ଉଦାମପୁରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ୨ ଯବାନ ସହିଦ, ୧୦ ଆହତ

ଜାମ୍ମୁ: ଜାମ୍ମୁକାଶ୍ମୀରର ଉଦାମପୁରଜିଲ୍ଲା ଜାମ୍ମୁ-ଶ୍ରୀନଗରରେ ବୁଧବାର ସକାଳେ ଆତଙ୍କବାଦୀମାନେ ଶ୍ରୀନଗର ଯାଉଥିବା ବିଏସଏଫର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇଜଣ ଯବାନ ସହିଦ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଘଟଣାସ୍ଥଳରେ ସିଆରପିଏଫର ଏକ ଦଳ ପହଞ୍ଚିଛି । ବିଏସଏଫ ପ୍ରବକ୍ତା […]

j$k

j$k

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 09:37 AM IST

Sports

Latest News

ଜାମ୍ମୁ: ଜାମ୍ମୁକାଶ୍ମୀରର ଉଦାମପୁରଜିଲ୍ଲା ଜାମ୍ମୁ-ଶ୍ରୀନଗରରେ ବୁଧବାର ସକାଳେ ଆତଙ୍କବାଦୀମାନେ ଶ୍ରୀନଗର ଯାଉଥିବା ବିଏସଏଫର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇଜଣ ଯବାନ ସହିଦ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଘଟଣାସ୍ଥଳରେ ସିଆରପିଏଫର ଏକ ଦଳ ପହଞ୍ଚିଛି ।

ବିଏସଏଫ ପ୍ରବକ୍ତା ବିଶ୍ୱ ବନ୍ଧୁ କହିଛନ୍ତି ଯେ, ୪ଜଣ ଆତଙ୍କବାଦୀ ବୁଧବାର ସକାଳ ପ୍ରାୟ ସାଢେ ୭ଟାରେ ଆକ୍ରମଣ କରିଥିଲେ । ଯବାନଙ୍କ ପଲଟା ଆକ୍ରମଣରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି । ଆହତ ଆତଙ୍କବଦୀ ନିକଟସ୍ଥ ଏକ ଘରେ ପଶିଯାଇଛି । ତାକୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଛି । ଅନ୍ୟ ଦୁଇ ଆତଙ୍କବାଦୀ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଖସି ପଳାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ପୋଷାକରେ ଆସିଥିଲେ । ଆକ୍ରମଣ କରିବା ପରେ ଜଣେ ଆତଙ୍କବାଦୀ ସେନାର ଏକ ବସରେ ପଶିବାକୁ ଚେଷ୍ଟା କରିଥିଲା । ଜାମ୍ମୁ-କାଶ୍ମୀର ହାଇୱେରେ ବିଏସଏଫ ଯବାନମାନେ ଶ୍ରୀନଗର ଯାଉଥିବାବେଳେ ଜାମ୍ମୁଠାରୁ ୮୦ କି.ମି. ଦୂରରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନ ବିପରୀତ ଦିଗରୁ ଏକ ଟ୍ରକରେ ଆସି ବିଏସଏଫ ଯବାନମାନେ ଯାଉଥିବା ଗାଡି ଉପରକୁ ପ୍ରଥମେ ଗ୍ରେନେଟ ମାଡ କରିଥିଲେ ଓ ପରେ ଫାଇରିଂ ଆରମ୍ଭ କରି ଦେଇଥିଲେ । ଆତଙ୍କବାଦୀଙ୍କ ପାଖରେ ସ୍ୱୟଂ ଚାଳିତ ମାରଣାସ୍ତ୍ର ରହିଛି । ଏହି ଆକ୍ରମଣରେ ଆହତ ସମସ୍ତ ଯବାନଙ୍କୁ ଉଦାମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉଦାମପୁରରୁ ଚେନ୍ନାଇ ରାସ୍ତାକୁ ବନ୍ଦ କରି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story