କୋଇଲା ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ବାଗ୍ରୋଡିଆଙ୍କୁ ଜାମିନ୍

ମୁମ୍ବାଇ: କୋଇଲା ଦୁର୍ନୀତିରେ ଛନ୍ଦି ହୋଇଥିବା ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ସନ୍ଥୋଷ ବାଗ୍ରୋଡିଆଙ୍କୁ ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଜାମିନ୍ ଦେଇଛନ୍ତି। ମହାରାଷ୍ଟ୍ରର ବାନ୍ଦର କୋଇଲା ବ୍ଲକ ଆବଣ୍ଟନକୁ ନେଇ ଦୁର୍ନୀତିରେ ଛନ୍ଦି ହୋଇଥିବା ଏହି ରାଜନେତାଙ୍କୁ ସ୍ୱତନ୍ତ୍ର ସିବିଆଇ ଜଜ ଭାରତ ପରାଶର ଜାମିନ ଦେଇଛନ୍ତି। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ତେବେ ଏଥିରେ ସମ୍ପୃକ୍ତିଥିବା ରାଜ୍ୟସଭା ସଦସ୍ୟ ବିଜୟ ଦାଦ୍ରା, ତାଙ୍କ ପୁଅ ଦେବେନ୍ଦ୍ର ଦାଦ୍ରା, ପୂର୍ବତନ କୋଇଲା […]

santosh-bagrodia

santosh-bagrodia

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 10:45 AM IST

Sports

Latest News

ମୁମ୍ବାଇ: କୋଇଲା ଦୁର୍ନୀତିରେ ଛନ୍ଦି ହୋଇଥିବା ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ସନ୍ଥୋଷ ବାଗ୍ରୋଡିଆଙ୍କୁ ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଜାମିନ୍ ଦେଇଛନ୍ତି। ମହାରାଷ୍ଟ୍ରର ବାନ୍ଦର କୋଇଲା ବ୍ଲକ ଆବଣ୍ଟନକୁ ନେଇ ଦୁର୍ନୀତିରେ ଛନ୍ଦି ହୋଇଥିବା ଏହି ରାଜନେତାଙ୍କୁ ସ୍ୱତନ୍ତ୍ର ସିବିଆଇ ଜଜ ଭାରତ ପରାଶର ଜାମିନ ଦେଇଛନ୍ତି। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ତେବେ ଏଥିରେ ସମ୍ପୃକ୍ତିଥିବା ରାଜ୍ୟସଭା ସଦସ୍ୟ ବିଜୟ ଦାଦ୍ରା, ତାଙ୍କ ପୁଅ ଦେବେନ୍ଦ୍ର ଦାଦ୍ରା, ପୂର୍ବତନ କୋଇଲା ସଚିବ ଏଚ.ସି. ଗୁପ୍ତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏଲଏସ ଜାନୋତୀ, ଏଏମଆର ଏବଂ ଷ୍ଟିଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୈସୱାଲ ପ୍ରମୁଖ ଏବେ ବି ପୋଲିସ ହେପାହତରେ ଅଛନ୍ତି। ସେମାନଙ୍କ ନାମରେ ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୪୨୦ (ଠକେଇ) ଓ ୪୦୯ ପରି ଧାରା ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story