କୌଣସି ପରିସ୍ଥିତିରେ ସୁଷମା ଇସ୍ତଫା ଦେବେ ନାହିଁ: ଜେଟଲି

ନୂଆଦିଲ୍ଲୀ; ମୋଦି ସରକାର ଲଳିତ ମୋଦି ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପୁଣି ଥରେ କ୍ଲିନଚିଟ ଦେଇଛନ୍ତି । ବୁଧବାର ଲୋକସଭାରେ ରାହୁଲ ଗାନ୍ଧି ଆକ୍ରମଣାତ୍ମକ ଭଙ୍ଗିର କଢା ଜବାବ ବିତ୍ତମନ୍ତ୍ରୀ ଅରୁଣ ଜେଟଲି ଦେଇଛନ୍ତି । ସୁଷମା କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି ସେ ସଫା ସଫା କହିଥିଲେ । ଜେଟଲି ରାହୁଲଙ୍କ ଆରୋପକୁ ତର୍କହୀନ କହିବା ସହ ସେ ଏକ୍ସର୍ପଟ ଉଇଦାଉଟ ନଲେଜ ବୋଲି କହିଥିଲେ । ମଲ୍ଲିକାର୍ଜୁନ ଖଡଗେ ଓ […]

aruin_081215070312

aruin_081215070312

Rakesh Mallick
  • Published: Wednesday, 12 August 2015
  • Updated: 13 August 2015, 02:48 AM IST

Sports

Latest News

ନୂଆଦିଲ୍ଲୀ; ମୋଦି ସରକାର ଲଳିତ ମୋଦି ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପୁଣି ଥରେ କ୍ଲିନଚିଟ ଦେଇଛନ୍ତି । ବୁଧବାର ଲୋକସଭାରେ ରାହୁଲ ଗାନ୍ଧି ଆକ୍ରମଣାତ୍ମକ ଭଙ୍ଗିର କଢା ଜବାବ ବିତ୍ତମନ୍ତ୍ରୀ ଅରୁଣ ଜେଟଲି ଦେଇଛନ୍ତି । ସୁଷମା କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି ସେ ସଫା ସଫା କହିଥିଲେ । ଜେଟଲି ରାହୁଲଙ୍କ ଆରୋପକୁ ତର୍କହୀନ କହିବା ସହ ସେ ଏକ୍ସର୍ପଟ ଉଇଦାଉଟ ନଲେଜ ବୋଲି କହିଥିଲେ । ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ଦେଇ ଜେଟଲି କହିଥିଲେ କଂଗ୍ରେସର କଥାରେ କିଛି ଦମ ନାହିଁ । ଜେଟଲି କହିଛନ୍ତି ଲଳିତ ମୋଦି ମାମଲା ୨୦୦୯-୨୦୧୦ର । ତାଙ୍କ ବିରୋଧରେ ଏଫଇଏମଏରେ ମାମଲା ରୁଜୁ କରାଯାଇଥିଲା ଓ ଏଥିରେ କାହାରିଙ୍କୁ ଗିରଫ କରାଯାଇପାରିବ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story