କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ରାହୁଲଙ୍କ ଦାବି

ନୂଆଦିଲ୍ଲୀ: ସିଲେକସନ୍‌ ନୁହେଁ ଇଲେକସନ୍‌ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଆଜି ଏକଥା କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଥିବା ରାହୁଲ ଗାନ୍ଧି । ସେ କହିଛନ୍ତି, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ ହେଉଛି, ତା’ର ଉତ୍ତର ଦେଇ ରାହୁଲ କହିଛନ୍ତି, “ଦଳ ତୁରନ୍ତ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିବା […]

wwww

wwww

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 03:27 PM IST

Sports

Latest News

ନୂଆଦିଲ୍ଲୀ: ସିଲେକସନ୍‌ ନୁହେଁ ଇଲେକସନ୍‌ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଆଜି ଏକଥା କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଥିବା ରାହୁଲ ଗାନ୍ଧି । ସେ କହିଛନ୍ତି, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ ହେଉଛି, ତା’ର ଉତ୍ତର ଦେଇ ରାହୁଲ କହିଛନ୍ତି, “ଦଳ ତୁରନ୍ତ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିବା ଦରକାର। ଏଥିରେ ବହୁତ ବିଳମ୍ବ ହୋଇଗଲାଣି।  ମୁଁ ଏହି ଅଧ୍ୟକ୍ଷ ପଦ ଚୟନ ପ୍ରକ୍ରିୟାରେ ଆଦୌ ସାମିଲ ହୋଇନାହିଁ।

ମୁଁ ପୂର୍ବରୁ ହିଁ ମୋର ଇସ୍ତଫା ଦେଇ ସାରିଛି। ମୁଁ ଆଉ ଦଳର ଅଧ୍ୟକ୍ଷ ନୁହେଁ। ସିଡବ୍ଲ୍ୟୁସି ତୁରନ୍ତ ଏକ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବା ଉଚିତ। ସେହିପରି କଂଗ୍ରେସର ଆଗାମୀ ଅଧ୍ୟକ୍ଷ ନେହରୁ କିମ୍ବା ଗାନ୍ଧି ପରିବାରରୁ ହେବେ ନାହିଁ। ”

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଦଳର ବରିଷ୍ଠ ନେତା ଓ କର୍ମୀ ରାହୁଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ରାହୁଲ ନିଜର ନିଷ୍ପତ୍ତି ବଦଳାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story