଗଭର୍ଣ୍ଣାସ ଡିଭିଜନ ଏ ନେଇ ମେସେଜିଂ କ୍ୟାମ୍ପେନ, ଗେମ୍, ବିଜ୍ଞାପନ ଆଦି ଜରିଆରେ ଦେଶର ଗ୍ରାମାଞ୍ଚଳରେ ପହଞ୍ଚିବା ଲାଗି ଉଦ୍ୟମ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଲକ୍ଷ କୋଟି ଟଙ୍କ।ର ବିଭିନ୍ନ ଯୋଜନା ଘୋଷଣା କରିବେ । ଏଗୁଡିକ ମଧ୍ୟରେ ରହିଛି ଡିଜିଟାଲ୍ ଲକର, ଇ-ଏଜୁକେସନ, ଇ-ହେଲଥ, ଓ ନ୍ୟାଶନାଲ ସ୍କଲାରସିପ୍ ପୋର୍ଟାଲ, ଭାରତ ନେଟ୍ ଓ ନେକ୍ସଟ ଜେନେରେସନ ନେଟୱର୍କ ଭଳି ଯୋଜନା । ଡିଜିଟାଲ ଇଣ୍ଡିଆ ଯୋଜନା ଅନ୍ତର୍ଗତ, ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ ସେବା ଓ ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ପହଞ୍ଚାଇବାକୁ ଉଦ୍ୟମ କରାଯିବ । ଏ ନେଇ ଡିଜିଟାଲ ଇଣ୍ଡିଆ ପୋର୍ଟାଲ, ମାଇଁ ଗଭ୍ ମୋବାଇଲ ଆପ୍, ସ୍ୱଚ୍ଛ ଭାରତ୍ ମିଶନ ନ୍ୟାଶନାଲ ଆପ୍ ଓ ଆଧାର ମୋବାଇଲ ଅପଡେଟ୍ ଆପ୍ ଭଳି ଆପ୍ଲିକେସନ ଆରମ୍ଭ କରାଯିବ । ଆଇଟି ଓ ଯୋଗାଯୋଗ ମନ୍ତ୍ରାଳୟ ନୋଡାଲ ଏଜେନ୍ସି ଭାବେ ଏସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story