ମୁମ୍ବାଇ: କୋଇଲା ଦୁର୍ନୀତିରେ ଛନ୍ଦି ହୋଇଥିବା ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ସନ୍ଥୋଷ ବାଗ୍ରୋଡିଆଙ୍କୁ ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଜାମିନ୍ ଦେଇଛନ୍ତି। ମହାରାଷ୍ଟ୍ରର ବାନ୍ଦର କୋଇଲା ବ୍ଲକ ଆବଣ୍ଟନକୁ ନେଇ ଦୁର୍ନୀତିରେ ଛନ୍ଦି ହୋଇଥିବା ଏହି ରାଜନେତାଙ୍କୁ ସ୍ୱତନ୍ତ୍ର ସିବିଆଇ ଜଜ ଭାରତ ପରାଶର ଜାମିନ ଦେଇଛନ୍ତି। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ତେବେ ଏଥିରେ ସମ୍ପୃକ୍ତିଥିବା ରାଜ୍ୟସଭା ସଦସ୍ୟ ବିଜୟ ଦାଦ୍ରା, ତାଙ୍କ ପୁଅ ଦେବେନ୍ଦ୍ର ଦାଦ୍ରା, ପୂର୍ବତନ କୋଇଲା ସଚିବ ଏଚ.ସି. ଗୁପ୍ତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏଲଏସ ଜାନୋତୀ, ଏଏମଆର ଏବଂ ଷ୍ଟିଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୈସୱାଲ ପ୍ରମୁଖ ଏବେ ବି ପୋଲିସ ହେପାହତରେ ଅଛନ୍ତି। ସେମାନଙ୍କ ନାମରେ ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୪୨୦ (ଠକେଇ) ଓ ୪୦୯ ପରି ଧାରା ଲଗାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।